ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ,ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ  ପ୍ରସଙ୍ଗରେ  ବ୍ୟାପକ ଆଲୋଚନା

      ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ  କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ମହିଳା ସୁରକ୍ଷାଯାତ୍ରାକୁ ବ୍ୟାପକ ସମର୍ଥନ ଦେଇଥିବାରୁ ମହିଳା ମୋର୍ଚ୍ଚାର କୃତଜ୍ଞତା ଜ୍ଞାପନ ଭୁବନେଶ୍ୱର, :  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ…

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଜମାକାରୀମାନେ ଫେରିପାଇବେ ଜମା ଟଙ୍କା !

  ବାରିପଦା (ଦିଲ୍ଲୀପ ମହାନ୍ତି ):- ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ରାଶି ଖୁବ ଶୀଘ୍ର ଫେରିପାଇବାର ଆଶା ସୃଷ୍ଟି ହୋଇଛି । ନିଜନିଜର କଷ୍ଟଲବ୍ଧ ଉପାର୍ଜନରୁ କାଟି ିବ୍ୟାଙ୍କରେ ଟଙ୍କା ଜମା ରଖି ଆଜି ଜମାକାରୀମାନେ ହରଡ଼ଘଣାରେ ପେଶିହୋଇଛନ୍ତି । ସେମାନଙ୍କ…

ଉତ୍କଳ ସାମ୍ବାଦିକ ସଂଘ ସହ-ଅନୁବନ୍ଧନରେ ରାୟଗଡ ଜିଲ୍ଲା ଶାଖାର ଗଠନ

  ରାୟଗଡ : ସ୍ଥାନୀୟ ଲାୟନ୍ସ୍ କ୍ଲବର ସମ୍ମିଳନୀ  କକ୍ଷରେ ଉତ୍କଳ  ସାମ୍ବାଦିକ ସଂଘ ରାଜ୍ୟ ଶାଖା ସହ-ଅନୁବନ୍ଧିତାରେ ରାୟଗଡ ଜିଲ୍ଲା ଶାଖାର ଗଠନ କରାଗଲା । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ବିଭୂତି ଭୂଷଣ କର (ରାଜ୍ୟ ସଭାପତି) ଉପସ୍ଥିତ ଥିବା ବେଳେ ସମ୍ମନୀତ ଅତିଥି ଭାବେ ମଦନ ପାଣି (ରାଜ୍ୟ…

୨୬ରେ ବାଲିଯାତ୍ରା ପଡିଆରେ ଓଡିଶାବାସୀଙ୍କୁ ହିସାବ ଦେବେ ପ୍ରଧାନମନ୍ତ୍ରୀ ମୋଦି 

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ମିଶନ ୧୨୦+ ଟାଗେର୍ଟ ନିଶ୍ଚିତ ରୂପେ ପୂରଣ ହେବ : ଅରୁଣ ସିଂ  ଭୁବନେଶ୍ୱର(ମାନସୀ ମିଶ୍ର) : କେନ୍ଦ୍ରରେ ମୋଦୀ ସରକାର ୪ ବର୍ଷ ପୂରଣ ହେବା ଅବସରରେ ଆସନ୍ତା ୨୬ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି ।…

 ଲୁଚୁକାଳି ଖେଳୁଛି ଭାଲୁ, ବେପରୁଆ ବନ ବିଭାଗ

  କୋରେଇ/ଜୟଶଙ୍କର ଦାଶ : ଏବେ ଭାଲୁ ନିଦ ହଜାଇ ଦେଇଛି କାଲି  ଠାରୁ କୋରେଇ ଆଉ ବ୍ୟାସନଗର ଅଂଚଳରେ | ବନ ବିଭାଗ ନିଦରେ ସୋଇଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି ଆଶଙ୍କା ଭିତରେ | ଦୁଇଦିନ ବିତିଯାଇଥିଲେ ମଧ୍ୟ ବନବିଭାଗ, ପୋଲିସ ଆଉ ଅଗ୍ନିଶମ ବିଭାଗ ଭାଲୁଟିକୁ ଧରିବାରେ ବିଫଳ ହୋଇଛି…

+୨ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ  :  ଉତ୍ତର ଓଡ଼ିଶା ଜୋନରେ ପାଶ ହାର ୭୬.୩ ପ୍ରତିଶତ 

ବାଲେଶ୍ୱର ଜିଲ୍ଲାରେ ପାଶର ହାର ସର୍ବାଧିକ ୮୯.୬୯ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୬୫.୩୪  ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୧୮ର ଫଳ ଶନିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ।…

“ଆଟଗାଁ ଜମିଦାର ପରିବାରର ସାଂସ୍କୃତିକ ଦିଗ ଉପରେ  ଗବେଷଣ ହେବା ଆବଶ୍ୟକ”

ଆଟଗାଁ ମହୋତ୍ସବ ଉଦଯାପିତ ବଲାଙ୍ଗିର/ପୁଇଁତଲା(ନିରୋଜ ମିଶ୍ର) ଆଟଗାଁ ସ୍ଥିତ ମହଲ ପଡିଆ ଠାରେ ଧରମ ସିଂ ମାଝୀ ସ୍ମୃତି କମିଟୀ ଓ ପରିବର୍ତ୍ତନ ତରଫରୁ ଆୟୋଜିତ ଆଟଗାଁ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ଯୋଗ ଦେଇ ବଲାଙ୍ଗିର ର…

ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ବରିହା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ 

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଓ…

ସୁନା ଗହଣା ଚୋରୀ ମାମଲାରେ ୫ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ରକ୍ସି ରୋଡ଼ସ୍ଥିତ ଜୟା ଦାସଙ୍କ ଘରେ ଶିବ ଶଙ୍କର ପୃଷ୍ଟି ଛୋଟ ସମୟରୁ ରହିଆସିଥିଲା । ଜୟା ଶିବକୁ ନିଜର ପିଲା ଭଳି ଭାବି ତାକୁ ପାଠ ପଢ଼ାଇବା ସାଙ୍ଗକୁ ପରିବାରର ଜଣେ ସଦସ୍ୟର ମାନ୍ୟତା ଦେଇ ଆସିଥିଲା । ତେଣୁ ଘରର ପ୍ରତ୍ୟେକ ସ୍ଥାନରେ…