ଭାଲୁ ଆକ୍ରମଣରେ ଲଂକେଶ୍ଵର ଆହତ : ଗଛରେ ଚଢି ରାମ୍ପୁଡ଼ି କ୍ଷତାକ୍ତ କଲା 

  ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଂଜ ଅନ୍ତର୍ଗତ ଧଳପୁର ପଂଚାୟତର ସାକୁସିଙ୍ଗା ଗ୍ରାମରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ  ଶାକୁସିଙ୍ଗା ଗ୍ରାମର…

ମୁଖ୍ୟମନ୍ତ୍ରୀ ମହୋଦୟ, ଏଇତ ୧୮ ବର୍ଷର ବିକାଶ :  ପ୍ରଶାସନକୁ ସରମ ଟିକେ ଥିଲେ ସିନା ହୁଅନ୍ତା !!!

୨୦ ବର୍ଷ ଅପେକ୍ଷା  ପରେ ବି ହେଲାନି ରାସ୍ତା ନିର୍ମାଣ, ଅର୍ଥ ଓ ଶ୍ରମଦାନ କରି ଗାଁ ଲୋକ ତିଆରି କଲେ ରାସ୍ତା  ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ହରିଜନ ଆଦିବାସୀ ବିକାଶ ପାଇଁ ସରକାରଙ୍କ ଅନ୍ତର କୋହରେ ଫାଟି ପଡୁଛି |  ସରକାର ପ୍ରଚାର ପ୍ରସାର ମାଧ୍ୟମରେ ମାକୁ ସମ୍ମାନ ଗାଁକୁ କାମର…

ବଲାଙ୍ଗିର ମେଡିକାଲ କଲେଜକୁ ନାଗାର୍ଜୁନ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରାଯାଉ 

  କୋଶଲି ସାଂସ୍କୃତିକ ସଂଘର ଜରୁରୀ ବୈଠକ ବଲାଙ୍ଗିର(Niroj Mishra)  :   କୋଶଲି ସାଂସ୍କୃତିକ ସଂଘ, ବଲାଙ୍ଗିରର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କୁ ନେଇ ସଂଘର ସଭାପତି କୋଶଲ ଗୌରବ ରାମଭକ୍ତ  ଫରିକାରଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ବସିଥିଲା । ଆଗାମୀ ଦିନ ମାନଙ୍କର କାର୍ଯ୍ୟ…

ବାପା- ମାଙ୍କୁ ହଇରାଣ କରୁଥିବା ପୁଅ ସାବଧାନ :  ଘରୁ ତଡା ଖାଇବା ସହ ସମ୍ପତ୍ତିରୁ ହୋଇ ପାରନ୍ତି ବେଦଖଲ 

    ମାଙ୍କ ହଇରାଣ କରୁଥିବା ପୁଅକୁ ଘରୁ ବିଦା କରିବାକୁ କୋର୍ଟ ଦେଲେ ଆଦେଶ    କିଛି ଦିନ ତଳେ ସର୍ବୋଚ୍ଚ ଅଦାଲତ,  ଦିଲ୍ଲୀ ହାଇକୋର୍ଟ ବାପା ମାଙ୍କୁ ହଇରାଣ କରୁଥିବା ପୁଅ ବୋହୁଙ୍କୁ ପାନେ ଦେବାକୁ ଗୁରୁତ୍ୱ ଅଯରଣ ରାୟ ଦେଇ ଥିବା ବେଳେ ଏବେ ମୁମ୍ବାଇ ହାଇକୋର୍ଟ ବି ସେଭଳି ଏକ ଐତିହାସିକ…

ପ୍ରଶାସନ ଅବହେଳା କାରଣରୁ ବିଷ ପିଉଛନ୍ତି ଲୋକେ 

ଫ୍ଲୋରାଇଡ କବଳରେ ଡାଙ୍ଗବାହାଲ ଗ୍ରାମ ଗନିଅାଁପାଲି  ବରଗଡ(ନୀଳ ଦୀପ) : ଜଳ ହିଁ ଜୀବନ । ଜଳ କୁ ବାଦ୍ ଦେଲେ ଜୀବନର ସ୍ଥିତି ଅସମ୍ଭବ । ଜଳ ବ୍ୟତିରେକ ସୃଷ୍ଟି ତିଷ୍ଠି ରହିବାର ପରିକଳ୍ପନା କରାଯାଇପାରେ ନାହିଁ  । ଏମିତି ଏକ ଗାଁ ଅଛି ବରଗଡ ଜିଲ୍ଲା  ଗାଇସିଲେଟ ବ୍ଲକ ଅର୍ନ୍ତଗତ ଡାଙ୍ଗବାହାଲ…

ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ  ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି । ରାଜ୍ୟରେ…

ବରିଷ୍ଠ ସାମ୍ବାଦିକ ରତନ ପାଣିଙ୍କ ଅକାଳ ବିୟୋଗ

  ବରଗଡ଼(ନୀଳ ଦୀପ)-ଦୁଃଖର ବିଷୟ ବରିଷ୍ଠ ସାମ୍ବାଦିକ ତଥା ଜର୍ନାଲିଷ୍ଟ ଆସୋସିଏସନ ବରଗଡ଼ର ପୂର୍ବତନ ସଭାପତି ରତନ ପାଣିଙ୍କ ସୋମବାର ରାତିରେ ହୄତଘାତ ଯୋଗୁଁ ଦେହାନ୍ତ ହୋଇଛି । ସେ ଇଂରାଜୀ ଖବର କାଗଜ ଇଣ୍ଡିଆନ  ଏକ୍ସପ୍ରେସ ର ପଶ୍ଚିମ ଓଡ଼ିଶା ମଣ୍ଡଳ ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ ।…

ସାନ୍ତାଳୀ ବୀର ସିଧୁ ଓ କାହ୍ନୁ ମୁର୍ମୁଙ୍କ ଉପରେ ହଲିଉଡ଼ ସିନେମା ମିଛ ଖବର 

ସୋସିଆଲ ମେଡିଆରେ ମିଛ ଖବର ବୁଲୁଛି  :ଭାଇରଲ ମିଛ ,ନିହାତି ଅସମ୍ମାନ  ବାରିପଦା :ରାଇରଙ୍ଗପୁରର ଆଦିବାସୀ ଯୁବକ ରସିକା   ଟୁଡୁ ୧୦୦କୋଟି ବ୍ୟୟ ଅଟକଳରେ ମୟୁରଭଞ୍ଜର ଆଦିବାସୀ ହିରୋଙ୍କ ଉପରେ ଆଧାରିତ ହଲିଉଡ଼ ସିନେମା " ଶିଦ୍ଧୁ ଆଣ୍ଡ କାହ୍ନୁ"ର ନିର୍ଦ୍ଦେଶନା ଦେଉଛନ୍ତି | ଏହା ଦୁଇ…

ବିଜେପି ପକ୍ଷରୁ ଗରୀବ ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ

ବିଜେଡି କହିଲା "ଲୋକପ୍ରିୟତା ହରାଉଥିବା  ବିଜେପି କରୁଛି ଶସ୍ତା ରାଜନୀତି"  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବିଜେପି ପକ୍ଷରୁ ଭୂମିହୀନ ଗରୀବ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର 

ସମ୍ମତି ଦେଇ ବିଜେଡି ବିଧାୟକମାନେ କାର୍ଯ୍ୟକ୍ରମକୁ ନଆସିବାରୁ କଲେ ସମାଲୋଚନା ବଲାଙ୍ଗୀର(ନିରୋଜ ମିଶ୍ର )  – ୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀର ଠାରେ ଭାରତ ପେଟ୍ରୋଲିୟମ୍ ଦ୍ୱାରା ପ୍ରତିଷ୍ଠିତ  ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଇଛନ୍ତି…