“ଏକ ସାମାଜିକ ଅସନ୍ତୁଳନତା ଆଡକୁ ମୁହାଉଁଛେ ଆମେ”

ଭ୍ରୁଣର ଲିଙ୍ଗ ନିରୁପଣ ନିଷେଧ ସମ୍ପର୍କିତ ଅଂଶିଦାରମାନଙ୍କର କର୍ମଶାଳା  ଯାଜପୁର (ଜୟଶଙ୍କର ଦାଶ)  ଭୃଣଲିଙ୍ଗ ନିରୁପଣହେଉଛି ଏକ ଆଇନ ଗତ ଅପରାଧ । ଏହି ଲିଙ୍ଗ ନିର୍ଦ୍ଧାରଣ ଲାଗି  ପରୀକ୍ଷାକରୁଥିବାଏବଂଗର୍ଭବତୀମହିଳାମାନଙ୍କୁ ପରୀକ୍ଷାଲାଗି ପ୍ରବର୍ତାଉଥିବାଡ଼ାକ୍ତର ଓ…

ଭଟଲି ହାଇସ୍କୁଲରେ ବ୍ଲକସ୍ତରୀୟ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୬ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ 

  ଭଟଲି-ବରଗଡ଼ ଜିଲା ଭଟଲି ଉଚ୍ଚ ବିଦ୍ୟାଳୟରେ ବୁଧବାର ବ୍ଲକସ୍ତରୀୟ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମଗାଁ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଜରାଜ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବରଗଡ଼ ଜିଲା ଶିକ୍ଷା ଅଧିକାରୀ ପ୍ରକାଶ…

ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ ।

ଭଟଲି/neel deep-ବରଗଡ଼ ଜିଲା ଭଟଲି ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ଏହି ଧର୍ମଘଟରେ ମୂଲବାର ବିପିଏମ୍‌ ରାଜାମାଣିକେଶ୍ୱର ସେଠ୍‌, ନୂଆଁଗଡ଼ ବିପିଏମ୍‌…

ମହାନଦୀ ପାଇଁ ମହାସଂଗ୍ରାମ: ଅଷ୍ଟମ ଦିନରେ ଜନଜାଗରଣ ଯାତ୍ରା

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ :  ଓଡ଼ିଶାର ଜୀବନରେଖା କହିଲେ ମହାନଦୀକୁ ବୁଝାଇଥାଏ ଓ ଏହି ରାଜ୍ୟର ଦୁଇ-ତୃତୀୟାଂଶ ଲୋକଙ୍କ ଜୀବନ ଓ ଜୀବିକା ଏହା ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ମଧ୍ୟପ୍ରଦେଶରୁ ବାହାରି ଛତିଶଗଡ଼ ଦେଇ ମହାନଦୀ ବଙ୍ଗୋପସାଗରରେ ମିଶିଛି । ସଂପ୍ରତି ଆମ ରାଜ୍ୟର…

ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା: ବିଜେଡ଼ି

୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସହ ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ  ସ୍ମାରକପତ୍ର ଚଳିତମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଭୁବନେଶ୍ୱର : ଦେଶରେ ପେଟ୍ରୋଲ ଓ ଡ଼ିଜେଲ…

ସାଧାରଣ ଜନତାଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି- ଉପବାଚସ୍ପତି ସାନନ୍ଦ

ବାରିପଦା(ଦିଲ୍ଲୀପ ମହାନ୍ତି )- ଗରୀବ ଖଟିଖିଆ ଜନ ସାଧାରଣ ତାଙ୍କର ଏକ ସୁନ୍ଦର ବାସଗୃହ ନିର୍ମାଣ କରାଇବା ନିମନ୍ତେ ସ୍ୱପ୍ନ ଦେଖି ଥାନ୍ତି । ମାତ୍ର ଅର୍ଥ ବାଧକ ସାଜିଥିବା କାରଣରୁ ଦେଖିଥିବା ସ୍ୱପ୍ନ ସାକାର ହୋଇପାରି ନ ଥାଏ । ଆଜି ସେହି ସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି ।…

ମୁଣ୍ଡ ଉପରେ ବର୍ଷା ଋତୁ, ପରିମଳ ଚିନ୍ତା :  ପୌରାଞ୍ଚଳ  କ୍ଲିନ ରଖିବାକୁ  ବୈଠକ ଡ଼ାକିଲେ “କ୍ଲିନ…

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦକୁ ପରିମଳ ମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ  ସଦାସର୍ବଦା ପ୍ରାଥମିକତା ଦେଇ ଆସିଥିବା "କ୍ଲିନ ମ୍ୟାନ" ତଥା  ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି  ତାଙ୍କର ଉଦ୍ୟମ ଜାରି ରଖିଆସିଛନ୍ତି ।  ଆଗକୁ ଆସୁଥିବା ବର୍ଷା ଋତୁ ଓ…

ଅତାବିରାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ସୁରକ୍ଷା ଅଭିଯାନ ।

ଅତାବିରା/Nila Deep -ସମଗ୍ର ଓଡିଶାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପଂଚମ ଦିନରେ ଅତାବିରା ରଣେଶ୍ୱର ରାମଖଣ୍ଡି କଲ୍ୟାଣ ମଣ୍ଡପ ଠାରେ ନାରୀ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ନାରୀ ନିଯ୍ୟାତନା ତଥା ଅତ୍ୟାଚାରକୁ ଆଖି ଆଗରେ ରଖି ମହିଳା ମୋର୍ଚ୍ଚା ବରଗଡ଼ ଜିଲ୍ଲା…

ମାତୃଭାଷା ଓଡିଆରେ ଲାଗିଲା ବ୍ୟାନର ପୋଷ୍ଟର

ପଦ୍ମପୁର/ନୀଳ  ଦୀପ .  ବରଗଡ ଜିଲ୍ଲା ପଦ୍ମପୁର ଠାରେ ଜନସାଧାରଣଙ୍କ ଭିତରେ ଦେଖାଦେଇଛି ଏକ ନୂତନ ପଦକ୍ଷେପ । ସମସ୍ତ ଦୋକାନ ବାହାରେ ଲାଗିଥିବା ବିଭିନ୍ନ ଭାଷାର ପୋଷ୍ଟର ଗୁଡିକୁ ହଟାଇ ଓଡିଆ ରେ ଲେଖାଯାଇଛି । ମାରବାଡି ଯୁବା ମଂଚ ଆନୁକୁଲ୍ୟରେ ପ୍ରେସିଡେଂଟ ମୁକେଶ ଅଗ୍ରୱାଲ, ସେକ୍ରେଟାରୀ…

କୃଷକ ବିକାଶ ମଂଚ ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ

  ବରଗଡ(ନୀଳ ଦୀପ)  ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ର ଆଂଚଳିକ ପ୍ରବନ୍ଧକ - ସୁକାନ୍ତ କୁମାର ମିଶ୍ର, ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରୀପାଠି,ଓ  ଅନ୍ୟାନ୍ୟ ପଦାଧିକାରୀ ଚାଷୀ ପ୍ରତିନିଧି ଉପସ୍ଥିତିରେ ବୀମା ବିଷୟରେ ଜିଲ୍ଲା ଯୋଜନା କମିଟି  ଅଧ୍ୟକ୍ଷ ଦେବେଶ…