କୈାଣସି ପ୍ରକଳ୍ପ ଅଧା ଭାବେ ପଡି ରହିବା, ଅଯଥା ବ୍ୟୟ ଓ ମୂଲ୍ୟହୀନ : ଡ଼ ସିପ୍ରା ମଲ୍ଲିକ 

ଖାଦ୍ୟ ସୁରକ୍ଷା ଆୟୁକ୍ତ ସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା ବୈଠକ ।   ଯାଜପୁର(ଜୟଶଙ୍କର ଦାଶ) :କୈାଣସି ପ୍ରକଳ୍ପ ଅଧା ଭାବେ ପଡି ରହିବା ଅଯଥା ବ୍ୟୟ ଓ ମୂଲ୍ୟହୀନ ବୋଲି ଖାଦ୍ୟ ଆୟୁକ୍ତଙ୍କ ସଦସ୍ୟ ଡଃ ସିପ୍ରା ମଲ୍ଲିକ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ଅପରାହ୍ନରେ ସ୍ଥାନୀୟ ସର୍କିଟ…

କରିବାର ଇଛା ଯଦି ନାହିଁ କରନି, ଯଦି କରୁଛ ପ୍ରହସନ କରନି 

ହରଭଙ୍ଗା ବ୍ଲକରେ ଜଳଛତ୍ର ପାଲଟିଛି ପ୍ରହସନ  ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ସାଧାରଣ ଜୀବନ ଯାତ୍ରା ମାତ୍ରାଧିକ ଭାବରେ ପ୍ରବାହିତ ହୋଇଥାଏ । ତେଣୁ ଶୋଷିଲା ଯାତ୍ରୀ ଓ ପଥିକ ମାନଙ୍କର ତୃଷ୍ନା ମେଂଟାଇବା…

ଆଠ ବର୍ଷ ନା ବାଳିକା ଦୁଷ୍କର୍ମ ଥାନାରେ ଏତଲା, ଅଭିଯୁକ୍ତ ଗିରଫ ।

    କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : ଗତକାଲି ଡେରାବିଷ ଅନ୍ତର୍ଗତ ନରସିଂହ ପୁର ପଂଚାୟତ ତିଲଙ୍ଗ ଗ୍ରାମର ଜଣେ ନା ବଳିକା ଖେଳୁଥିବା ବେଳେ ନାବଳିକାକୁ ଟଙ୍କାର ପ୍ରଲୋଭନ ଦେଖାଇ ନାବଳିକାକୁ ନିରୋଳା ସ୍ଥାନରେ ଏକ ଗୃହକୁ ନେଇ ଜଣେ ଯୁବକ ଦୁଷକର୍ମ କରିବାକୁ ଉଦ୍ୟମ…

ତୈଳ  ଦର ବୃଦ୍ଧି ପ୍ରତିବାଦ ନିମନ୍ତେ ବିଜେଡ଼ିର ପ୍ରସ୍ତୁତି

  ବାରିପଦା(ଦିଲ୍ଲୀପ ମହାନ୍ତି )- ଦେଶରେ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟରେ ଦୈନିକ ବୃଦ୍ଧି ଘଟି ସର୍ବକାଳୀନ ରେକଡର଼୍ରେ ପହଁଞ୍ଚିଯାଇଛି । ତୈଳ ମୂଲ୍ୟବୃଦ୍ଧି ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବିଜେଡ଼ି ପକ୍ଷରୁ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଏହାର ପ୍ରତିବାଦରେ ଆନ୍ଦୋଳନ…

ନଦୀ ବନ୍ଧ ଯୋଜନା ବନ୍ଦ କରିବା ପାଇଁ ଏକ ବିଶାଳ ଜନ ସମାବେଶ

ଅଙ୍ଗ ନଦୀ ବନ୍ଧ ଯୋଜନା ପ୍ରତିରୋଧ କମିଟୀର  ରାଲି ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଅଙ୍ଗ ନଦୀ ବନ୍ଧ ଯୋଜନା ପ୍ରତୀରୋଧ କମିଟୀ ତରଫରୁ ନଦୀ ବନ୍ଧ ଯୋଜନା ବନ୍ଦ କରିବା ପାଇଁ ଏକ ବିଶାଳ ଜନ ସମାବେଶ ହୋଇ ଯାଇଅଛି । ଉକ୍ତ ସମାବେଶ ରେ ଶହଶ୍ରାଧିକ ସଂଖ୍ୟା ରେ ଯୋଗ ଦେଇ ଲୋକେ ଏକ…

୩୦ ବର୍ଷ ପରେ ଭିଜିଲାନ୍ସ ମାମଲାରେ ତତ୍କାଳୀନ ଯୋଗାଣ ନିରୀକ୍ଷକ ଦୋଷମୁକ୍ତ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଦୀର୍ଘ ୩୦ ବର୍ଷର ମାମଲାର ବିଚାର କରି ଅଭିଯୁକ୍ତ ତତ୍କାଳୀନ ଯୋଗାଣ ବିଭାଗର ନିରୀକ୍ଷକ ଗଣେଶ ଚନ୍ଦ୍ର ବରାଳଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରାଇ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ…

ନବ କହିଲେ ଫୁଲ ନାଇଁ, ଭୋଟ ଯୋଗାଡ଼ କରି ଦିଅ

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦାସ୍ଥିତ ସାଇ ବିନାୟକ ବିବାହ ମଣ୍ଡପରେ ଆଜି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ଯୋଗ ଦେଇ ଫୁଲମାଳ ଓ ଫୁଲ ଦେଇ ସମ୍ବର୍ଦ୍ଧନା ଗ୍ରହଣ…

ଆଜି ସରିବ ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ 

  ଭୁବନେଶ୍ୱର: ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଆଜି ଶୁକ୍ରବାର ଅନୁଷ୍ଠିତ  ହେବାକୁ ଯାଉଛି । ଏଠାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ବେଳେ ଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ…

ଏକାମ୍ରରୁ ମୋଦିଙ୍କୁ ସ୍ୱାଗତ କରିବେ ୫ହଜାର କର୍ମୀ

  ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ତାରିଖରେ କଟକ ବାରବାଟୀକୁ ଆସିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳିରୁ ୫ହଜାର କର୍ମି ସାମିଲ ହୋଇ ସ୍ୱାଗତ କରିବେ । ସ୍ଥାନୀୟ ବିନ୍ଦୁସାଗର ନିକଟ ଉତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକାମ୍ର ନିର୍ବାଚନ ମଣ୍ଡଳୀର କର୍ମିମାନଙ୍କ ବୈଠକରେ…

ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ପ୍ରାପ୍ୟ ବୃଦ୍ଧି 

ଆସିଷ୍ଟାଣ୍ଟ ସର୍ଜନ ୫୫ ହଜାର, ସ୍ପେସିଆଲିଷ୍ଟ ଡାକ୍ତର ୬୦ ହଜାର  ଭୁବନେଶ୍ୱର : ରାଜ୍ୟରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କର ଦରମା ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି  | ସେହିପରି ଚୁକ୍ତିଭିତ୍ତିକ…