ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାତା

 ଭୁବନେଶ୍ୱର: ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ  ଓ ସୂଚନା,-ଲୋକମସମ୍ପର୍କ ମନ୍ତ୍ରୀ ପ୍ରତାପ  ଜେନାଙ୍କ ମାତା  ସରସ୍ୱତୀ ଜେନାଙ୍କର  ଶନିବାର ସକାଳେ ପରଲୋକ ହୋଇଯାଇଛି | ବାର୍ଦ୍ଧକ୍ୟ ଜନିତ ରୋଗରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ଦୀର୍ଘଦିନ ଧରି ସେ ଆପୋଲୋ ହସ୍ପିଟାଲ ରେ…

  ମୋ ସ୍କୁଲ ଅଭିଯାନର ସୁନ୍ଦର ପ୍ରଭାବ 

ଖରା ଦିନର ସଦୁପଯୋଗ ପାଇଁ ବିନା ମୂଲ୍ୟରେ ପିଲାଙ୍କୁ ଶିକ୍ଷାଦାନ । ବିଜେପୁର, ନୀଳ ଦୀପ -ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ସମଗ୍ର ଓଡ଼ିଶାର ସମସ୍ତ ସ୍କୁଲରେ ଆୟୋଜନ କରାଯାଉଛି ।ଏଥିରେ ଓଡ଼ିଶା ସରକାର ଏକ ନାରା ଦେଇଛନ୍ତି "ଯେଉଁ ଅନୁଷ୍ଠାନ ମୋତେ ବଞ୍ଚିବାର ରାହା ଦେଖାଇଲା,ଜୀବନର…

 ଖଲିଆପାଲି ପଞ୍ଚାୟତରେ ଗ୍ରାମ୍ୟ ଯୋଗାଯୋଗ କାର୍ଯ୍ୟକ୍ରମ

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ),୧୬ା୬ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ମମତା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଲୋକକଲ୍ୟାଣ ଯୋଜନା ସଂପର୍କରେ ଜନସଚେତନତା ସୃଷ୍ଟି ସହ ଏହାରି ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ରାଜ୍ୟର ୬୦ ଗୋଟି…

ଖଇରା ସମାଜ ପକ୍ଷରୁ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା 

ବୌଦ୍ଧ ( ସିମୁନ୍ ନଏକ ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ସଭାଗୃହରେ ଆଜି ଓଡିଶା ଖଇରା ସମାଜ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଉତ୍ସବରେ ଲୁଣିବାହାଲ ସରପଂଚ ବିଷ୍ନୁ ଜାନୀ  ସଭାପତିତ୍ୱ କରି ସଫଳ ଯୁବ ପ୍ରତିଭାଙ୍କୁ…

ରାମଚଣ୍ଡୀ ସେନା ର ବୈଠକ ।

ପଦ୍ମପୁର-ବରଗଡ ଜିଲ୍ଲା ନୃସିଂହନାଥର ରାମଚଣ୍ଡୀ ମନ୍ଦିର ଠାରେ ରାମଚଣ୍ଡୀ ସେନା ର ଏକ ବୈଠକ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରତେକ ବ୍ଲକ ର ସଂଯୋଯକ ଯୋଗ ଦେଇଥିଲେ ଏବଂ କିପରି ସଂଗଠନ କୁ ପଞ୍ଚାୟତ ଓ ଗ୍ରାମାଞ୍ଚଲ ପର୍ଯ୍ୟନ୍ତ ବିସ୍ତାର କରାଯିବ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ…

 କଣ୍ଟାମାଳ ଯୁକ୍ତ ତିନି କଳା ସିଟ୍ ସଂଖ୍ୟା ୧୯୨ ରୁ ୨୫୬କୁ ବୃଦ୍ଧି

ସୋସିଓଲୋଜି,ସଂସ୍କୃତ,ଇଂରାଜୀ ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)  ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମ୍ବଲପୁର ବିଶ୍ୱବିଦ୍ୟାଳୟ  ତରଫରୁ ଚଳିତ ଶିକ୍ଷାବର୍ଷ-୨୦୧୮-୧୯ ଠାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ…

ଆଧାର ପଂଜୀକରଣ ପାଇଁ ରୁମ ଦେଉନି ବ୍ଲକ !!!!

ଏପିଓଙ୍କ ବାରଣ୍ଡାରେ ଚାଲିଛି ଆଧାର ଏନରୋଲମେଣ୍ଟ ବୌଦ୍ଧ (ସିମନ ନାଏକ)  ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଆଧାର କାର୍ଡ ପଂଜିକରଣ ଓ ସଂଶୋଧନ ପାଇଁ କୌଣସି ପ୍ରକାର ସୁବିଧା ନଥିବା ହେତୁ ନୂତନ ଭାବରେ ପଂଜିକରଣ ଏବଂ ସଂଶୋଧନ କରିବାକୁ ହେଲେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା…

 କଣ୍ଟାମାଳବ୍ଲକର ବିଭିନ୍ନ ପଞ୍ଚାୟତରେ ସହଭାଗି କାର୍ଯ୍ୟକ୍ରମ

  କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) :  ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ମମତା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ସଂପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆରମ୍ଭ ହୋଇଥିବା ସହଭାଗି ଏବଂ ଗ୍ରାମ୍ୟ ଯୋଗାଯୋଗ କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ…

“କୋଶଲୀ ଭାଷାରେ ସାମୁହିକ ସୃଜନକର୍ମ ଭାଷାକୁ ଆହୁରି ବଳିଷ୍ଠତା  ପ୍ରଦାନ କରିବ”

କୋଶଲୀ ପତ୍ରିକା “ତହଁକ” ଉନ୍ମୋଚିତ  ବଲାଙ୍ଗିର (ନିରୋଜ ମିଶ୍ର)-: ସ୍ଥାନୀୟ ସାମ୍ବାଦିକ ଭବନଠାରେ କୋଶଲୀ ପତ୍ରିକା  “ତହଁକ୍”ର ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ତହଁକ୍ ପତ୍ରିକା ସହ ‘ଭାବର୍ ପଦେ’ ଏବଂ ‘ଝାର’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।  ଏଥିରେ ସାହିତ୍ୟିକ  ଗୋପୀନାଥ…

 ବିଶ୍ୱ ରେଡକ୍ରସ ଦିବସ : ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

ବଲାଙ୍ଗିର (ନିରୋଜ ମିଶ୍ର )-   ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧି୍କାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜୁନିୟର ରେଡକ୍ରସ ପରାମର୍ଶଦାତା ମାନେ ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ରର ଆୟୋଜନ କରିଥିଲେ । ଏଥିରେ ରକ୍ତଦାନର ମହତ୍ୱ ଉପରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ…