ପଦ୍ମପୁର ଅଗ୍ନିଶ୍ରମ ଶେବା ବିଭାଗ ତରଫର ମକ୍ ଡ୍ରିଲ୍ ପ୍ରଦର୍ଶନ ।

ପଦ୍ମପୁର/ନୀଳ ଦୀପ -ଦୈବ ଦୁର୍ବୀପାକ ସମୟରେ ଜନସାଧାରଣଙ୍କୁ ଉଦ୍ଧାର କରିବା ସହିତ ସେବା ଯୋଗାଇ ଦେବାର ବିଭିନ୍ନ କୌଶଳ ସଂକ୍ରାନ୍ତିୟ ଏକ ମକ୍ ଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ ପଦ୍ମପୁର ଅଗ୍ନିସେବା ବିଭାଗ ତରଫରୁ  ନାରାୟଣ ଚନ୍ଦ୍ର ନାୟକ ଙ୍କ ତତ୍ତ୍ବାବଧାନରେ ରାଜବୋଡାସମ୍ବର ବ୍ଲକ ପରିସର…

ଯାଜପୁର:  ୩୦ ନମ୍ୱର ଜୋନ ଉପନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ ସହ ବୈଠକ ।

  ଯାଜପୁର/ଜୟଶଙ୍କର  ଦାଶ : ଯାଜପୁର ବ୍ଲକ  ଅନ୍ତର୍ଗତ ୩୦ ନମ୍ୱର  ଜିଲ୍ଲା ପରିଷଦ ଜୋନର ଉପ-ନିର୍ବାଚନ ଜୁଲାଇ ୪ ତାରିଖରେ ଅନୁଷ୍ଠିତ  ହେବ ।  ନିର୍ବାଚନ ରଣାଙ୍ଗନରେ ତିନିଗୋଟି ରାଜନୈତିକ ଦଳ ଯଥା- ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ପ୍ରାର୍ଥୀ…

ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ମକ୍  ଡ୍ରିଲ 

ଯାଜପୁର/ଜୟଶଙ୍କର  ଦାଶ :   ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ ।  କିନ୍ତୁ ସମବଦ୍ଧ ଉଦ୍ୟମ ଓ ପରସ୍ପର ମଧ୍ୟରେ  ସମନ୍ୱୟ ଏବଂ ବ୍ୟାପକ ସଚେତନତା ଧନ ଜୀବନ ହାନୀକୁ ରୋକି ପାରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ  ଜିଲ୍ଲା ଗ୍ରାମ୍ୟ…

ପୂର୍ବତନ ଡ଼ିଏଲଆରମାନଙ୍କୁ ମିଳିବ ବକେୟା ଇପିଏଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟର ୮୯ ଜଣ ପୂର୍ବତନ ଡ଼ିଏଲଆରମାନଙ୍କୁ  ସେମାନଙ୍କର ବକେୟା ଇପିଏଫ ଟଙ୍କା ମିଳିବ । ଡ଼ିଏଲଆର ସଙ୍ଗର ସଭାପତି ପ୍ରାଣବନ୍ଧୁ ଦଳାଇଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବାରିପଦା ଆରଡ଼ି…

ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ କୁଡ଼ୁମାଲୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପରିଷଦର ସଭାପତି ଡ଼ଃ. ହୃଦାନନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ…

ଛଟେଇ ୧୬୬ ଶିକ୍ଷା ସହାୟକମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଗଣଧାରଣା

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୦୩-୦୪ ଆର୍ଥକ ବର୍ଷରେ ଓଡ଼ିଶାରେ ନିଯୁକ୍ତି ପାଇଥିବା ୧୦ ହଜାର ୬୮୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଉକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ ଓଡ଼ିଶାରେ ୧୦ ହଜାର ୭୬ ଜଣ ଶିକ୍ଷା ସହାୟକମାନଙ୍କୁ ନିୟମିତ…

“ଶାଳୀନତାର ସୀମା ଲଘଂନ କରିଥିବା ଧର୍ମେନ୍ଦ୍ର କରୁଛନ୍ତି  ଶସ୍ତା ରାଜନୀତି” 

୧୮ରେ ଚିଠି ଲେଖି ୧୯ ରେ କହୁଛନ୍ତି ସମୟ ଦେଲେନି " : ପ୍ରତାପ  ଭୁବନେଶ୍ୱର/ମାନସୀ ମିଶ୍ର :ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିବା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ଦେଶ୍ୟ  ନୁହେଁ । ବରଂ ୧୮ ତାରିଖରେ ଚିଠି ଲେଖି ଏବଂ ସେ ଚିଠିକୁ ୧୯…

ଛିନ୍ଦେଇକେଲା ପ୍ରିମିୟର୍ କ୍ରିକେଟ ଉଦଯାପିତ : ଧାରୋଲ ଚମ୍ପିଆନ

ପଦ୍ମପୁର/ ନୀଳ ଦୀପ :  ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଛିନ୍ଦେଇକେଲା ପ୍ରିମିୟର୍ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଧାରୋଲ ମାଣ୍ଡୋସିଲକୁ ହରାଇ ଚମ୍ପିଆନ ହୋଇଛି । ମାଣ୍ଡୋସିଲ ଦଳ ଟସ ଜିଣି…

ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ନିମନ୍ତେ  ମକ୍ ଡ୍ରିଲ୍ 

 ରାୟଗଡା/ ସରୋଜ କୁମାର ସାହୁ :   ରାୟଗଡା ଜିଲ୍ଲାରେ ପ୍ରାକୃତିକ ବିର୍ପଯ୍ୟୟ ସମୟରେ ପ୍ରଭାବିତ ଅଂଚଳରେ ଆକସ୍ମିକ ଦୁର୍ଘଟଣାରେ ନଷ୍ଟ ହେଉଥିବା ଧନଜୀବନକୁ ରକ୍ଷା କରିବା ଓ ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ପାଇଁ ଅଗ୍ନିଶମ,ସ୍ୱାସ୍ଥ୍ୟ ବିଭାଗ ସମେତ ପ୍ରଶାସନ ତରଫରୁ ନିଆଯାଉଥିବା…

ମର୍ମନ୍ତୁଦ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ 

ବରଗଡ଼/ନୀଳ ଦୀପ -ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ ଏକ ଜେସିବି ସହ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଆକାଶ କୁମ୍ଭାର, ବାସ୍ତୁଭ ଭୋଇ ଓ ସରୋଜ ପ୍ରଧାନ(୨୭)। ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ନବମ ଶ୍ରେଣୀର ଛାତ୍ର।  ସରୋଜ ବାଇକ୍  ଚଲାଉ ଥିଲେ।ଆକାଶ ଓ ବାସ୍ତୁଭ…