ଭଉଣୀ ହତ୍ୟାର ପ୍ରତିଶୋଧ ନେଲେ ତିନି ଭାଇ

ବୌଦ୍ଧ (ସିମୁନ୍ ନାଏକ): ଭଉଣୀ ହତ୍ୟାର ପ୍ରତିଶୋଧ ନେଲେ ତିନି ଭାଇ! ସଂଘବଦ୍ଧ ଭାବେ ଭିଣୋଇଙ୍କୁ ଆକ୍ରମଣ କଲେ। ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୌଦ୍ଧ ସଦର ଥାନା ତେଲିବନ୍ଧ ପଞ୍ଚାୟତ…

୧୦୪ ବର୍ଷରେ ପଦାର୍ପଣ କଲେ କାନ୍ତକବିଙ୍କ ପୁତ୍ର ସଂଗ୍ରାମୀ ଗୌରଚନ୍ଦ୍ର 

  ଭଦ୍ରକ(ସତ୍ୟ ସ୍ୱାମୀ) :ଭାରତ ଛାଡ ଆନେ୍ଦାଳନର ଅନ୍ୟତମ ନାୟକ, ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲ୍ରେ ଫାଶୀ ଦଣ୍ଡାଦେଶ ଦେବା ବେଳର ଅନ୍ୟତମ ସହବନ୍ଦୀଳ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କନିଷ୍ଠ  ପୁତ୍ର ବିଶିଷ୍ଟ ସାହିତ୍ୟିକ  ତଥା ଶିକ୍ଷାବିତ୍ ଗୌରଚନ୍ଦ୍ର ମହାପାତ୍ର ଆଜି…

ଦ୍ୱିତୀୟ ଶ୍ରେଣୀ ନୁହେଁ , ପ୍ରଥମ ଶ୍ରେଣୀ ଦାବୀ  : ମାଜିଷ୍ଟେ୍ରଟମାନେ ଯିବେ ଛୁଟିରେ !

  ଭଦ୍ରକ(ସତ୍ୟ ସ୍ୱାମୀ ) :ସାରା ରାଜ୍ୟରେ ୮୯୧ ଜଣ ମାଜିଷ୍ଟେ୍ରଟ ଯିବେ ୨ ଜୁଲାଇରୁ ଛୁଟିରେ । ଅତିରିକ୍ତ ତହସିଲଦାର, ଜୋନ ଅଫିସର, ଉପନିବନ୍ଧକ ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଓଡିଶା ରାଜସ୍ୱ ସେବା ସଂଘର ଅଧିକାରୀମାନେ ୨୫ ଜୁନ୍ରୁ କଳାବ୍ୟାଜ ପରିଧାନ କରିବେ ଏବଂ ନିର୍ଦ୍ଧିଷ୍ଟ କେତୋଟି…

ପିଲାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଆୟୋଜକ 

ରଜପରୀ ଜାଲିଆତି :ଅଭିଯୋଗ ଆଣିଲେ ଅଭିଭାବକ ଭଦ୍ରକ,(ସତ୍ୟ ସ୍ୱାମୀ ):ସାଂସ୍କୃତିକ ସମାରୋହ ଆୟୋଜନ କରି ରଜପରୀ ସିଜିନ-୩ ନାମରେ କୁନି କଳାକାରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଇଥିବାର ଅଭିଯୋଗ ଆଣିଛନ୍ତି କିଛି ଅଭିଭାବକ । ସେମାନେ ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ସହ ଶିଶୁ…

ପାଳିତ ହେବ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ମହାପ୍ରୟାଣ ଶତବାର୍ଷିକୀ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସେଣ୍ଟର ଫର ସୋସିଆଲ ଆଣ୍ଡ କଲ୍ଚରାଲ  ଆକ୍ସିଲେନ୍ସ, ମୟୂରଭଞ୍ଜ ପୁସ୍ତକ ମେଳା, ବିଜୟିନୀ ପବ୍ଲିକେଶନ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜୁନ ୨୩ ଓ ୨୪ଦୁଇ ଦିବସ ଧରି କଳା, ସାହିତ୍ୟ ଓ ସଂସ୍କୃତି ମିଳନର ମହାପର୍ବ…

ଚିକିତ୍ସିତ ଗ୍ରାମରକ୍ଷୀ ପ୍ରଦୀପ କିସ୍କୁଙ୍କ ବିୟୋଗରେ ଶୋକ

  ବାରିପଦା(ଦିଲ୍ଲୀପ ମହାନ୍ତି  )- ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ତଥା ବାହାନଡ଼ା(ରେହେଡ଼ାଘୁଟୁ) ଗ୍ରାମର ପ୍ରଦୀପ କିସ୍କୁ(୪୧)ଙ୍କର ମଙ୍ଗଳବାର ପୂର୍ବାହ୍ନ ୯ଟା୨୦ମି. ସମୟରେ ଖୁଣ୍ଟା ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ  ଘଟିଛି । ଏହି ସମୟରେ…

ଅଳିଆ ଗଦାକୁ ଲୋକ ଫିଙ୍ଗି ଦେଲା ପରେ ବି ଚେତୁନି କଂଗ୍ରେସ : ବିଜୟ 

"ଶସ୍ତା ମନ୍ତବ୍ୟ ରଖୁଛନ୍ତି ନିରଞ୍ଜନ" ଭୁବନେଶ୍ୱର(ମାନସୀ ମିଶ୍ର )   : ଓଡ଼ିଶା ଦାରିଦ୍ର୍ୟର ପ୍ରମୁଖ କାରଣ ହେଉଛି କଂଗ୍ରେସ ଓ ତା’ର କୁଶାସନ । ଏହା ଏକ ନିଷ୍ଠୁର ଐତିହାସିକ ସତ୍ୟ । ଯାହାକୁ ସମଗ୍ର ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କରିଛନ୍ତି । ଯେଉଁଥିପାଇଁ କଂଗ୍ରେସକୁ ଇତିହାସର ଅଳିଆ…

୧୪ ଓ ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚୟନ ଶିବିର ୨୧ରୁ

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୧୪ ଓ ୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳି ଚୟନ ଶିବିର ଜୁନ ୨୧ରୁ ଆରମ୍ଭ ହେବାକୁ ଯାଉଅଛି । ଉକ୍ତ ଶିବିରରେ ଯୋଗ ଦେବାକୁ ଆଗ୍ରହୀ କ୍ରୀଡ଼ାବିତ୍ମାନେ ସେମାନଙ୍କର ଜନ୍ମ…

ଭଦ୍ରକରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ  ଜିଲ୍ଲାସ୍ତରୀୟ ମକଡ୍ରିଲ

  ଭଦ୍ରକ (ସତ୍ୟ ସ୍ୱାମୀ)- ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ମକ୍ଡି୍ରଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ  ସହକାରୀ ଅଗ୍ନିଶ୍ରମ ଅଧିକାରୀ ସଂଗ୍ରାମ କୁମାର…

ସମନ୍ୱୟ ରକ୍ଷା ହୋଇପାରିଲେ ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ସଫଳ ହୋଇପାରିବ- ଉପବାଚସ୍ପତି ସାନନ୍ଦ

ବାରିପଦା(Dillip Mohanty )- ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ କୃଷି, ଉଦ୍ୟାନକୃଷି, ଆଗ୍ରୋ, ଆତ୍ମା, ମୃତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକରି ପାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଯୋଜନା ସମବାୟ ଆପଣଙ୍କ…