ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’
ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ
ଭୁବନେଶ୍ୱର : ଶାସକ ବିଜେଡି ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ…