ବ୍ଲକକୁ ଆସି କଲେ ୫୦ , ଘରେ ଯାଇ କଲେ ୧୫୦ ଟଙ୍କା
ବୌଦ୍ଧ (ସିମୁନ୍ ନାଏକ) ; ଦେଶର ନାଗରିକଙ୍କ ସକାଶେ ମିଳୁଥିବା ସମସ୍ତ ପ୍ରକାର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆଧାର କାର୍ଡର ବ୍ୟବସ୍ଥା କରିଛନ୍ତି । ପ୍ରଥମ ପର୍ୟ୍ୟାୟ ବେଳେ ବିଭିନ୍ନ କାରଣରୁ ଏହି କାର୍ଡ ପାଇବାରୁ ବଂଚିତ ହୋଇଥିବା ହିତାଧିକାରୀଙ୍କୁ ନୂତନ ପଂଜିକରଣ…