“ସଫଳତା ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଠିକ ସମୟରେ ସଠିକ କାର୍ଯ୍ୟ କରିବାକୁ ହେବ,” : ଆରଏସପି ସିଇଓ
Rourkela/Susant Behera : “ସଫଳତା ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଠିକ ସମୟରେ ସଠିକ କାର୍ଯ୍ୟ କରିବାକୁ ହେବ,” ବୋଲି ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଜୁଲାଇ ୧୦ ତାରିଖରେ ଅନୁଷ୍ଠିତ ‘ତାଲମେଲ୍’ର ପଞ୍ଚଦଶ ଅଧିବେଶନରେ ଉଦବୋଧନ ଦେଇ ରାଉରକେଲା ଇସ୍ପାତ କାରଖାନାର ସି.ଇ.ଓ. ଅଶ୍ଵିନୀ…