ଜଣେ ସାଲିସ ବିହୀନ ବ୍ୟକ୍ତିତ୍ୱ ଥିଲେ ପ୍ରବୀଣ ସାମ୍ବାଦିକ ମିହିର ଆଚାର୍ଯ୍ୟ
ବାଲେଶ୍ୱର(ଉଜ୍ଜ୍ୱଳ କର) : ମିହିର ଆଚାର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ପ୍ରବୀଣ ସାମ୍ବାଦିକ ମିହିର ଆଚାର୍ଯ୍ୟଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପରିସରସ୍ଥିତ ସାମ୍ବାଦିକ ପ୍ରକୋଷ୍ଠରେ …