ଭୁବନେଶ୍ୱରରୁ ଚୋରି ବାଇକ୍ କଣ୍ଟାମାଳରୁ ଉଦ୍ଧାର

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ୍ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।  ପ୍ରାପ୍ତ ସୂଚନା ଅନୁସାରେ ଗତ କିଛି ଦିନ ହେବ ଖଣ୍ଡଗିରି ଥାନା ପୁଲିସ ବାଇକ ଚୋରିର ତଦନ୍ତ କରି ସୋନପୁର ଜିଲା…

ଗୁମୁଡୁମାହା ଗୁଳିକାଣ୍ଡକୁ ୨ବର୍ଷ ପୁର୍ତ୍ତି , ପ୍ରତିଶ୍ରୁତି ପାଇଛୁ ବିକାଶ ନୁହେଁ- ଗୁମୁଡୁମାହା ବାସୀ

ଅଞ୍ଚଳକୁ ନାହିଁ ପିଚୁ ରାସ୍ତା, ମୋବାଇଲ ଟାୱାର , ଉଜ୍ଜଳା ଯୋଜନା ଓ ବିଭିନ୍ନ ମୌଳିକ ବ୍ୟବସ୍ଥା କି ପ୍ରତିଶ୍ରୁତି...କି କୁମ୍ଭୀର କାନ୍ଦଣା ....କି ପ୍ରକାର ସମବେଦନା ....ଅମୂତାଞ୍ଜନ ଆଖିରେ ମାରି ନେତାଙ୍କ କି ଶୋକ | ଲାଗୁଥିଲା ଯୋଉ ଭଳି  ଭାବେ ନେତାଙ୍କ ସୁଅ ଛୁଟିଲାଣି ଆଉ ଯେଉଁଭଳି…

କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟଙ୍କ ତାତ୍ସଲ୍ୟ :  ନିରୀକ୍ଷଣକାରୀ ରାଷ୍ଟ୍ର ଗଠନ କରିବାକୁ ସରକାରଙ୍କ ଉଦ୍ୟମ

  "Does government want to tap WhatsApp messages, create a surveillance state" ହ୍ୱାଟସଆପ୍ ମେସେଜକୁ କେନ୍ଦ୍ର  ସରକାର ତଦାରଖ କରିବାକୁ ଉଦ୍ୟମ କରୁଛନ୍ତି, ହେଲେ କାହିଁକି କରିବ କୁହ :  ସୁପ୍ରିମକୋର୍ଟ ନୂଆଦିଲ୍ଲୀ:ଅନଲାଇନ  ଡାଟା ତଦାରଖ କରିବା ପାଇଁ ସୂଚନା ଓ ପ୍ରସାରଣ…

ଓଡ଼ିଶାର ଏମଏସପି ଲଢେଇ ପହଂଚିବ ରାଇସିନା ହିଲରେ 

ପ୍ରଧାନମନ୍ତ୍ରୀ ହତାଦର କଲେ, ରାଷ୍ଟ୍ରପତିଙ୍କ ପାଖରେ ଗୁହାରି କରିବାକୁ ନିଷ୍ପତ୍ତି ନେଲା ଗୃହ କମିଟି ! ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବ ବିଧାନସଭା ଗୃହ କମିଟି  । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଉତ୍ତର  ନଦେବା ପରେ ଏଭଳି…

“ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ : ବିଚିତ୍ର ଜନତା ଦଳର ବିକୃତ ଶାସନ : ବିଜେପି

ଭୁବନେଶ୍ୱର : ସଂଘୀୟ ଗଣତନ୍ତ୍ର  କଥା କହୁଥିବା ମୁଖ୍ୟମନ୍ତ୍ରୀ ପଂଚାୟତଗୁଡିକରେ  ସମ୍ବିଧାନର ନିୟମକୁ ନିଜେ ପାଳନ କରୁନାହାଁନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତ୍ୟକ ପଂଚାୟତର ସ୍ୱାଧୀନତା ରହିଛି । ଗ୍ରାମ ପଂଚାୟତର ଜନପ୍ରତିନିଧୀମାନେ  ସ୍ୱତନ୍ତ୍ରଭାବେ କାର୍ଯ୍ୟ କରିବା ଆବଶ୍ୟକ…

ରାଉରକେଲା ଇସ୍ପାତ କାରଖାନାରେ ନୂତନ ରେଡ କାର୍ଡ ସାମଗ୍ରୀ ବ୍ୟବସ୍ଥା ଉଦ୍‍ଘାଟିତ

ରାଉରକେଲା/ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ସିଏଣ୍ଡଆଇଟି ବିଭାଗର ଅନନ୍ୟ ପ୍ରୟାସର ସ୍ୱୀକୃତି ସ୍ୱରୂପ,ଆର୍‍ଏସ୍‍ପି ଗେଟ୍‍ରେ ସାମଗ୍ରୀ ଗୁଡିକର ସିଆଇଏସ୍‍ଏଫ୍‍ ଟ୍ରାକିଂ ନିମନ୍ତେ ଏକ ନୂତନ ରେଡ କାର୍ଡ ବ୍ୟବସ୍ଥା ବିକଶିତ ହୋଇଛି ।କାରଖାନା ଭିତରକୁ ଏବଂ ବାହାରକୁ ସାମଗ୍ରୀ…

ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଆଖିଦୃଶିଆ ସଂଚୟ ହାସଲ

Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁଁ ମାତ୍ର ୨୮ ଦିନର ସ୍ୱଳ୍ପ ସମୟ ମଧ୍ୟରେ ସଂପୂର୍ଣ୍ଣ ରୂପେ ଖରାପ ହୋଇ ପଡିଥିବା ୧୪୨୫ ନମ୍ୱର ଲୋକୋକୁ ସଫଳତାର ସହ ପୁନଃଉଦ୍ଧାର କରି…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

  ଭଦ୍ରକ( ସତ୍ୟଭୁଷଣ ସ୍ୱାମୀ)  :ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ  ପବିତ୍ର ୯୦ତମ ଶ୍ରାଦ୍ଧ ଦିବସରେ ସ୍ୱର୍ଗତ ଆତ୍ମାକୁ ଭଦ୍ରକର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭଦ୍ରକର ଅଗ୍ରଣୀ ସଂଗଠନ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ଭଦ୍ରକ ପୁସ୍ତକ ମେଳା କମିଟି,…

ନିର୍ଯାତନା ମାମଲାରେ କୋର୍ଟ ଅ|ସୁଥିବା ମହିଳାଙ୍କୁ ସୁରକ୍ଷା ଦାବି

ବାଲେଶ୍ୱର(ଉଜ୍ଜ୍ୱଳ କର ) : ସାମ୍ପ୍ରତିକ ସମାଜରେ ବୃଦ୍ଧି ପାଉଥିବା ପାରିବାରିକ ହିଂସା ଯୋଗୁଁ ମହିଳାମାନେ ଅଦାଲତରେ ଆଶ୍ରୟ ନେଉଥିଲେ ବି କୋର୍ଟକୁ ଆସିବା ବେଳେ ମଧ୍ୟ ସେମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ମାମଲା ବିଚାରାଧୀନ ଥିବା ବେଳେ ପ୍ରତି ତାରିଖରେ କୋର୍ଟକୁ ଆସୁଥିବା ମହିଳାଙ୍କୁ…

ବାଲେଶ୍ୱରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ୱର(ଉଜ୍ଜ୍ୱଳ କର): ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା  ପୂଣ୍ୟାତ୍ମା  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ବାଲେଶ୍ୱରରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଥିବା ଉତ୍କଳମଣିଙ୍କ…