ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ କପ : ସାମିଲ ହୋଇଛନ୍ତି ୨୪ଗୋଟି ଦଳ
ଝାରବନ୍ଧ-ଝାରବନ୍ଧ ବ୍ଳକ ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ କପ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଯୁବନେତା ତଥା ଲୋକ ପ୍ରିୟ ସମାଜସେବୀ ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଏବଂ ପୂର୍ବତନ ବିଜେପି ବ୍ଳକ ସଭାପତି ସନ୍ତୋଷ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୁଭଉଦଘାଟନ…