ଝାରବନ୍ଧର ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ଗୌଡମାଲ ଦଳ ଚମ୍ପିୟାନ
ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧର ମଝିପଡା ଠାରେ ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ୧୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚ ଗୌଡମେଳ ଓ ଗଡଫୁଲଝେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ…