ଫସଲ ବୀମା ଦାବୀରେ ପଦ୍ମପୁର ବିଧାୟକଙ୍କ ଆମରଣ ଅନଶନ

  ପଦ୍ମପୁର(ନୀଳ ଦୀପ)  ବରଗଡ ଜିଲ୍ଲା ପଦ୍ମପୁର ବିଧାୟକ ଅଂଚଳର ଚା ଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଲବାର ଦିନଠାରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି  । ବିଧାୟକଙ୍କ ସମେତ ୧୪ ଜଣ ବିଜେପି ନେତା ଏହି ଅନଶନରେ ସାମିଲ ହେବା ସହିତ ଚାରି…

ପ୍ରଶାସନ ଘର ଭାଙ୍ଗି ଦେବାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୨ ଦିନ ହେବ ବସିଛନ୍ତି  ଅସହାୟ ପରିବାର 

  ତିର୍ତ୍ତୋଲ/Ramesh Mohanty -ଜଗତସିଂହପୁର ଜିଲ୍ଲାରେ ଜବରଦଖଲ କିଛି ନୂଆ କଥା ନୁହେଁ ।ଅନେକ ଜବରଦଖଲ ମାମଲା ପ୍ରଶାସନର ଗ୍ୟାନ୍ତରେ ଥିଲେ ସୁଦ୍ଧା କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନଥିବା ସ୍ଥଳେ ପାରାଦ୍ବୀପ ଗଡ ଉଦୟ ବିହାର ଅଞ୍ଚଳରେ ଦିର୍ଘ ବର୍ଷ ଧରି ବସବାସ କରୁଥିବା ଏକ ଭୂମିହୀନ ଦଳିତ…

Indian Women’s Hockey Team progress to Quarter-Finals of the Vitality Hockey Women’s…

" ହକି ମହିଳା ବିଶ୍ୱକପ ରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତ କ୍ୱାଟରରେ ପ୍ରବେଶ କରିଛି। ଭାରତ କ୍ରସ ଓଭର ମ୍ୟାଚ ରେ ଇଟାଲୀ କୁ ୩-୦ ଗୋଲ ରେ ପରାସ୍ତ କରିଛି। ସଂଘବଧ ଆକ୍ରମଣ  ବନ୍ଦନା କତାରିଆ ୨ ଟି ଗୋଲ ଭାରତ କୁ ଏକ ତରଫା ଵିଜୟ ର ସ୍ୱାଦ ଚଖାଇଲା । ଭାରତର ମହିଳା ଖେଳାଳି ମାନେ ପଡିଆରେ…

ଇନ୍ଦିରା ପଡିଆ ନିକଟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

  kandhamal/ Gagan Kumar Pradhan : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଇନ୍ଦିରା ପଡିଆ ନିକଟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି |  ପଡିଆ ନିକଟସ୍ଥ ଏକ ତେନ୍ତୁଳି ଗଛରେ ନିଜ ଓଢଣିରେ ବେକକୁ ବାନ୍ଧି ଝୁଲୁଥିବା ଦେଖିବାକୁ ମିଲିଥିଲା | ଲୋକେ ଖବର ଦେବା ପରେ…

କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଯାଜପୁର (ବ୍ୟୁରୋ ଚିଫ୍, ଜୟଶଙ୍କର ଦାଶ): ଜୁଡିସିଆଲ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପବନୀ ଚରଣ ସାମଲ ମଙ୍ଗଳବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଆୟୋଜିତ ଅବସରକାଳୀନ ସମ୍ୱର୍ଦ୍ଧନାରେ ସଂସ୍ଥା ବିଭାଗର ଡେପୁଟୀ କଲେକ୍ଟର ମଞ୍ଜୁଲତା…

କଳାମଣ୍ଡଳ ପଡିଆ : ଶୋଭା ବଢ଼ାଉଛି ଡଜନ ଡଜନ ମଦବୋତଲ ଆଉ କୁଢ଼କୁଢ଼ ଅଳିଆ 

  ବାୟୁ ଗଲେ ପେଟ ଉଶ୍ୱାସ  ବିକାଶରେ କଣ୍ଟା:  ଅପାରଗ ପ୍ରଶାସନ, ଇଚ୍ଛାହୀନ ରାଜନେତା  ନୂଆ ଜିଲ୍ଲାପାଳ ଦେଲେ ପ୍ରତିଶ୍ରୁତି, ବଦଳିବ କଳାମଣ୍ଡଳ ଚେହେରା ବଲାଙ୍ଗୀର/ନିରୋଜ ମିଶ୍ର : କଳା ସଂସ୍କୃତି ପାଇଁ ସରକାର ଦରଦ ଦେଖାଉଛନ୍ତି | ନେତାଏ ପ୍ରବଳ ଭାଷଣ ମାରୁଛନ୍ତି | ପ୍ରଶାସନ…

୧୦୨-୧୦୮ ଚୁଲୀକୁ ଯାଉ  , ଟ୍ରଲିରେ ବୁହାହେଲେ, ରାସ୍ତାରେ ପ୍ରସବ କଲେ 

  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସେରପୁରୁ ଗ୍ରାମର  ଜନନୀ ସୁରକ୍ଷା ଯୋଜନା ଫେଲ୍‌ | ଚୁଳିକି ଯାଇଛି  102 ଓ 108 ସେବା | ଖବର ଦେଇ ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହେଲେ ଗର୍ଭବତୀ | ବାଟରେ ହେଲା ପ୍ରସବ |  ଗର୍ଭବତୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଗଲା,| ମାଆ…

ବଲାଙ୍ଗିର ଜିଲ୍ଲାରେ ଜୋର୍‌ ଧରିଲାଣି  ମଦ ବିରୋଧୀ ଆନ୍ଦୋଳନ 

   ବଲାଙ୍ଗୀର/ ନିରୋଜ ମିଶ୍ର : ସମାଜରୁ ମଦର ଭୟାବହତା ଦୂର କରିବା ସହ ସମାଜକୁ ଶୃଙ୍ଖଳିତ କରିବା ସକାଶେ ଲୋକଙ୍କ ଭିତରେ  ସଚେତନତା ସୃଷ୍ଟି ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ଜୋର୍‌ ଧରିବାରେ ଲାଗିଛି। ମହିଳାମାନେ ଏକଜୁଟ ହୋଇ ମଦଭାଟି ଭାଙ୍ଗୁଛନ୍ତି। ବିଦେଶୀ ମଦ…

ଆଠ ହଜାର ଟଙ୍କା ଲାଞ୍ଚ ନେଇ ଦର୍ପଣ ଆରଆଇ ଭିଜିଲାନ୍ସ ଖାପଚରେ 

ଜୟଶଙ୍କର  ଦାଶ(ଯାଜପୁର) ଦର୍ପଣ ତହସିଲ ଏବେ ଦୁର୍ନୀତିର ଗନ୍ତାଘର ହୋଇଛି ଏବଂ ଏହି କାର୍ଯ୍ୟାଳୟଟି ସତେ ଯେମିତି ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ଠିକଣା ପାଲଟିଛି ! ନ ହୋଇଥିଲେ ବର୍ଷକ ମଧ୍ୟରେ ଏହି ତହସିଲର ତିନି ତିନି ଜଣ ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ଇତିମଧ୍ୟରେ ଭିଜିଲାନ୍ସ…