ପଦ୍ମପୁର ପୋଲିସ ସକ୍ରିୟ,ଅସାମାଜିକ ଲୋକ ଛାନିଆ
ପଦ୍ମପୁର(ନୀଳ ଦୀପ)- ଏବେ ସକ୍ରିୟ ହୋଇଯାଇଛି ପଦ୍ମପୁର ପୋଲିସ | ପଦ୍ମପୁର ଉପଖଣ୍ଡରେ ଦିନୁ ଦିନକୁ ବଢି ଚାଲିଥିବା ନିଶା କାରବାର ଉପରେ ଏବେ ପଦ୍ମପୁର ପୋଲିସ ଲଗାମ୍ ଲଗାଇବା ପାଇଁ ନେବା ଆରମ୍ଭ କରିଛି ଠୋସ ପଦକ୍ଷେପ | ଆଇଆଇସି ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ…