ଇଏ କି ଦାୟିତ୍ୱହୀନତା , ସୁକିନ୍ଦା ଖଣି ଅଂଚଳର ବିକାଶ ନା ବିନାଶ !
ବିପଦ ସଂକୁଳ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି, ୧୩୨କେଭି ଟାୱାର ଲାଇନର ଠିକ ତଳେ
କାଳିଆପାଣି/ଡୁବୁରୀ : ସୁକିନ୍ଦା ଖଣି ଅଂଚଳକୁ ସ୍ମାର୍ଟସିଟିରେ ପରିଣତ କରିବାକୁ ଆଜି ସୁକିନ୍ଦାବାସୀ ଆଗେଇ ଆସିଛନ୍ତି । ଯାହା କି ମିଶନ ସ୍ମାର୍ଟ ଖଣି ଅଂଚଳ ସୁକିନ୍ଦା ୨୦୧୯ ଭାବେ…