ଜେକେ କାଗଜ କଳକୁ ଆଇପିଏମଏ ଆୱାର୍ଡ 

ରାୟଗଡା (ସରୋଜ କୁମାର ସାହୁ) – ଜେକେ କାଗଜ କଳକୁ ଆଉ ଏକ ବଡ ସଫଳତା ମିଳିଛି । ୨୦୧୭-୧୮ ବର୍ଷ ପାଇଁ ଜେକେ କାଗଜ କଳକୁ ଏହି ଆଇପିଏମଏ ଆବାର୍ଡ ମିଳିଛି । ଆଇପିଏମଏ ତରଫରୁ ଆୟୋଜିତ ୧୯ତମ ଅଧିବେଶନ ଉତ୍ସବରେ ମାନ୍ୟବର କେନ୍ଦ୍ରୟ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ମୁଖ୍ୟ ଅତିଥି ଭାବେ ଏହି…

ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ, ରାଜ୍ୟବାସୀଙ୍କ  ନିକଟରେ ବିଶ୍ୱସନୀୟତା ହରାଇସାରିଛନ୍ତି: ପ୍ରତାପ ଜେନା

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ସେ ଲଗାତାର ଭାବେ ମିଛ କହି ଆସୁଛନ୍ତି ଅଭ୍ୟାସଗତ ଭାବେ ଜଣେ ମିଛୁଆ ବୋଲି ତାଙ୍କର ଏହି ବକ୍ତବ୍ୟରୁ …

“ଅସାଧୁ, ଅଯୋଗ୍ୟ କଳାପାହାଡ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ମିଛ କହୁଛନ୍ତିି”

ନୂଆ ଭାରତ ଗଢି ତୋଳିବାର ଲମ୍ବାଦୌଡ ପାଇଁ କେନ୍ଦ୍ର ବଜେଟ୍ ଏକ ଭିତିଭୂମି -ଧର୍ମେନ୍ଦ୍ର ଭୁବନେଶ୍ୱର,-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଥମ ଦିନରୁ ସ୍ପଷ୍ଟତା ଥିଲା ଯେ ତାଙ୍କ ସରକାର ଗରିବ ଲୋକଙ୍କ ପାଇଁ ସମର୍ପିତ ରହିବ । ଭାରତ ସରକାର ଆଣିଥିବା ଯୋଜନା ଗୁଡିକ ଲମ୍ବା ସମୟର ରଣନୀତିର…

ଇନ୍କାଲ୍ ୨୦୧୯ ସଫଳତାର ସହ ସମାପିତ

ଭୁବନେଶ୍ୱର: ତ୍ରିଦିବସୀୟ ଇଣ୍ଟର୍ନ୍ୟାସନାଲ୍ କନ୍ଫରେନ୍ସ ଅନ୍ ଆଲୁମିନିୟମ୍ (ଇନ୍କାଲ୍ ୨୦୧୯) ଆଜି ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ପେଟ୍ରୋଲିୟମ୍ ଓ…

ବିଜୁଯୁବବାହିନୀ ପକ୍ଷରୁ  ବରତୁଣ୍ଡା ଗ୍ରାମପଞ୍ଚାୟତ ରେ ମୁଁ ହିରୋ କାର୍ଯ୍ୟକ୍ରମ 

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତରେ ବିଜୁଯୁବବାହିନୀର ମୁଁ ହିରୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜୁଯୁବବାହିନି ତରୁଫରୁ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ…

 ଏଣିକି ରକ୍ତ ନେବା ପାଇଁ ରୋଗୀକୁ ମୂଲ୍ୟ ଦେବାକୁ ପଡିବନାହିଁ । 

ସମ୍ବଲପୁର :- ରକ୍ତ ଅଭାବରୁ ଆଜିବି ଅକାରଣରେ ଅନେକ ଜୀବନ ନଷ୍ଟ ହେଇଯାଉଛି । କାରଣ ଗରିବ ଶ୍ରେଣୀର ରୋଗୀ ମାନେ ଟଙ୍କା ଦେଇ ରକ୍ତ କିଣିବାରେ ଅସମର୍ଥ । ବୁର୍ଲା ଡାକ୍ତରଖାନା ଉପରେ ପୁରା ପଶ୍ଚିମ ଓଡିଶା ଓ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ବହୁ ଅଂଚଳ ନିର୍ଭରଶୀଳ  । ସାଧାରଣତଃ ଗରିବ ଶ୍ରେଣୀ ଓ…

ସ୍ନେହ ,ଶ୍ରଦ୍ଧା, ନାଚ,ଗୀତ, ଖେଳ, ଖେଳନା,ହସଖୁସି  ମାଧ୍ୟମରେ  ପିଲାଙ୍କୁ ଶିକ୍ଷା ଦିଆଯିବ ଉଚିତ 

କୀଡଜୀ ପ୍ଲେ ସ୍କୁଲର ୬ଷ୍ଠ ବାର୍ଷିକ ଉତ୍ସବ ଦୁଇଦିନିଆ ଉଦ୍‍ଯାପିତ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ତଳ ଛକ ଠାରେ ଥିବା ଛୋଟ ପିଲାମାନଙ୍କ କିଡ୍‍ଜୀ ପ୍ଲେ  ସ୍କଲର ୬ଷ୍ଠ ବାର୍ଷିକ ଉତ୍ସବ ଗତ ଦୁଇଦିନ ଧରି ମହାସମାରୋହରେ ଉତ୍କଳ ହିତୈଷିଣୀ…

ବିନୋଦିନି ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ଗ୍ରାମ ଠାରେ ଥିବା ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ  ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ହାଇଟେକ ମେଡିକଲ…

ଦୀର୍ଘ ୧୧ ବର୍ଷ ଧରି ଅତ୍ୟନ୍ତ ଅବ୍ୟବସ୍ଥା ଘେରରେ ଚାଲିଛି ସମବାୟ ସମିତିର-ସହକାରୀ ନିବନ୍ଧକ କାର୍ଯ୍ୟାଳୟ

 ୩୩ ରୁ ୨୬ ପଦବୀ ଖାଲି, ଆଉ କାମ ହବ ଛେନାଗୁଡ଼  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଥିବା ସମବାୟ ସମିତିର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଦୀର୍ଘ ୧୧ ବର୍ଷରୁ ଅଧିକ ବର୍ଷ ସମୟ ଧରି ଅତ୍ୟନ୍ତ ଅବ୍ୟବସ୍ଥା  ମଧ୍ୟ ଦେଇ ଚାଲିଥିଲେ ମଧ୍ୟ ରାଜ୍ୟ ପ୍ରଶାସନ କି…

ବଡ଼ବିଲରେ ଆରମ୍ଭ ହେଲା ପୁରୁଷ ଡ଼ବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ 

ବଡ଼ବିଲ (ଚିତ୍ତରଞ୍ଜନ କର ) ବଡ଼ବିଲର ଅଗ୍ରଣୀ ସ୍ପୋର୍ଟସ କ୍ଲବ ବଏଜ କ୍ଲବ ଆନୁକୂଲ୍ୟରେ ଆରମ୍ବ ହୋଇଛି ଦୁଇ ଦିବସୀୟ  ପୁରୁଷ ଡବଲସ ଵ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଂଟ । ଏହି ଟୁର୍ଣ୍ଣାମେଂଟରେ କେନ୍ଦୁଝର, ବଲାଣି, କିରିବୁରୁ, ନୂଆମୁଣ୍ଡି ଆଦି ଅଞ୍ଚଳରୁ ୪୮ଟି ଟିମ ଭାଗ ନେଇଥିବା ବଏଜ କ୍ଲବର…