ଇନ୍କାଲ୍ ୨୦୧୯ ସଫଳତାର ସହ ସମାପିତ

0

ଭୁବନେଶ୍ୱର: ତ୍ରିଦିବସୀୟ ଇଣ୍ଟର୍ନ୍ୟାସନାଲ୍ କନ୍ଫରେନ୍ସ ଅନ୍ ଆଲୁମିନିୟମ୍ (ଇନ୍କାଲ୍ ୨୦୧୯) ଆଜି ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ପେଟ୍ରୋଲିୟମ୍ ଓ ନ୍ୟାଚୁରାଲ୍ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଶ୍ରୀ ସୁବ୍ରୋତୋ ବାଗଚୀ ପ୍ରମୁଖ ଦେଶବିଦେଶର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ଏତଦ୍ବ୍ୟତୀତ, ଆଲ୍କାନ୍ର ନିଦେ୍ର୍ଧଶକ-ଟେକ୍ନୋଲୋଜୀ ଡଃ ଆଲାଇସ୍ ବର୍ଣ୍ଣାଡ୍ ଏବଂ ରିଡ୍ ଏକ୍ଜିବିସନ୍ର ଇଭେଣ୍ଟ୍ ଡାଇରେକ୍ଟର୍ ଶ୍ରୀ ଓଲାଫ୍ ଫ୍ରାଏର୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ |

Leave A Reply

Your email address will not be published.