ଲଘୁଚାପ ଜନୀତ ଲଗାଣ ବର୍ଷା, ବଂଶଧାରା ନଦୀ ଫୁଲିଛି
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗଜପତି ଜିଲ୍ଲାରେ ଗତ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ଜିଲ୍ଲାର କାଶୀନଗର ପାର୍ଶ୍ୱରେ ପ୍ରବାହତି ହେଉଥିବା ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି । କାଶୀନଗର ବଂଶଧାରା ନଦୀର ଉପର…