ସୂର୍ଯ୍ୟଙ୍କୁ ଅଣ୍ଡା ମାଡ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଗସ୍ତରେ ଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅଣ୍ଡା ମାଡ ହୋଇଛି | ଲୋଇସିଂହା ନିର୍ଵାଚନମଣ୍ଡଳୀର ଟଳିଗୁଡା ଠାରେ ହୋଇଥିବା ଏହି ଅଣ୍ଡାମାଡରେ ଅଣ୍ଡା ମନ୍ତ୍ରୀଙ୍କ ଦେହରେ ବାଜିନି | ସବୁ ଥର ପରି ଅଣ୍ଡା ଗାଡ଼ିରେ ମାଡ ହୋଇଛି |…