ବଡ଼ବିଲରେ ଚାଞ୍ଚଲ୍ୟ : ଆଲହାବାଦ ବ୍ୟାଙ୍କରେ ଡକାୟତି ଉଦ୍ୟମ ପଣ୍ଡ

ବଡ଼ବିଲ(ଚିତ୍ତରଞ୍ଜନ କର) ବଡ଼ବିଲରେ ଜନଗହଳି ପୂର୍ଣ୍ଣ ମେନ ରୋଡ଼ରେ ଥିବା ଆଲହାବାଦ ବ୍ୟାଙ୍କରେ ଆଜି ଏକ ଡକାୟତି ଉଦ୍ୟମ ବିଫଳ ହୋଇଛି। ବ୍ୟାଙ୍କର ସୁରକ୍ଷା କର୍ମଚାରୀଙ୍କ ଅଦମ୍ୟ ସାହସ ଯୋଗୁଁ ଡକାୟତଙ୍କର ଉଦ୍ୟମ ପଣ୍ଡ ହୋଇଥିବାର ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟାରେ ବ୍ୟାଙ୍କ…

ଝାରସୁଗୁଡାରେ ବଢୁଛି ନିର୍ବାଚନୀ ଉଷ୍ମତା, ଟିକଟ ପାଇଁ ଆଶାୟୀ ଏକାଧିକ ନେତା 

ଝରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ତାଙ୍କ ପାଖରେ ରହିବା ପାଇଁ ବିଭିନ ପ୍ରୟାସ ବି କରୁଛନ୍ତି। ସବୁ ଦଳର ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାରେ ଲାଗି ପଡ଼ିଛନ୍ତି । କିଏ କେଉଁଠି…

ଓଡିଶା ଇଲେକସନ ୱାଚ ପକ୍ଷରୁ ରାଜ୍ୟ ସ୍ତରୀୟ ଭୋଟର ସଚେତନତା ଅଭିଯାନ ଯାତ୍ରା 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଓଡିଶା ଇଲେକ୍‍ସନ ଵାଚ ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହଯୋଗିତାରେ ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ପ୍ରତିଷ୍ଠାନର ସଂଯୋଜନାରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆ ଠାରେ ରାଜ୍ୟ ସ୍ତରୀୟ ଭୋଟର ସଚେତନତା ଅଭିଯାନ ଯାତ୍ରା…

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୧୯ର ଶୁଭାରମ୍ଭ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଗଜପତିଷ୍ଟାଡିୟମ ଠାରେ ଓଡିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୧୯ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ତିତିଲି କ୍ଷତଗ୍ରସ୍ତଙ୍କ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ଗଣ ଧାରଣା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ତିତିଲି କ୍ଷତିଗ୍ରସ୍ତ ମାନଙ୍କ ବିଭିନ୍ନ ଦାବୀ ଗୁଡିକୁ ନେଇ ପାରଳାଖେମୁଣ୍ଡି ଠାରେ ଅଖିଳ କୃଷକସଭା, ଭାରତୀୟ  କ୍ଷେତମଜଦୁର ୟୁନିଅନ ଏବଂ ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସିଥିଲେ…

୧୭ରେ ଉତ୍ତର ଓଡିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ଗୁରୁମନ୍ତ୍ର ଦେବେ ରାଜନାଥ

 ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଭଦ୍ରକର ରାଣୀତାଲ ଠାରେ ଆସନ୍ତା ୧୭ ତାରିଖ ଉତ୍ତର ଓଡି ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ…

କଲିକେଶଙ୍କ ଉଦ୍ୟମ ସଫଳ ହେଲା :  ଅଙ୍ଗ ନଦୀ ଉପରେ ସେତୁ ପାଇଁ ନାବାର୍ଡ ଦ୍ୱାରା ଅର୍ଥ ମଞ୍ଜୁର

୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ ସାରିବାକୁ ସମୟ ଧାର୍ଯ୍ୟ, ଖର୍ଚ ହେବ  ୩୦୫୧ଲକ୍ଷ ଟଙ୍କା  ବଲାଙ୍ଗୀର/ ନିରୋଜ ମିଶ୍ର : ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚେଷ୍ଟାରେ ଆଗଲପୁର ବ୍ଲକ ଅଞ୍ଚଳରେ ଅଙ୍ଗନଦୀ ଉପରେ କୁଟାସିଙ୍ଘା-କପାଶିରା ସେତୁ ପାଇଁ ନାବାର୍ଟ ଆର୍ଥୀକ ଅନୁଦାନ ମଞ୍ଜୁରୀ ରାଶି…

ରୋମାଞ୍ଚକର ସ୍ଥିତିରେ କିରଣ-ସ୍ୱାମୀ କଳି

ପୁଡୁଚେରୀ : ପିଲା କାଲିଠୁ ବଳାଇଗଲାଣି ଏ ରାଜନେତାଙ୍କ କଳି | ଦିଲୀ ପରେ ଏବେ ପୁଡ଼ୁଚେରି , ମୁହାଁମୁହିଁ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ |  ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଣ୍ଟ ଗଭର୍ଣ୍ଣର । ଲେଫଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତ୍ତିକୁ ବିରୋଧ…

ପ୍ରେମ ଦିବସ ପାଲଟିଲା ସଂହାର ଦିବସ : ରକ୍ତରେ ଭିଜିଲା ବୋରିପୁରା

 ବିସ୍ପୋରଣ ଏତେ ଶକ୍ତିଶାଳୀ  ଥିଲା ଯେ, ପ୍ରାୟ ବହୁଦୂର ପର୍ଯ୍ୟନ୍ତ ଶୁଭି ଥିଲା । ବିସ୍ପୋରଣ ପରେ କଳାଧୂଆଁ ସମଗ୍ର ଆକାଶକୁ ଆଚ୍ଛାଦିତ କରି ଥିଲା । ଏହାପରେ ରାସ୍ତାରେ ଲୋକଙ୍କ କାନ୍ଦବୋବାଳି ଶୁଭିଥିଲା । ଏହି ଦଳରେ ସାମିଲ ଥିବା ଅନ୍ୟ ଗାଡ଼ିଗୁଡ଼ିକ ଅଟକିଯାଇ ସେଥିରେ ଥିବା ଯବାନମାନେ ଘଟଣା…

 ଓଡିଶାକୁ କ୍ରୀଡା ସର୍ବୋତ୍ତମ  ପୁରସ୍କାର : ଗ୍ରହଣ କଲେ ନବୀନ ,କହିଲେ “ଶ୍ରେୟ ରାଜ୍ୟବାସୀଙ୍କର”

"ଉଭୟ ଖେଳ ଓ ରାଜନୀତିରେ ସଫଳ ହେବା ପାଇଁ ଝୁଙ୍କ ଦରକାର  । ଖେଳରେ ଖେଳ ଜିତିବା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟ ମୁକୁଟ ଦେବ  । କିନ୍ତୁ ଖେଳ ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ଆଇକନ କରି ପ୍ରତିଷ୍ଠିତ  କରାଇବ  । ରାଜନୀତିରେ ମଧ୍ୟ ଏକା କଥା  । କ୍ଷମତା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ…