ସୋହେଲା ବ୍ଲକରେ ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ
ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ବ୍ଲକ ଅଫିସ ସଭାଗୃହରେ ଆଜି ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଅଶୋକ କୁମାର ଗଡତିଆ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିଭାବରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଯୋଗ ଦେଥିଲେ ।…