ଏନ୍ଆଇଟିରେ ସ୍ମାର୍ଟ ମ୍ୟାନୁଫେକ୍ଚରିଙ୍ଗ ଉପରେ ସର୍ଟ୍ ଟର୍ମ କୋର୍ସର ଶୁଭାରମ୍ଭ

ରାଉରକେଲା/ଶୁଶାନ୍ତ ବେହେରା  : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ସ୍ମାର୍ଟ ମ୍ୟାନୁଫେକ୍ଚରିଙ୍ଗ ଏଣ୍ଡ ମ୍ୟାଟେରିଆଲ ସିଲେକ୍ସନ ଟୁଓାର୍ଡସ୍ ଷ୍ଟିଲ ଇଣ୍ଡଷ୍ଟ୍ରୀ ନିଡ୍ସର ସୋମବାର ଶୁଭାରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରି ସଂସ୍ଥାର ନିଦେ୍ର୍ଧଶକ ଡା. ଅନିମେଶ ବିଶ୍ୱାସ…

ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ

ପାଇକମାଲ/ଗୌରାଙ୍ଗ ଚରଣ ଦାଶ  :- ବରଗଡ ଜିଲ୍ଲାର ପାଇକମାଲ ଠାରେ ଆଜି ରାଜ୍ୟ ସରକାରଙ୍କ ନିଜସ୍ୱ  ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ କରାଯାଇଥିଲା । ପଇକମାଲ ହାଇ ସ୍କୁଲ ପଡିଆ ରେ ଆୟୋଜିତ ଏକ ସଭାରେ ଓଡ଼ିଶା ସରକାର ଙ୍କର ଶକ୍ତି ଓ ଶ୍ରମ ମନ୍ତ୍ରୀ ଶ୍ରୀ…

ଇଟା ହଉଛେ ବିଜେଡି  ବିଧାୟକଙ୍କର ଅସଲି ଚେହେରା: ବିଜେଡି ନେତାମାନଙ୍କର ଦାଦାଗିରି ବଢ଼ିବାରେ ଲାଗିଛି

  ଭୋଟ୍ ପାକ୍ ପାକ୍ ଖାଲୀ ଭୋଟର ମାନକେ ବୁଆ, କକା,ଅଜା, ନାତି, ମା, ମାଉସୀ, ଭଉଣୀ | ବାକି ଟାଇମ ନିଜର କୁକୁର କେ ବି ଲୋକ ହେନ୍ତା ବେବହାର ନାଇଁ ଦିଅନ୍ ଯେନ୍ତା ଇ ବିଜେଡି  ବିଧାୟକ  ଆୟୁବ ଖାଁ ଆଜ୍ଞା ଦେଉଛନ୍ ଯେ ଦେଖୁନ |  ବିଜେଡି  ପାର୍ଟି ର ଆଜ୍ଞା ମାନେ ବହୁତ ବଢିଆ ମାଁ ମାଉସୀ କେ…

ପାରାଦୀପେକ୍ସ ୨୦୧୮ ଡାକଟିକେଟ ପଦର୍ଶନୀ ଉଦଯାପିତ

ପାରାଦୀପ (ଉପେନ୍ଦ୍ର ଗୁରୁ ) ପାରାଦୀପେକ୍ସ ୨୦୧୮ ଜଗତସିଂହପୁର ଜିଲ୍ଲାର ପ୍ରଥମ ଜିଲ୍ଲା ସ୍ତରୀୟ ଦୁଇଦିନଆ ଡାକଟିକେଟ ପ୍ରଦର୍ଶନୀ ସ୍ଥାନୀୟ ପାରଦୀପ ମହାବିଦ୍ୟାଳୟ ପରିସରରେ ଶନିବାର ଆରମ୍ଭ ହୋଇ ରବିବାର ଅପରାହ୍ନ ୩ଟାରେ ଉଦଯାପିତ  ହୋଇଯାଇଅଛି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ…

ନୂଆଖାଇ ଭେଟଘାଟ : ନା ନନେଇ ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଅର୍କେଶ 

ବଲାଙ୍ଗୀର/ ନିରୋଜ ମିଶ୍ର :  ଅବସର ଥିଲା ନୂଆଖାଇ ଭେଟଘାଟ | ଉପସ୍ଥିତ ଥିଲେ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ସଂସଦ ପ୍ରଭାସ ସିଂ, ପୂର୍ବତନ ରାଜ୍ୟସଭା ସଂସଦ ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ବିଧାୟକ ଯୋଗେନ୍ଦ୍ର ବେହେରା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା…

ଧନୁତୀର  ଉଠାଇଲେ ଲକ୍ଷ୍ମଣ 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଦୁଇଦିନ ତଳେ ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିବା ବେଳେ ରବିବାର ଦିନ ଧନୁ ଧାରଣ କରି ଝାରଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗ ଦେଇଛନ୍ତି ।…