“ପ୍ରକୃତିର କଷ୍ଟଠାରୁ ମନ୍ତ୍ରୀ ଓ ଅଧିକାରୀଙ୍କ ସମ୍ବେଦନହୀନ ମନ୍ତବ୍ୟ ଅଧିକ କଷ୍ଟ ଓ ଯନ୍ତ୍ରଣାଦାୟକ”

ପ୍ରକୃତିର କୋପକୁ ସାମ୍ନା କରି ପୁଣି ଅ।ଗକୁ ବଢିବା ଆମ ଓଡ଼ିଆଙ୍କ ଡିଏନ୍ଏରେ ରହିଛି : ଧର୍ମେନ୍ଦ୍ର ଭୁବନେଶ୍ୱର - ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଅ।ଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ…

୬୫ହଜାର ରିଲିଫ ଟଙ୍କା ମାରି ନେଲେ ନେତା, ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟିଲେ 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକ ଦୈସିଂ ପଞ୍ଚାୟତର ୪ ନଂ ୱାର୍ଡ କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗାଁ ନେତା ହଡପ କରିନେବା ନେଇ ଆଜି ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ…

ଡଙ୍କାରୀ ମହାଦୁର୍ନୀତି : ଏତେଦିନ ପରେ ନିଦରୁ ଉଠିଲା ପ୍ରଶାସନ, ୧୪୪ ଧାରା ଜାରି

(ଜୟଶଙ୍କର ଦାଶ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡର କଳାପଥର ଚୋରୀ ପ୍ରସଙ୍ଗ ସମଗ୍ର ରାଜ୍ୟ ପାଇଁ ଏକ ମହାଦୁର୍ନିତିରେ ପରିଣତ ହୋଇଛି । ଏଥିପାଇଁ ଦିନକୁ ଦିନ ପାହାଡ ଓ ପରିବେଶ ଧ୍ୱଂସଂଭିମୁଖୀ ହୋଇଥିବା ବେଳେ ଏହି ପାହାଡରୁ ଦିନକୁ ପ୍ରାୟ ୭୦ ଲକ୍ଷ ଟଙ୍କାର କଳାପଥର…

ତିର୍ତ୍ତୋଲ ବ୍ଳକ ସ୍ତରୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠନ

ତିର୍ତ୍ତୋଲ/  Ramesh Mohanty :  :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜନ୍ଗା ସ୍ଥିତ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ଶତାଧିକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ଏକ ବ୍ଲକ ସ୍ତରୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ…

“ଦେଶକୁ ମା ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ”

ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ ଭୁବନେଶ୍ୱର(ମାନସୀ ମିଶ୍ର )- ସଂଗଠନରୁ ଶକ୍ତି ଆସିଥାଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତ୍ୟେକ ହିନ୍ଦୁଙ୍କୁ ସଂଗଠିତ କରିବାକୁ କରିବାକୁ ଚାହୁଁଛି । ୧୯୨୫ରେ ସଂଘ ପ୍ରତିଷ୍ଠା ପୂର୍ବରୁ ଡକ୍ଟର ହେଡ଼ଗେୱାର ଭାରତ ବର୍ଷର ପରାଧୀନ ହେବାର କାରଣ…

 ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ସମ୍ବଲପୁର-ତାଳଚେର ରେଳପଥ ରେଢ଼ାଖୋଲ ଷ୍ଟେସନ ର 5କିଲୋମିଟର ଦୂର ହେମାମୁରା ଗ୍ରାମ ନିକଟରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତ ଯୁବକ ହେଲେ ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚୟତ ର ସାମସିଂହା ଗ୍ରାମର ସୁଜିତ ଦେହୁରୀ ଓରଫ କାଳିଆ…

ବିଗିଡା ବିଦ୍ୟୁତ ସେବାକୁ ବାହାଲ କରିବା ପାଇଁ ଶକ୍ତି ବିଭାଗର ପ୍ରାଣମୂର୍ଛା ଉଦ୍ୟମ

ଭୁବନେଶ୍ୱର: ତିତଲି ସାମୂଦ୍ରିକ ଝଡରେ ରାଜ୍ୟର ଦକ୍ଷିଣା ଳରେ ଥିବା ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡାରେ ବିଦ୍ୟୁତ ସେବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ବଣ୍ଟନ ଲାଇନ୍ ଗୁଡିକ ୪ଟି ପ୍ରମୁଖ ଟ୍ରାନ୍ସମିଶନ ଲାଇନ୍ ଥେରୁବାଲି-ନରେନ୍ଦ୍ରପୁର, ନରେନ୍ଦ୍ରପୁର-ଅଟ୍ରି,…