ଗୁଣପୁରରେ ତିତଲୀ ପ୍ରଭାବିତ ଅଂଚଳରେ କୃଷି ନିର୍ଦ୍ଦେଶକ ମୁଥୁକୁମାର
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଠାରେ ସାମୁଦ୍ରିକ ଝଡ ତିତିଲି ପରେ କ୍ଷୟକ୍ଷତି ଆକଳନ ସହ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ମଙ୍ଗଳବାର ଦୁଇ ଅଧିକାରୀ କେତେକ ସ୍ଥାନ ବୁଲି ଦେଖିଥିଲେ । କୃଷି ବିଭାଗ ନିର୍ଦେଶକ ଶ୍ରୀ ମୁଥୁ କୁମାର କେତେକ ସ୍ଥାନ କୁ ଯାଇ କ୍ଷୟକ୍ଷତି…