ପାଖେଇ ଆସୁଛି ନିର୍ବାଚନ, ବଢିଚାଲିଛି ଅପରାଧ: କାଟିଲେ ହାତ ପାପୁଲି
ବଲାଙ୍ଗିର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ବଢିଚାଲିଛି ଅପରାଧ । ବଲାଙ୍ଗୀର ରାଜିବ ନଗର ପଡା ଶିବ ମନ୍ଦିର ବରଗଛ ନିକଟରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ଜଣେ ଯୁବକଙ୍କ ହାତ ପାପୁଲି କଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ…