ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ବନ୍ଦ ଶାନ୍ତିପୂର୍ଣ୍ଣ 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) : ଭଦ୍ରକରେ ସରକାରୀ ମେଡ଼ିକାଲ କଲେଜ ଦାବିରେ ଦିଆଯାଇଥିବା ଭଦ୍ରକ ବନ୍ଦ ଆଜି ଶାନ୍ତିପୂର୍ଣ୍ଣ ରହିଛି । ଏହି ୧୨ଘଣ୍ଟିଆ ବନ୍ଦକୁ ଜିଲ୍ଲାରେ ସ୍ୱତଃସ୍ପୂର୍ତ୍ତ ସମର୍ଥନ ମିଳିଛି । ଭଦ୍ରକ ସଂଗ୍ରାମୀ ସେନା, ଭାରତୀୟ ଚିକିସôକ ସଂଘ, ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି,…

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ରୁଗୁଡି ପଡା ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା

୮ ତାରିଖରେ ଆହ୍ଲାବାଦରେ କରିବେ ଅସ୍ଥି ବିସର୍ଜନ ବଲାଙ୍ଗିର,(ନିରୋଜ ମିଶ୍ର)-ସୋମବାର ସନ୍ଧ୍ୟାରେ ବଲାଙ୍ଗିର ରୁଗୁଡିପଡା ଦୁର୍ଗା ପୂଜା କମିଟି ପକ୍ଷରୁ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କୁ ଟିଟିଲାଗଡ ରାସ୍ତା ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଶବ ସତ୍କାର କରାଯାଇଛି । ମୃତ ଅସହାୟ ବୃଦ୍ଧାଙ୍କ…

ଦୁର୍ନୀତି ନିବାରଣ ସଚେତନ ସପ୍ତାହ ଅବସରରେ ଶପଥ ପାଠ ।

ପଦ୍ମପୁର-ଦୁର୍ନୀତି ନିବାରଣ ସଚେତନ ସପ୍ତାହ ଅବସରରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଏବଂ ଅଧିକାରୀ…

ତିତଲି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭେଟିଲେ ରାଜ୍ୟ ଅର୍ଥ ମନ୍ତ୍ରୀ

ଯୁଦ୍ଧକାଳୀନ ଭିତ୍ତିରେ ଥଇଥାନ-ପୁନର୍ବାସ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଅର୍ଥ ଓ ବିଭାଗ ମନ୍ତ୍ରୀ ଶଶି ଭୁଷଣ ବେହେରା ଗଜପତି ଜିଲ୍ଲାରେ ତିତଲି ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ବିଭିନ୍ନ ସରକାରୀ ସାହାଯ୍ୟ…

କୋସଲିର ସାମ୍ବିଧାନିକ ସ୍ୱୀକୃତି ପାଇଁ ଜନ୍ତର ମନ୍ତର ଠାରେ ୫ରେ ଧାରଣା

ପଦ୍ମପୁର/ ନୀଳ ଦୀପ : କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ ଆସନ୍ତା ନଭେମ୍ବର ୫ରୁ ଜନ୍ତର ମନ୍ତର, ଦିଲ୍ଲୀ ଠାରେ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ଧାରଣା ଦିଆହେବା ନେଇ ଆବାହକ ସାକେତ ଶ୍ରୀଭୂଷଣ ସାହୁ ଜଣାଇଛନ୍ତି । ପଶ୍ଚିମ ଓଡିଶାର ୨ କୋଟି ଲୋକଂକ ମାତୃଭାଷାର ହକ ପାଇଁ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୄତ ହେହ ଉଦ୍ଧାର ।

ପଦ୍ମପୁର/Nila Deep-ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ଝାଙ୍କରପାଳି ଗ୍ରାମର ଯୁବକ ଜଗା ବରିହାଙ୍କ ଶବ  ଆଜି ଦିନ ୧୨ଟା ସମୟରେ ଗ୍ରାମ ନିକଟସ୍ଥ ନାଳରେ ଭାସମାନ ଅବସ୍ଥାରେ ମିଳିଥିଲା।ଗତ ଶନିବାର ଦିନ ରାତିରେ ସେ ଗ୍ରାମର କିଛି ଯୁବକଙ୍କ ସହିତ ସେହି ନାଳକୁ ମାଛଧରିବାକୁ ଯାଇ ଆଉ ଫେରି…

ଓକିଲମାନଙ୍କ ଆନ୍ଦୋଳନ ତେଜିଲା ; ଜେଲରେ କ୍ୟାମ୍ପ କୋର୍ଟ ଉଦ୍ୟମ ବିଫଳ ହେଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ଓକିଲମାନଙ୍କ ଆନେ୍ଦାଳନ ଯୋଗୁ ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଫଳରେ କାରାଗାରର କ୍ଷମତାଠାରୁ ବହୁ ଅଧିକ କଏଦି ରହିଛନ୍ତି । ଅଦାଲତରେ ବିଚାରାଧୀନ କଏଦୀମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି…

୩ ମୁଣ୍ଡ ଗଡ଼ିବା ପରେ ହାତୀ ଆତଙ୍କରେ ଲୋକ ଆତଙ୍କିତ : ହେଲେ ସତଠୁ ବଳାଇ ଯାଉଛି ଗୁଜବ

ଗୁଜବରେ ଧ୍ୟାନ ନଦେବାକୁ ପ୍ରଶାସନ ଓ ସ୍ବେଛାସେବୀମାନଙ୍କ ନିବେଦନ ବରଗଡ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ର ପାଇକମାଲ ଓ ଝାରବନ୍ଧ ଅଞ୍ଚଳ ରେ ଗତ କିଛି ଦିନ ହେଲା ହାତୀ ମାନଙ୍କର ଦ୍ୱାରା ବ୍ୟାପକ ଧନ ଜୀବନ କ୍ଷତି ହେଇ ସାରିଲାଣି । ଗତ 1 ସପ୍ତାହ ମଧ୍ୟରେ ପଇକମାଲ ଓ ଝାରବନ୍ଧ ବ୍ଲକ ର 3…

ଏଇ ଆମରି ଗାଁ, ସମସ୍ୟା  ତାର ନାଁ  

ଚଣ୍ଡିଖୋଲ ରୁ ପ୍ରଫୁଲ ସାହୁ :  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଲେମ୍ବୋ ପଞ୍ଚାୟତର ପଳାସଖଳିଗାଁ ରେ ଅନେକ ସମସ୍ୟା | ପାଣି ସମସ୍ୟା ,ରାସ୍ତା ସମସ୍ୟା, ଘର ସମସ୍ୟା,ବିଦ୍ୟୁତ ସମସ୍ୟା | ସମସ୍ୟା ଏତେ ଯେ ପଳାସଖଳିଗାଁର ଅନ୍ୟ ନାଁ ସମସ୍ୟା ବୋଲି କହିଲେ ଭୁଲ ହେବନି | ଗ୍ରାମରେ 400 ପାଖା…

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ଜନସମ୍ପର୍କ ଯାତ୍ରା ।

କାଳିଆପାଣି ରୁ ଦୟାନିଧି ମହାନ୍ତ : ସୁକିନ୍ଦା ବିଧାୟକ ଖଣି ଅଂଚଳର ୨ ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଅଭିଯାନରେ ଭାଗ ନେଇ ଅନେକ ଜନ କଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ମଧ୍ୟରେ ଅତି ଜରୁରୀ ଭାବେ କଲରଙ୍ଗୀ ଢ଼ାବା ଛକ ଠାରୁ କୁସୁମୁଡ଼ିଆ ଯାଏ ରାସ୍ତାର ପ୍ରଶସ୍ତିକରଣ  ଏବଂ…