ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ନରସିଂହ
ବଲାଙ୍ଗିରକୁ ବିକଶିତ କରିବାରେ ସମସ୍ତଙ୍କର ସହଯୋଗ ଲୋଡା - ନରସିଂହ
ବଲାଙ୍ଗିର (ନିରୋଜ ମିଶ୍ର) ବହୁ ପ୍ରତିକ୍ଷିତ ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଣି ଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ବିଜୁ ଜନତାଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରଥମରୁ ଶେଷ…