କୋଇଲା ଗାଡ଼ି ଜବତ,ଜଣେ ଗିରଫ

ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ ଚୋରା ଚାଲାଣ ବେଳେ ଏକ 407 ମିନି ଟ୍ରକ (ଓଆର 15 ଡ଼ି 9216)କୁ ଚାରମାଳ ପୁଲିସ ରବିବାର ସଂନ୍ଧ୍ୟାରେ ଜବତ କରିଛି lଏଥି ସହ 3ଟନ କୋଇଲା ଜବତ କରିଛି l ରାଶିବେଡ଼ା ଗାଁର ବିଜୟସେନ ସ୍ୱାଇଁ (41) କୁ ଗିରଫ କରାଯାଇଥିବା ବେଳ ଆଜି ତାକୁ କୋର୍ଟ ଚାଲାଣ…

ଓଡିଶୀ ସଙ୍ଗୀତ ସମାରୋହ : ଗୁରୁ ନିମାକାନ୍ତ ସମ୍ବର୍ଦ୍ଧିତ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗୌରହରି ପାଠାଗାର ଠାରେ ଭକ୍ତିସଙ୍ଗୀତ ସଂସଦ ଦ୍ୱାର ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକଉତ୍ସବ ତଥା ଓଡିଶୀ ଭାଷା ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ନିମାକାନ୍ତ ରାଉତରାୟ…

ଐତିହାସିକ ବରୁଣେଇର ପାହଡ ତଳୁ ପୁଣି ହକ୍ ଲଢେଇ ଆରମ୍ଭ କରିବେ ଓଡିଆ : ଧର୍ମେନ୍ଦ୍ର

"ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଏବେ ଓଡିଶା: ଏଇତ ଗସ୍ତ ଆରମ୍ଭ, ଆଗକୁ ଅନେକ ବାକି" Bhubaneswar (SHASAK PRASHASAK): ଐତିହାସିକ ବରୁଣେଇର ପାହଡ ତଳୁ ପୁଣି ହକ୍ ଲଢେଇ ଆରମ୍ଭ କରିବେ ଓଡିଆ | ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହଡ ତଳେ ୨୦୦ ବର୍ଷ ତଳେ ଓଡିଆ ଜାତି ତାହାର ହକ୍ ପାଇଁ ଲଢେଇ…

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଆଜି, ବିଜେପି ଶିବିର ଚଳ ଚଂଚଳ 

୧୪,୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ ପ୍ରଧାନମନ୍ତ୍ରୀ   ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ ହେବ ଭୁବନେଶ୍ୱର, -  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିନ ଦିନିକିଆ…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କେସିଆର

ଭୁବନେଶ୍ୱର - ଦେଶରେ କଂଗ୍ରେସ ବିଜେପିର ତୃତୀୟ ବିକଳ୍ପ ନେଇ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଛି । ତା ଉପରେ କୌଣସି ନିର୍ଦ୍ଧିଷ୍ଟ ରୂପରେଖ ହୋଇନାହିଁ । ଦେଶରେ ବର୍ତମାନ ପରିବର୍ତନର ସମୟ ଆସିଛି । ଯାହାକି ନିକଟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ସେହି ପରିବର୍ତନକୁ…

“କୋଶଲୀ ଭାଷାର ଉନ୍ନତି ରେ କଲାପଟା ସାହିତ୍ୟ ଉଲଗୁଲାନ କରିଛି”

'ଘାଏ ଦେଖତ କଲାପଟା' ର ବାର୍ଷିକ ଉତ୍ସବ ଉଦଯାପିତ  ଗାଇସିଲେଟ/କେଦାର ନାଥ ସାହୁ ଗାଇସିଲେଟ ସ୍ଥିତ ଶହିଦ ଛକରେ ପ୍ରତିଷ୍ଠିତ  ହୋଇଥିବା 'ଘାଏ ଦେଖତ କଲାପଟା'ର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। କୋଶଲୀ ଭାଷାର ଉନ୍ନତିରେ କଲାପଟା ସାହିତ୍ୟ ଉଲଗୁଲାନ କରିଛି । ବର୍ତ୍ତମାନ ଏହି ଭାଷାର…

ଆଗାମୀ ନିର୍ବାଚନରେ ବାଲେଶ୍ୱର ଜିଳ୍ଲାରେ ୮ ବିଧାୟକଙ୍କ ସମେତ ସାଂସଦ ବିଜୁ ଜନତା ଦଳରୁ ବିଜୟୀ ହେବେ : ସାଂସଦ

ବିଜେଡିର ଜୋନସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବାଲେଶ୍ୱର (ଉଜ୍ଜ୍ୱଳ କର ): ବିଜେଡିର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ୨୮ନଂ ଜିଲ୍ଲା ପରିଷଦ ଜୋନ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଛାନୁଆଠାରେ ଅନୁଷ୍ଟିତ ହୋଇଯାଇଛି । ସଦର ବ୍ଲକ ବିଜେଡ଼ି ଏସ୍.ସି ସେଲ ସଭାପତି ସଭାପତି ସନ୍ତୋଷ ସେଠୀଙ୍କ…

ଶ୍ରୀକାନ୍ତଙ୍କ ଗଡରେ ନିରଞ୍ଜନଙ୍କ ଦଳିତ ସମାବେଶ 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିରଞ୍ଜନ ବିରୋଧୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ତାଙ୍କ ଗଡରେ ମାନେ ସେ ଯେଉଁଠୁ ସଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ ବାଲେଶ୍ୱରରେ କଂଗ୍ରେସର ଏସସି ସେଲ ସମାବେଶ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,  ମାଇନସ ଶ୍ରୀକାନ୍ତ  | ରାଜ୍ୟ…

କେନ୍ଦ୍ର ସରକାର ହିନ୍ଦୁଙ୍କ ସହ ବିଶ୍ୱାସଘାତକତା କରିଛି – ତୋଗାଡ଼ିଆ 

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଅନ୍ତରାଷ୍ଟ୍ରୀୟ  ହିନ୍ଦୁ ପରିଷଦ ପକ୍ଷରୁ ଭଦ୍ରକ ଶ୍ରୀଶିଙ୍ଗାର କଲ୍ୟାଣମଣ୍ଡପ ଠାରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ପରିଷଦର ଜିଲ୍ଲା ଉପ ସଭାପତି ବସନ୍ତ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା  ଡ଼ା.…

ବିଜେଡିରେ ଯୋଗଦେଲେ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧିଙ୍କ ସହ ହଜାରେରୁ…

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନେତୃତ୍ୱରେ ଆଜି ବାଲେଶ୍ୱର କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ମନ୍ମଥ କୁମାର ବିଶ୍ୱାଳ,…