ଜୁଏଲ ହେବେ ବାଚସ୍ପତି, ବିଜେଡି ଭାଗରେ ଉପ !!!
ଭୁବନେଶ୍ୱର : ମନ୍ତ୍ରୀ ପଦ ସିନା ଦୁଇଟା ମିଳିଲା, ହେଲେ ଏବେ ବାଚସ୍ପତି ପଦ ମିଳିବାକୁ ଯାଉଛି ଓଡିଶାକୁ | ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀପଦରୁ ବଂଚିତ ହୋଇଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ପଦ ପାଇବାକୁ ଯାଉଛନ୍ତି | କେବଳ ସେତିକି ନୁହେ…