ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ଗମାଙ୍ଗ ଓ ଗୁଣପୁର ଉପଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଧୋରଙ୍କ ଦ୍ଵାରା ଗୁଣପୁର ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ପଡିଆ ରେ ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ…

ଶିଶୁ ବିଦ୍ୟାମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ଗୁଣପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ଥିବା ରଙ୍ଗ ମଞ୍ଚ ରେ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଲଳିତ ବଦ୍ୟଭୂଷଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ମୁଖ୍ୟ…

ସୁଧିରଙ୍କୁ ଅପଦସ୍ତ କରାଗଲା କାହା ଇଙ୍ଗିତରେ 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ‬: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧିନସ୍ଥ ରାମନାଗୁଡା ବ୍ଲକ ଠାରେ ଆୟୋଜିତ ହୋଇଯାଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ସମ୍ମାନିତ ଅତିଥି ଜିଲ୍ଲାପାଳ ମୋହଦୋୟା ଶ୍ରୀମତୀ ଗୁହା ପୁନମ ତାପସ କୁମାର , ଗୁଣୁପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ,…

୧୨ରେ ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ( ଟି.ଏନ୍.ଏ.ଆଇ) ଓଡ଼ିଶା ଶାଖାର ନିର୍ବାଚନ

ଭୁବନେଶ୍ୱର : ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ (ଟିଏନ୍ଏଆଇ) ଓଡ଼ିଶା ଶଖାର କାର୍ଯ୍ୟକାଳ ଗତ ଡ଼ିସେମ୍ବର ମାସରେ ସମାପ୍ତ ହୋଇଛି । ସେଥିପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରିବା ପାଇଁ ଆସନ୍ତା ୧୨ ତାରିଖ ଦିନ ଆଇଏମ୍ଏ ହାଉସ୍, ୟୁନିଟ୍-୬ଠାରେ ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ…

ଚାଷୀଙ୍କ ପାଇଁ ଗର୍ଜିଲା କଂଗ୍ରେସ: ଚାଷୀଙ୍କ ଋଣଛାଡ ନହେଲେ ଗାଦି ଛାଡ – ନରସିଂହ

(ନିରୋଜ ମିଶ୍ର)   କେନ୍ଦ୍ରର ସାଢେ ଚାରି ବର୍ଷ ଏବଂ ରାଜ୍ୟର ୧୮ବର୍ଷ  ଶାସନ ଓଡିଶାର କୃଷି, କୃଷକ ଓ ଯୁବକମାନଙ୍କ ପାଇଁ ଏକ ଅଭିଶପ୍ତ ସମୟ । ପ୍ରତିଶୃତି ଦେଇ ଉଭୟ ସରକାର ଶାସନରେ ବସିଛନ୍ତି । କେନ୍ଦ୍ର ତାର ପ୍ରତିଶୃତିକୁ ଜୁମଲା କହି ଲୋକଙ୍କୁ ପ୍ରତାରିତ କରିଛି । ଠିକ୍ ସେମିତି ରାଜ୍ୟ…

ଦମ ଦେଖାଇଲେ ସମରେନ୍ଦ୍ର 

ବଲାଙ୍ଗିର :  ତିନି ବର୍ଷ ପୂର୍ବେ ନଭେମ୍ବର ୬ ତାରିଖ କଳାମଣ୍ଡଳ ପଡିଆରେ ହୋଇଥିଲା ଏକ ବିରାଟ ଚାଷୀ ସମାବେଶ ।  ଲଢେଇଥିଲା ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ପାଇଁ । ସେ ସମୟରେ ଜିଲ୍ଲାପାଳ ମୁଥୁ କୁମାରକୁ ଦିଆଯାଇଥିଲା ଦାବିପତ୍ର । କୃଷିମନ୍ତ୍ରୀ ଥିଲେ ଦାମ ରାଉତ । ଆନ୍ଦୋଳନର …

ନିମକଣା ଟ୍ରେନ୍ ଲାଇନରୁ ଅଜଣା ଯୁବକର ମୃତଦେହ ଉଦ୍ଧାର,ମିଳୁନି ପରିଚୟ

ତିର୍ତ୍ତୋଲ/Ramesh Mohanty :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତର ନିମକଣା (ପି ଏଚ୍)ରେଳ ଧାରଣା ପାଖରେ ଶନିବାର ମଧ୍ଯାନ୍ନରେ ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର ହୋଇଛି।ଟ୍ରେନ୍ ଧକ୍କାରେ ଯୁବକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।ଖବର ପାଇ…

ଦୈତାରୀ ସାହୁ ସ୍ମାରକୀ ମାଁ ଲଙ୍କେଶ୍ୱରୀ କ୍ରିକେଟ୍ କପ୍ ଉଦଯାପିତ :ଖଇରପାଲି ଚମ୍ପିୟାନ

ପଦ୍ମପୁର/ନିଳ ଦୀପ- ବରିକେଲ ପଂଚାୟତ ଅନ୍ତର୍ଗତ ସିଂହନପୁର ମାଁ ଲଙ୍କେଶ୍ୱରୀ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଜେଲ୍ଛକ ପଡିଆଠାରେ ଅନୁଷ୍ଠିତ  ୧୦ତମ ଦୈତାରୀ ସାହୁ ସ୍ମାରକୀ ମାଁ ଲଙ୍କେଶ୍ୱରୀ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି  । ଫାଇନାଲ ମ୍ୟାଚ  ଖଇରପାଲି ଦଳ ଓ ପୂରେନା ଦଳ ମଧ୍ୟରେ…

ସୋହେଲା ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା

ସୋହେଲା(ଶାସକପ୍ରଶାସକ)-ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସ୍କୁଲର ଖେଳ ପଡିଆଠାରେ ଶନିବାର ଅନୁଷ୍ଠିତ  ହୋଇଥିଲା । ଛାତ୍ରମାନେ ଦୁର୍ଗାମନ୍ଦିରରୁ ମଶାଳ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍କୁଲର ଖେଳ ପଡିଆରେ  ସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର…

କେନ୍ଦ୍ର ସରକାରଙ୍କ ଯୋଜନାରେ ସମତା, ସମାନତା, ସାମାଜିକ ନ୍ୟାୟ ଓ ଭାବନା ଜଡ଼ିତ ରହିଥାଏ : ପ୍ରଧାନମନ୍ତ୍ରୀ 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସମସ୍ତ ଯୋଜନାଗୁଡ଼ିକ ସମତା, ସମାନତା, ସାମାଜିକ ନ୍ୟାୟ ସହିତ ଭାତରବାସୀଙ୍କ ଭାବନା ଜଡ଼ିତ ରହିଥାଏ । ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ  ଜଶବିନ ଖାତୁନ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ରରେ…