ଏନଟିପିସି ପକ୍ଷରୁ କିଶୋରୀ ସଶକ୍ତିକରଣ କର୍ମଶାଳା
ଭୁବନେଶ୍ୱର(ଶାସକ ପ୍ରଶାସକ): ତାଳଚେର କଣିହାସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ତାଳଚେର ବିଦ୍ୟୁତ କେନ୍ଦ୍ର ମିଳିତ ଭାବେ ଅନୁଗୁଳଠାରେ କନ୍ୟା ସଶକ୍ତିକରଣ ମିଶନ ନାମକ ଏକ ଚାରିଦିନିଆ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦୁଇଟି ତାପଜ ବିଦ୍ୟୁତ ତ୍କେନ୍ଦ୍ର ସେମାନଙ୍କର…