ବିଜେପୁରରେ ପିଠା କାର୍ଯ୍ୟକ୍ରମ ଉଦଘାଟିତ:ସରକାରୀ କାର୍ଯ୍ୟକ୍ରମ କେବଳ ଲୋକଦେଖାଣିଆ !

ବିଜେପୁର (ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ରାଜ୍ୟସରକାରଙ୍କ ପିଠା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବାକୁ ଯାଉଛି । ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର…

ମାପକଣ୍ଟା ଗୁଡିକ ତନଖି  ହେଉନି, ଠକି ହେଉଛନ୍ତି ଗ୍ରାହକ

ମାଂସ କିଣାବେଳେ ଓଜନ ଠକେଇକୁ ନେଇ ବଚସା  ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :ରଵିବାର  ଦିନ  ଧର୍ମଶାଳା ଥାନା ଅନ୍ତର୍ଗତ ପୋଵଳ ଗ୍ରାମରେ ମାଂସ କିଣାକୁ କେନ୍ଦ୍ରକରି ଏକ ଗୋଷ୍ଟୀ ସଂର୍ଘସ ହୋଇଛି | ଘଟଣା ରୁ ପ୍ରକାଶ ପୋବଳ ଗ୍ରାମର ରମେଶ ମଳିକ ସେହି ଗ୍ରାମର ଧ୍ରୁବ ସାମଲଙ୍କ ଦୋକାନ କୁ…

ଖଣିଅଂଚଳରେ ମକର ମେଳା l

କାଳିଆପାଣିରୁ ଦୟାନିଧି ମହନ୍ତ : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ଖଣିଅଂଚଳରେ କୁଡୁମି ମହନ୍ତ ସମାଜର ଲୋକମାନେ ମହା ଆଡମ୍ବର ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି l ମକର ସଂକ୍ରାନ୍ତି ଦିନଟି କୁଡୁମି ଜାତିର ଲୋକମାନେ ଟୁସୁ ପର୍ବ ରୂପେ ପାଳନ କରିଥାନ୍ତି l ମୁଖ୍ୟତଃ କୃଷି ଉପରେ ନିର୍ଭର କରି…

ଏମିତି ବି ଆସେ ମୃତ୍ୟୁ ………

ପାଇକମାଲ :- ବରଗଡ ଜିଲ୍ଲା  ପାଇକମାଲ ର ମନମାଣ୍ଡୋସିଲ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଡୁମେରବାହାଲ ଗ୍ରାମର ସେବକ ପଟେଲ(୫୮) ଏକ ବାଇକ ରେ ମାଣ୍ଡୋସିଲ ଗ୍ରାମ କୁ ଆସିଥିଲେ । ବାଇକ ଚଳାଉଥିବା ସମୟରେ ହଟାତ ତାଙ୍କୁ ଇପିଲେପ୍ସି(ଅପସ୍ମାର,ସ୍ଥାନୀୟ ଭାଷାରେ ଏହାକୁ ହାପର ବୋଲି…

ସବୁ ଅଙ୍କ ଗୋଳମାଳିଆ ହୋଇଗଲା 

ଭୁବନେଶ୍ୱର : ଏବେ କଂଗ୍ରେସର କୁହାଳିଆ ନେତା ନବ ଦାସଙ୍କୁ ନେଇ ରାଜ୍ୟ ସାରା ଶୁଖିଲା ଚର୍ଚ୍ଚା | ଏବେ ତାଙ୍କ ରାଜନୈତିକ ସ୍ଥିତି ଅନିଶ୍ଚିତତା ଭିତରେ | ତ୍ରିଶଙ୍କୁ ସ୍ଥିତିରେ ତାଙ୍କ ରାଜନୈତିକ ଭବିଷ୍ୟତ | ଦୁଇଦିନ ତଳ ପର୍ଯ୍ୟନ୍ତ ତାଙ୍କ ସ୍ଥିତିକୁ ନେଇ କୌଣସି ଅନିଶ୍ଚିତତା ନଥିଲା | ଆଉ…

ନାକ ଥିଲେ ନୋଥ ନାହିଁ, ନୋଥ ଥିଲାବେଳକୁ ନାକ ନାହିଁ 

   ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥାଇ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ, ପ୍ରଶାସନକୁ କହି କହି ଲୋକେ ନୟାନ୍ତ   ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁଉଦୟଗିରି ବ୍ଲକ  ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ବା ପାଇଁ ସରକାରଙ୍କ ତରଫରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର…

ଲୋକଙ୍କ ଭିତରେ “ଆମ” ଅନୁଭବ ପାଇଁ ପୋଲିସର “ଆମ ପୋଲିସ” କାର୍ଯ୍ୟକ୍ରମ 

ଜନତାକୁ ନିଜର ନିକଟତର କରାଇବା ପାଇଁ ପୋଲିସର ଅଭିନବ ଉଦ୍ୟମ   ପାଇକମାଲ :- ପାଇକମାଲ ବ୍ଲକର ଭେଙ୍ଗରାଜପୁର ପଞ୍ଚାୟତର ସଦନନ୍ଦପୁର ଗ୍ରାମରେ ବରଗଡ଼ ପୋଲିସ ଆନୁକୂଲ୍ୟରେ, ପଦ୍ମପୁର SDPO ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଙ୍କର ପ୍ରତ୍ୟକ୍ଷ  ତତ୍ୱବାଧାନ ରେ ଓ ପାଇକମାଲ ପୋଲିସ ର ଉଦ୍ୟମରେ ' ଆମ…

ଡ୍ରେନରେ ବୃଦ୍ଧାଙ୍କ ଗଳିତ ଶବ 

 ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ  ଘୁ ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପାଖ ସେଣ୍ଟ ଭିନୀସନ୍ତ ଇଂଲିଶ ମିଡିୟମ ବିଦ୍ୟାଳୟ ସାମନା ଡ୍ରେନରୁ ଜଣେ ବୃଦ୍ଧାଙ୍କ ମୃତ ପଡିଥିବା  ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ | ବୃଦ୍ଧାଙ୍କ ନାମ ରଥ ପ୍ରଧାନ ବୋଲି ଜଣା…

 ରାଜ୍ୟ ସ୍ତରୀୟ ମହିଳା-ପୁରୁଷ କବାଡି ଚମ୍ପିଆନସିପ ଉଦ୍‍ଯାପିତ :  ଉଭୟ ମହିଳା ଓ ପୁରୁଷ ମ୍ୟାଚରେ ଓଡିଶା ପୋଲିସ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ଖେଳ ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ଗତ ତିନି ଦିନ ଧରି ଚାଲିଥିବା ଦିବାରାତ୍ର ୬୬ତମ ରାଜ୍ୟ ସ୍ତରୀୟ ମହିଳା ପୁରୁଷ କବାଡି…