କାର୍ଯ୍ୟରେ ଯୋଗ ଦେଲେ ବୌଦ୍ଧର ନୂତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର
ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ନୂଆ ଜିଲ୍ଲାପାଳ ତଥା ଡିଏମ ଭାବେ ଯୋଗଦେଇଛନ୍ତି ଲୋକପ୍ରିୟ ପ୍ରଶାସକ ଲଲାଟେନ୍ଦୁ ମିଶ୍ର । କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ | ବୌଦ୍ଧ ଜିଲ୍ଲାପାଳ ଥିବା ସିତାଂଶୁ ରାଉତଙ୍କୁ ଖୋର୍ଦ୍ଧା…