୨୦ ତାରିଖରୁ  ସାଇଟରେ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ବଲାଙ୍ଗୀର(ନିରୋଜ ମିଶ୍ର) ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଳି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଆସନ୍ତା ୨୦ ତାରିର (ରବିବାର ) ଠାରୁ ଆୟୋଜିତ ହେବ । ରାମଜି ଯୁବକ ସଂଘ ତଥା ସାଇଟ ସ୍ପୋର୍ଟ୍ସ ସୋସାଇଟି ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି…

ବଲାଙ୍ଗୀର ଜଳ ସେଚନ ବିଭାଜନ ପାଣିପଂଚାୟତ ପାଳନ ସମାରୋହ 

ବଲାଙ୍ଗୀର, (ନୀରିଜ ମିଶ୍ର)- ବଲାଙ୍ଗୀର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଲୋୟର ସୁକତେଲ ଜଳ ସେଚନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବରେ କୃଷି ବିଜ୍ଞାନ…

୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ନବମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ…

ଶୁକ୍ରବାର ଦିନ ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ  ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର…

ଷଷ୍ଠ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଯାପିତ:ସମ୍ବଲପୁର ଦଳ ଚମ୍ପିୟାନ ।

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ଉପଖଣ୍ଡସ୍ଥ ଖଇରପାଲି ଠାରେ ପାଂଚଦିନ ଧରି ଚାଲିଥିବା ଷଷ୍ଠ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଯାପିତ ହୋଇଯାଇଛି  । ଏହି ଟୁର୍ଣ୍ଣାମେଂଟରେ ୧୬ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଗାଇସିଲାଟ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଗାଇସିଲାଟ ଦଳ…

 ଲୋକଙ୍କ ନିକଟବର୍ତ୍ତୀ ହେବାକୁ ପୋଲିସର ଅଭିନବ ଉଦ୍ୟମ

ଜଗଦଲପୁର ଥାନା ଅଂଚଳରେ ପୋଲିସର ଜନସମ୍ପର୍କ ଅଭିଯାନ  ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ବରଗଡ଼ ଜିଲ୍ଳା ପୋଲିସ ପଦ୍ମପୁର ଉପଖଣ୍ଡ ର ପୋଲିସ ଅଧିକାରୀ(ଏସ.ଡି. ପି.ଓ) ଶ୍ରୀଯୁକ୍ତ ଲଷ୍ମୀନାରାୟଣ ପଣ୍ଡା ପ୍ରତ୍ୟକ୍ଷ…

ମରିବା ଯାଏ କଂଗ୍ରେସ ଛାଡିବିନି 

 ଜି ଉଦୟଗିରି/ ଗଗନ ପ୍ରଧାନ :  "କଂଗ୍ରେସରେ ମୋର ଜନ୍ମ, ମରିବି କଂଗ୍ରେସରେ  | କିଛି ସ୍ୱାର୍ଥପର ଲୋକଙ୍କ ଅପକର୍ମ ବା ଵିଶ୍ଵାସଘାତ  ପାଇଁ ମୋତେ ବି ସେ ଦୃଷ୍ଟିରେ କିଛି ଗଣମାଧ୍ୟମ ଦେଖିଥିବା ଯୋଗୁ ମୁଁ ମର୍ମାହତ | ଏଭଳି ଖବରକୁ କୁ ଖଣ୍ଡନ କରୁଛି | ଆଶାକରିବି ଏଭଳି ଗୁଜବ ପ୍ରଚାରରୁ ଦୂର…

ସୀମାନ୍ତ ସାରିଆପଲ୍ଲି ନିକଟସ୍ଥ ସୀତା ପାହାଡ ଉପରେ ବିରାଟ ମକର ମେଳା : ଲକ୍ଷାଧିକ ଭକ୍ତଙ୍କ ସମାବେଶ

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଗାରାବନ୍ଧ ଥାନା ଅନ୍ତର୍ଗତ ସାରିଆପଲୀ ନିକଟସ୍ଥ ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିର ପାଦଦେଶରେ ରହିଛି ପବିତ୍ର ସୀତା ପାହାଡ । ଏହି ସୀତା ପାହାଡ ଉପରେ ଗତ ଦୁଇ ଦିନ ଧରି ମକର…

ଗଜପତି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଅର୍ଥର ଅଭାବ ନାହିଁ କି ବାଧକ ହେବନି : ପ୍ରତାପ

 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ  ଦୁଇଟି ଉନ୍ନୟନ କାର୍ଯ୍ୟର ଉଦ୍‍ଘାଟନ ଏବଂ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗଦେଲେ  ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ  ମନ୍ତ୍ରୀ…

କ୍ରମଶଃ ଅଶାନ୍ତ ହେବାରେ ଲାଗିଛି ଶାନ୍ତ ବାରିପଦା: ଅପରାଧୀ ଲଗାମଛଡ଼ା

ବସକୁ ଅପେକ୍ଷାରେ ଥିବା ଏକ କମ୍ପାନୀର ସେଲ୍ସ ମ୍ୟାନେଜର ଦୁର୍ବୁତଙ୍କ ଲୁଟର ଶିକାର :ଅଭିଯୁକ୍ତ ୫ ଯୁବକ କୋର୍ଟ ଚାଲାଣ । ବାରିପଦା(ଦିଲ୍ଲୀପ ମହାନ୍ତି )- ଶାନ୍ତ ବାରିପଦା କ୍ରମଶଃ ଅଶାନ୍ତ ହେବାରେ ଲାଗିଛି । ଦିନ ଦ୍ୱିପ୍ରହର ହେଉ କିମ୍ବା ରାତି ହେଉ ଘରେ କିମ୍ବା ରାସ୍ତାରେ ସହରବାସୀ ନିଜକୁ…

 ନିଜ ଅର୍ଜିତ କର୍ମମାନ, ଆଗହୁଁ ହୁଅ ସାବଧାନ 

ବିଜେଡି ମୋହରେ କଂଗ୍ରେସ ବିଧାୟକ, ଅସହାୟ ନିରଞ୍ଜନ  ଭୁବନେଶ୍ୱର  : କଂଗ୍ରେସରେ ଏବେ ଚାଲିଛି ଉଥଳପୁଥଳ । ଦଳ ଛାଡିଲେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ନବ ଦାସ । ନିଲମ୍ବିତ ହେଲେ ବିଧାୟକ ଯୋଗେଶ !  ନବ ଛାଡ଼ିବେ ଛାଦିବେ କହି କହି ଛାଡିଲେ, ଆଉ ସେ ଇସ୍ତଫା ଦେବା ପରେ  ଦଳ ବି ତାଙ୍କୁ ବହିଷ୍କାର…