ଡାହାଣୀ ସନ୍ଦେହ ଉଜାଡିଛି ଜୀବନ…14 ବର୍ଷପରେ ମଧ୍ୟ ସାମାଜିକ ଜୀବନରୁ ବଞ୍ଚିତ ନୁନି ଏକ୍କା

କାଗଜ କଲମରେ ରହିଯାଇଛି ପ୍ରଶାସନର ପ୍ରତିଶ୍ରୁତି ଲାଠିକଟା/ସୁନ୍ଦରଗଡ(ହୋରଚାନ୍ଦ ଦେହୁରୀଆ) - ଭୁଲଥିଲା କେବଳ ଏତିକି ଯେ,ସେ ଘରେ ଭଗବାନଙ୍କ ପଟୋ ରଖି ନିତ୍ୟ ପୂଜା କରୁଥିଲେ। ନିତ୍ୟ ସଞ୍ଜ ସକାଳରେ ସେ ଭଗବାନଙ୍କ ପାଖରେ ଧୁପ,ଦୀପ ଦେଇ ନିଜ ପରିବାରର,ଆତ୍ମୀୟ ସଜ୍ଜନଙ୍କ ମଙ୍ଗଳ କାମନା…

“ଆପଣମାନଙ୍କ ଶ୍ରଦ୍ଧା ଭୁଲିପାରିବିନି, ଜିତିଲେ ସେବା କରି ରୂଣ ଶୁଝିବି”

 ସ୍ୱାଧୀନ ପ୍ରାର୍ଥୀ  ରାଜୁ ଘିବେଲାଙ୍କର ଝାରବନ୍ଧରେ "ହିସାବ ମାଗୁଛି ଝାରବନ୍ଧ ଜନତା" କାର୍ଯ୍ୟକ୍ରମ ପଦ୍ମପୁର/ନିଳ ଦୀପ-ପଦ୍ମପୁର ଅଂଚଲରେ ଏବେ ନିର୍ବାଚନ ମାହୋଲ ଗରମ ହେଲାଣି,ନିର୍ବାଚନୀ ମାହୋଲରେ ଉଠୁଛି ପଡୁଛି ସାରାଅଞ୍ଚଅଂଚଲ । ଏହି କ୍ରମରେ ନିଜକୁ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଘୋଷଣା…

ଅଜଣା ଗାଡ଼ି ଧକ୍କାରେ ,ବୁଦ୍ଧ ଗୁରୁତର

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁର ରବିନ୍ଦ ସାହୁ(୬୦) ମଙ୍ଗଳବାର ସଂଧ୍ୟାରେ ସାଇକେଲରେ ଫେରୁଥିବା ବେଳ ଏକ ଅଜଣା ଗାଡ଼ି ଧକ୍କା ଗୁରୁତର ଆହତ ହେଇଛନ୍ତି l ଆହତ ଅବସ୍ଥାରେ ସେ କିଛି ସମୟ ରାସ୍ତାକଡ଼ରେ ପଡ଼ି ରହିଥିଲେ l ପରେ ଗାଁ ଲୋକେ ତାଙ୍କୁ…

ମଥୁରାରେ କଂସ ମହାରାଜାଙ୍କ ବିଷାଦ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ପଞ୍ଚମ ଦିନରେ ଅବତୀର୍ଣ୍ଣ ହୋଇଛି। ଗୋଟି ଗୋଟିକରି କଂସଙ୍କ ସମସ୍ତ କୁଟଚକ୍ରାନ୍ତ ବିଫଳ ହେବାପରେ  ମର୍ମାହତ ହୋଇ ପଡିଥିଲେ। ବିଜୁଳି କନ୍ୟାର…

 ବିଜେପିର ଜବାବ ଦେଲା ବିଜେଡି : ଆମର ଦୁଇ ତ ତମର ବି ଦୁଇ !

ରାଜନୈତିକ ପ୍ରତିସ୍ପର୍ଦ୍ଧାର ଖେଳ ଆରମ୍ଭ  ଭୁବେନେଶ୍ୱର : ରାଜନୈତିକ ପ୍ରତିସ୍ପର୍ଦ୍ଧାର ଖେଳ ଆରମ୍ଭ ହୋଇଗଲା ରାଜ୍ୟରେ | ବିଜେପି ବନାମ ବିଜେଡି ...ସିବିଆଇ ବନାମ ଓଡିଶା ପୋଲିସ | ଦୁଇଟିଯାକ ଶୁଆ ଏବେ ବାହାରିଛତି ପଞ୍ଜୁରୀରୁ |  ଏତେଦିନ ହେଲା ଶୋଇ ରହିଥିବା ସିବିଆଇ ଏବେ ଭୋଟ ପାଖେଇବା…

 ଲରକା ଗ୍ରାମପଂଚାୟତରେ  ଖାଦ୍ୟ ସୁରକ୍ଷା ଆଇନର  ସାମାଜିକ ସମୀକ୍ଷା 

ନୂଆପଡା/ପ୍ରିୟବ୍ରତ ପଣ୍ଡା : ବୋଡେ଼ନ ବ୍ଳକ ଅନ୍ତର୍ଗତ ଲରକା ଗ୍ରାମପଂଚାୟତରେ  ଖାଦ୍ୟ ସୁରକ୍ଷା ଆଇନ ର ଚାରିଟି ଯୋଜନା ଯଥା ଆଇ ସି ଡ଼ି ଏସ ,ମମତା,ମଧ୍ୟାହ୍ନ ଭୋଜନ ଓ ପି ଡ଼ି ଏସ ଉପରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ଗିରିଧାରୀ ମାଝୀ ଏଥିରେ ସଭାପତିତ୍ୱ କରିଥିବା…

ଜବାବ ମାଗୁଛି ଓଡିଶା ବିଶାଳ ଜନସମାବେଶରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ ।

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ମୁନିଗୁଡା ଠାରେ “ଜବାବ ମାଗୁଛି ଓଡିଶା” ବିଶାଳ ଜନ ସମାବେଶରେ ଯୋଗଦେଇ ଜୟ ମାଁ ମାଝୀଘୋରିଆଣି କହି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ପେଟ୍ରୋଲିଅମ  ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଋଣଭାର ବଡୁଥିବା ବେଳେ ଏହାର ପ୍ରଭାବ ରାଜ୍ୟର…

କେଉଁଠି ଜଳାଭାବ, କେଉଁଠି ଦିନସାରା ଭାସୁଛି ପାଣି : ହେଲେ ପ୍ରଶାସନ ପାରୁନି ଜାଣି 

 ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସହରାଞ୍ଚଳ ର ସାହି ଓ ବସ୍ତି ବାସିନ୍ଦା ଙ୍କ ଜଳ କଷ୍ଟ ଦୂର କରିବା ନିମନ୍ତେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟାଙ୍କର ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ ଖୋଦ୍ ଗୁଣପୁର ମୁନିସିପାଲିଟି କାର୍ଯ୍ୟାଳୟ ନିକଟସ୍ଥ ପାଣି ଟ୍ୟାପ ରୁ…

ଲାଞ୍ଚ ମାମଲାରେ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବକାରୀ ସବ ଇନସପେକ୍ଟର

ବାରିପଦା(ଦିଲ୍ଲୀପ ମହାନ୍ତି) ଏକ ଲାଞ୍ଚ ମାମଲାର ବିଚାରକରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଜଜ୍ ସେକ ଜାହିର ଅହମଦ ଅବକାରୀ ବିଭାଗର ସବ ଇନସପେକ୍ଟର ନିରଞନ ରାଉତ ଙ୍କୁ ଧାରା ୭ ପିସି ଆକ୍ଟ ଅନୁଯାୟୀ ଛଅ ମାସ କାରାଦଣ୍ଡ ଏବଂ ଧାରା ୧୩(୨) ଅନୁଯାୟୀ ଏକ ବର୍ଷ କାରାଦଣ୍ଡ ସମେତ ୫୦୦୦ ଟଙ୍କା…

ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରିପଦା ଗସ୍ତ ଜାନୁଆରୀ ୩୦ରେ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସୁଛନ୍ତି ।  ବାରିପଦା ଛଉପଡ଼ିଆରେ ପ୍ରାୟ ୫୦ ହଜାରରୁ ଅଧିକ ମହିଳାମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏକ ସରକାରୀ କାର୍ଯ୍ୟକ୍ରମ(ମିଶନ ଶକ୍ତି ସମାରୋହ)ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି…