ତରଜଙ୍ଗା ପୁର୍ବତନ ସରପଞ୍ଚଙ୍କ ସ୍ମୃତିଚାରଣ ସଭା : ତେରତାଙ୍ଗ ସ୍କୁଲ୍ ଠାରୁ ୧୨ନଂ କେନାଲ ପର୍ଯ୍ୟନ୍ତ…

ତିର୍ତ୍ତୋଲ/ପାରାଦ୍ୱୀପ -ରମେଶ ମହାନ୍ତି : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରମାକାନ୍ତ ରାଉତରାୟ (ଟୁକୁନି)ଙ୍କ ଗତ ଜାନୁୟାରୀ ୨୭ତାରିଖ ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିଲା। ସେ ଉକ୍ତ ପଞ୍ଚାୟତରୁ ୨ଥର ସରପଞ୍ଚ ଓ ୧ଥର ଜିଲ୍ଲାପରିଷଦ…

କଂଗ୍ରେସ ଆସିଲେ ଜଂଗଲ,ଜଳ ଓ ଜମି ଆଦିବାସୀଙ୍କର ହେବ-ରାହୁଳ

Sundargarh/Rourkela( Horachand Deuria) : କଂଗ୍ରେସ ଦଳ ସରକାରକୁ ଆସିଲେ ଆଦିବାସୀ ମାନଙ୍କ ଜମି,ଜଳ ଓ ଜଂଗଲ ଅଧିକାରକୁ ସେମାନଙ୍କ ହାତରେ ଦେବାଲାଗି ବ୍ୟବସ୍ଥା ହେବ । ସେଥିଲାଗି ଆମ ସରକାର ନିୟମ କରିବେ ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ରାଉରକେଲା ଠାରେ ଆୟୋଜିତ ପରିବର୍ତନ…

କଳା,ସଂସ୍କୃତି ଓ ଐତିହ୍ୟ ର ମହାମିଳନ ଖଡ଼ିଆଳ ମହୋତ୍ସବ ଉଦ୍ଘାଟିତ

କୋମନାରୁ ଭାଗିରଥି ଭୋଇ  କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ, ଲୋକକଳାର ପୁନର୍ଜୀବିତ କରିବା ଉଦେଶ୍ୟ ନେଇ ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ ଠାରେଅନୁଷ୍ଠିତ  ଖଡିଆଳ ମହୋତ୍ସବ ୨୦୧୯ର ଶୁଭ ଉଦଘାଟନ ବୁଧବାର ହୋଇଯାଇଛି । ମହୋତ୍ସବ  ଉଦଘାଟନୀ ସମାରୋହରେ…

ମାଓ କ୍ୟାମ୍ପ ଠାବ ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା/ଅମିତ କୁମାର ପୁରୋହିତ : ବହୁ ଦିନର ବ୍ୟବଧାନ ପରେ ନୂଆପଡା ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ଆସନ୍ତା ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି  ଏସ୍.ପି ସ୍ମିତ ପି ପରମାର ଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ ତରଫରୁ ସୁନାବେଡା ଅଭୟାରାଣ୍ୟ ର ପାଟଦର୍ହା ସରଂକ୍ଷିତ ଜଙ୍ଗଲରେ…

 ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଟାଇଗର ଆଣ୍ଡ ଟାଇଗର ଚାମ୍ପିଆନ

ଯୋଡ଼ା/ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ଖେଳପଡିଆରେ ଏସ ଆଣ୍ଡ ଏସ ସ୍ପୋର୍ଟ୍ସ ଆସୋସିଏସନ ଓ ଏସେଲ ମାଇନିଂର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା  ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜଜାଙ୍ଗ ଟାଇଗର ଆଣ୍ଡ ଟାଇଗର ଚାମ୍ପିଅନ ହୋଇଛି |…

କିମ୍‍ସରେ ଯୋଗଦେଲେ ବିଶିଷ୍ଟ ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ଡା. ସକିର ଅହମ୍ମଦ

ଭୁବନେଶ୍ୱର : ବିଶିଷ୍ଟ ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ଡା. ସକିର ଅହମ୍ମଦ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଯୋଗ ଦେଇଛନ୍ତି । ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରୁ ଏମ୍‍ବିବିଏସ୍‍ କରିବା ପରେ ଆସାମ ମେଡିକାଲ୍‍ କଲେଜରୁ ଭେଷଜକୁ ସ୍ୱତନ୍ତ୍ର ବିଷୟ ଭାବେ ରଖି…

ଗଗନଙ୍କ ସାଙ୍ଗଠନିକ ଦକ୍ଷତାକୁ ପୁରସ୍କାର: ନଗର ସଭାପତି ନିଯୁକ୍ତ 

    ଘୁ ଉଦୟଗିରି(ଶାସକ ପ୍ରଶାସକ)  ଘୁ ଉଦୟଗିରି କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ନଗର କଂଗ୍ରେସ ସଭାପତି ଭାବେ ଗଗନ କୁମାର ପ୍ରଧାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି |  ଗଗନ କୁମାର ପ୍ରଧାନଙ୍କ ସାଙ୍ଗଠନିକ  ଦକ୍ଷତା ତଥା  ଅଂଚଳର ଲୋକପ୍ରିୟତାକୁ …

ଚାଷୀଙ୍କ ଆୟ ବୃଦ୍ଧି କରିବାରେ ଓଡିଶା ଏକମାତ୍ର ରାଜ୍ୟ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଓଡିଶାର ଅଗ୍ରଗତି ଘଟିଛି । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଚାଷୀ ମାନଙ୍କ ଆୟକୁ ବୃଦ୍ଧି କରିଛି । ପିଡିଏସ୍ କ୍ଷେତ୍ରରେ ଓଡିଶା ବଡ ଧରଣର ସହଭାଗୀ ହୋଇପାରିଛି । ବହୁ କ୍ଷେତ୍ରରେ ଉଦାହରଣ ମଧ୍ୟ ସୃଷ୍ଟି କରିପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ…

୫ ବର୍ଷରେ ଓଡିଶାରେ ହେବ ୨.୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ

-ପାରାଦୀପରେ ବନ୍ଦରଭିତିକ ଶିଳ୍ପ ପାଇଁ ଖର୍ଚ୍ଚ ହେବ ଏକ ଲକ୍ଷ କୋଟି ଟଙ୍କା -ଓଡିଶାରେ ୩ଟି ନଦୀ ସଂଯୋଗୀକରଣ ପାଇଁ ୪୦ ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ -ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ମଞ୍ଜୁରି ସହ ଜମି ଯୋଗାଇ ଦେବାକୁ ଗଡକରୀଙ୍କ ନିବେଦନ ଭୁବନେଶ୍ୱର - କେନ୍ଦ୍ର ସଡକ ପରିବହନ,…

ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ପଡିଲା ଆଧାର ଶିଳା : ବ୍ୟୟ ହେବ ୨୩୪୫ କୋଟି ଟଙ୍କା

ଓଡିଶାରେ ଜାତୀୟ ରାଜପଥର ବିକାଶ ଲାଗି ବିନିଯୋଗ ହେବ ୧ ଲକ୍ଷ କୋଟି ଟଙ୍କା ବିଜୟୱାଡା-ରାଂଚି ସ୍ୱତନ୍ତ୍ର ରାଜପଥ କରିଡର ଅଧିନରେ ନିର୍ମିତ ହୋଇଛି ୧୧୦୪ କିମି ରାସ୍ତା ଭୁବନେଶ୍ୱର - କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ…