ମାସେ ହେବ ଲାଇନ ଗଲାଣି ଯେ ଆସିବା ନା ଧରୁନି: ଲୋକେ ହନ୍ତସନ୍ତ, ପରୀକ୍ଷାର୍ଥୀ ଚିନ୍ତାରେ
କନ୍ଧମାଳ/ ଗଗନ ପ୍ରଧାନ : ଘୁ.ଉଦୟଗିରି କନ୍ଧମାଳ ଜ଼ିଲ୍ଲା କୋଟଗଡ ବ୍ଲକ ଅଧିନସ୍ଥ ଯୁବାଗୁଡା ଗ୍ରାମ ପଞ୍ଚାୟତ ରୁଷିମାଳ ଗ୍ରାମମଣ୍ଡପ ସାହିରେ ଦୀର୍ଘ ଏକ ମାସରୁ ଉର୍ଦ୍ଧହେବ ବିଦ୍ୟୁତ ସରବରାହ ବନ୍ଦ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଘଟଣା ସମ୍ପର୍କରେ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ…