ପିଠା କାର୍ଯ୍ୟକ୍ରମରେ ଭୋକିଲା ରହିଲେ ଉପସ୍ଥିତ ବୃଦ୍ଧ ବୃଦ୍ଧା
ମେଲଛାମୁଣ୍ଡା କର୍ତ୍ତୃପକ୍ଷଙ୍କ ଖାମଖିଆଲୀ ଖାମଖିଆଲି ମନୋଭାବ
ମେଲଛାମୁଣ୍ଡା,(ମନୋଜ ଭୋଇ)- ରାଜ୍ୟ ସରକାର ପଂଚାୟତ ସ୍ତରରେ ନିଜର ଯୋଜନା ସବୁକୁ ଲୋକଙ୍କ ପାଖରେ ପହଂଚାଇବା ସହ ଳୋକାଭିମୁଖୀ କରିବା ପାଇଁ ପିଠା କାର୍ଯ୍ୟକ୍ରମର ଅୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ପଂଚାୟତକୁ…