ଶଙ୍ଖ ଫୁଙ୍କିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ କଣ୍ଠଶିଳ୍ପୀ , ଲକ୍ଷଲକ୍ଷ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନ କରିଥିବା ସିଂଗିଙ୍ଗ ସେନ୍ସେସନ  ହ୍ୟୁମାନ ସାଗର…

ବଡ଼ବିଲରେ ଦୁର୍ଘଟଣାରେ ସ୍କୁଟି ଆରୋହୀ ଆହତ, ଗୁରୁତର ଅବସ୍ଥାରେ କେନ୍ଦୁଝର ସ୍ଥାନାନ୍ତର ହେଲେ

ବଡ଼ବିଲ (ଚିତ୍ତରଞ୍ଜନ କର): ବଡ଼ବିଲ ଷ୍ଟେସନ ରୋଡ ଅଞ୍ଚଳରେ ଦୁର୍ଘଟଣା ଘଟି ଜଣେ ୩ ଚକିଆ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ କେଜେଏସ୍ ଆହ୍ଲୁୱାଲିଆ କମ୍ପାନୀରେ କାମ କରୁଥିବା ଲକ୍ଷ୍ମୀ ନାରାୟଣ ଦାସ ବୋଲି ଜଣାପଡିଛି ।  ସନ୍ଧ୍ୟା ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।…

ଡାଇମଣ୍ଡ୍ କ୍ଲବ୍ ଆନୁକୂଲ୍ୟରେ ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ: ଆୟୋଜକ ଡାଇମଣ୍ଡ କ୍ଲବ ବିଜୟୀ।

ବଡ଼ବିଲ (ଚିତ୍ତରଞ୍ଜନ କର) : ବଡ଼ବିଲ ସ୍ଥିତ ବିକାଶ ମହଲ ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଛି। ଏକ ରୋମାଞ୍ଚକର ଫାଇନାଲରେ ଆୟୋଜକ ଡାଇମଣ୍ଡ କ୍ଲବ ସ୍ଥାନୀୟ ଜି ଏସ ଇଲେଭେନକୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ…

ଜନ୍ମରୁ ହୃଦ୍ ରୋଗ ସମସ୍ୟା ଥିବା 50 ଜଣ ଶିଶୁଂକୁ ଉଚ୍ଚତର ଚିକିତ୍ସା ପାଇଁ ପଠାଗଲା କ୍ୟାପିଟାଲ ହସପିଟାଲ

ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)- ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 3 ରୁ 18 ବର୍ଷ ମଧ୍ୟରେ ଜନ୍ମରୁ ହୃଦ୍ ରୋଗ…

“ରାଜ୍ୟର ୨୦ଟି ଜିଲ୍ଲାର ପିଲାଙ୍କ ପୁଷ୍ଟି ଆଫ୍ରିକା ଠାରୁ ଖରାପ”

୨୦୧୯ରେ ପ୍ରଧାନମନ୍ତ୍ରୀ କେନ୍ଦ୍ରିକ ନିର୍ବାଚନ ବିଜେପିକୁ ଲାଭ ଦେବ - ଧର୍ମେନ୍ଦ୍ର  ଜାଗା ଯୋଜନା ଉଦାହରଣ ଦେଇ ରାଜ୍ୟରେ କେବଳ ପ୍ରଚାର ସର୍ବସ୍ୱ ସରକାର ଅଭିଯୋଗ  ଏକବିଂଶ ଶତାବ୍ଦିରେ ଭାରତ ପୃଥିବୀ ପ୍ରଗତିର କେନ୍ଦ୍ର ଓ ଓଡିଶା ଭାରତର କେନ୍ଦ୍ର ହେବ ଭୁବନେଶ୍ୱର - ୨୦୧୯ ମସିହାରେ…

ରମାକାନ୍ତ ରଥଙ୍କୁ “ପ୍ରେମ ପୁରୁଷ” ସମ୍ମାନ

ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ): ଶ୍ରୀରାଧାର ଯଶସ୍ୱୀ କବି ରମାକାନ୍ତ ରଥଙ୍କୁ ଭଦ୍ରକରୁ ପ୍ରକାଶିତ ‘ପ୍ରେମ ପୃଥିବୀ’ ପତ୍ରିକା ତରଫରୁ କବି ଶ୍ରୀ ରଥଙ୍କୁ ଖାରବେଳନଗର ସ୍ଥିତ ବାସଭବନରେ ଏକ ଅପାରଂପରିକ ବଂଧୁମିଳନୋତ୍ସବରେ ପ୍ରେମ ପୁରୁଷ ଉପାଧି ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଅଧ୍ୟାପକ…

ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ଓ ବିଜେଡ଼ି ନେତାଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର – ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀର ବରିଷ୍ଠ  ବିଜେପି ନେତା ତଥା ଚିଲିକା ମତ୍ସ୍ୟ କେନ୍ଦ୍ର ସମବାୟ ସମିତିର ନିଦେ୍ର୍ଧଶକ ତଥା ଚିଲିକା କୈବର୍ତ ଯୁବସମାଜର ସଭାପତି ଓ ଚିଲିକା ମତ୍ସ୍ୟଜୀବି ମହାସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ଦିଲ୍ଲିପ କୁମାର ବେହେରା, ମୋଚିରାମ…

ଦୁଗ୍ଧ  ସମବାୟ ସମିତିର ଦୁଗ୍ଧ  ଚାଷୀମାନଙ୍କ ପାଇଁ ଖୁସି ଖବର 

 ଦିଆଯାଉଥିବା ପ୍ରୋତ୍ସାହନ ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର : ରାଜ୍ୟ ସରକାର ମାନ୍ଦା ସମୟରେ ଦୁଗ୍ଧ  ସମବାୟ ସମିତିର ଦୁଗ୍ଧ  ଚାଷୀମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ  ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରିଛନ୍ତିା ଏହି ବର୍ଦ୍ଧିତ ରାଶି ଦୁଗ୍ଧ…

ଆଜାଦ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ମେଲଛାମୁଣ୍ଡା :  ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲସ୍ଥିତ ଆଜାଦ କ୍ଳବ ଆନୁକୁଲ୍ୟରେ ଆଜାଦ କପ କ୍ରିକେଟ ଟୁର୍ଣ୍ଣମେଂଟ - ୨୦୧୯ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ  ଉତ୍ସବରେ ସାମ୍ବାଦିକ ମନୋଜ କୁମାର ଭୋଇ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସମିତି ସଭ୍ୟାଙ୍କ…

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଡ଼ କୃପାସିନ୍ଧୁ ଭୋଇଙ୍କ ଭାଇ ଜଗବନ୍ଧୁ 

ବରଗଡ :- ଆଜି ଭୁବନେଶ୍ୱରର ବିଜେପିରାଜ୍ୟ କାର୍ଯ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କର ଉପସ୍ଥିତିରେ  ବିଜେପି ରେ ଯୋଗ ଦେଇଛନ୍ତି ଶ୍ରୀ ଜଗବନ୍ଧୁ ଭୋଇ । ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଜ୍ୟ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଜଣାଶୁଣା କଂଗ୍ରେସ ନେତା ସ୍ବର୍ଗତ…