ମହିଳା ସଂରକ୍ଷଣ ବିଲ୍ ନେଇ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ବାଣ
ପୁରୀ, ୨୩/୪, (ଅନିମେଶ ପଟ୍ଟନାୟକ): ମହିଳା ସଂରକ୍ଷଣ ବିଲ୍ କୁ ନେଇ ବିଜେପି ସରକାର କୁ ପାଲଟା ପ୍ରଶ୍ନ କରିଛି କଂଗ୍ରେସ । ୨୦୨୩ରେ ସମସ୍ତ ବିରୋଧୀ ଦଳର ସମର୍ଥନରେ ପାରିତ ମହିଳା ସଂରକ୍ଷଣ ବିଲ୍ କାହିଁକି ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ବୋଲି ପାଲଟା ପ୍ରଶ୍ନ କରିଛି କଂଗ୍ରେସ ।…