ରାହୁଲଙ୍କ ଓଡିଶା ଗସ୍ତ ନେଇ ଆତଙ୍କିତ ବିଜେଡି ଓ ବିଜେପି

ପିଲାଳିଆମି ଛାଡି ତଥ୍ୟ ଓ ସତ୍ୟକୁ ସାମ୍ନା କରିବାକୁ ପରାମର୍ଶ ଦେଲା କଂଗ୍ରେସ ଭୁବନେଶ୍ୱର  – ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ବିଭିନ୍ନ ସମୟରେ ଓଡିଶା ଗସ୍ତକୁ ନେଇ ଆତଙ୍କିତ ହୋଇ ପଡିଥିବା ଉଭୟ ବିଜେଡି ଓ ବିଜେପି ଔଷଧ ବିକଳରେ ତାଟିଆ କାମୁଡିବାକୁ ନେଇ କଟାକ୍ଷ କରିଛି କଂଗ୍ରେସ ।…

ଆଦିବାସୀଙ୍କ ବିକାଶ ପାଇଁ ବଳଭଦ୍ର ମାଝି ବିଜେପିରେ ଯୋଗଦେଲେ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ ନୂଆଦିଲ୍ଲୀ/ଭୁବନେଶ୍ୱର  – ଓଡିଶାର ନବରଙ୍ଗପୁର ଓ କୋରାପୁଟ ଅଂଚଳର ଆଦିବାସୀ ଭାଇଭଉଣୀଙ୍କ ବିକାଶ ପାଇଁ ଆଜି ଓଡିଶାର ସୁଯୋଗ୍ୟ ସନ୍ତାନ, ଯୋଗ୍ୟତମ ସାଂସଦ ବଳଭଦ୍ର ମାଝି ରାଜନୈତିକ ନିଷ୍ପତି ନେଇଛନ୍ତି । ବିଗତ ୫ ବର୍ଷରେ ନରେନ୍ଦ୍ର ମୋଦିଙ୍କ କାମ…

 ବିଜେଡିର ବିରାଟ କର୍ମୀ ସମ୍ମିଳନୀ 

  ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଡଭା ଠାରେ ବିଜୁ ଜନତା ଏକ ବିରାଟ କର୍ମୀ ସମ୍ମିଳନୀ ହେଇଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ଶ୍ରମ ଓ ଶକ୍ତି ମନ୍ତ୍ରୀ  ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ଙ୍କୁ ପ୍ରଥମେ ଜଗଦଲପୁର…

 ବୋଡେ଼ନ ରେ ସିଭିଲ କୋର୍ଟ ଉଦଘାଟିତ

ନୂଆପଡା/ପ୍ରିୟବ୍ରତ ପଣ୍ଡା , ବୋଡେ଼ନ ବ୍ଲକ ସଦର ମହକୁମା ଠାରେ ସିଭିଲ କୋର୍ଟ ଲୋକାର୍ପିତ ହୋଇ ଯାଇଛି ।ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇ କୋର୍ଟର ବିଚାରପତି ମାନ୍ୟବର କୃଷ୍ଣରାମ ମହାପାତ୍ର ଯୋଗ ଦେଇଥିଲେ ।ବୋଡେ଼ନ ବାର ଏସୋସିଏସନ ର ସଭାପତି ଶ୍ରୀଯୁକ୍ତ ହୀରାଲାଲ ମାଝୀ…

 ଝଙ୍କଡ଼ର ମା’ଶାରଳାଙ୍କ ପୀଠରେ ମୀନସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା" ଶାରଳାଙ୍କ ପୀଠରେ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ ହୋଇଯାଇଛି।ଏଥିନେଇ ମାନ ସଂକ୍ରାନ୍ତି ଦିନ ଦଶଘଟ ନୃତ୍ୟର ଘଟଧାରୀ…

 ମୟୂରଭଞ୍ଜ  ଭୋଟରଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ 

ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ନିଶ୍ଚିତ, ପ୍ରାର୍ଥୀତ୍ୱକୁ ନେଇ ବିଜେପି ବିଜେଡି ଚିନ୍ତିତ   ବାରିପଦା(ଦିଲ୍ଲୀପ ମହାନ୍ତି)- ୫ ନମ୍ବର ମୟୂରଭଞ୍ଜ(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ମେ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ…

ନିଆଁ ଭାବିଲାନି ଗରିବର ଦୁଃଖ

ଜାମସେଠ /ରାଜେନ୍ଦ୍ର କୁମାର ପ୍ରଧାନ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବରତୁଣ୍ତା ଗ୍ରାମରେ ଅନ୍ତ ନେତାମ ଙ୍କ ଘର ନିଆଁ ରେ ଛାରଖାର ହୋଇଯାଇଛି।ଆଜି ଅପରାହ୍ନ ସମୟରେ ଅଚାନକ ନିଆଁ ଲାଗି ଘରର ଉପକରଣ ଲୁଗା ପଟା କାଗଜପତ୍ର ଟଙ୍କା ପଇସା ଧାନ ଚାଉଲ ଖଟ ସମସ୍ତ ଜିନିଷ ପୋଡ଼ି ଯାଇଛି।ଅଚାନକ…

ସୁନ୍ଦରଗଡ଼ରେ ପୁଣି ହାତୀ ଆତଙ୍କ 

ସୁନ୍ଦରଗଡରୁ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ରାଣୀବଗିଚା ଦେଇ ଆଜିସକଳୁ ସର୍ଗ ଦୁଆର ଏରିଆ ରେ ହାତୀକୁ ଦେଖିଲୋକମାନେ ଆତଙ୍କିତ ହୋଇ ପ୍ରବଳ ମାତ୍ରାରେ ଭୟ ଭିତ ହୋଇ ଯାଇଛନ୍ତି ,କିଛି ଦିନ ଆଗର ସେପରି ହାତୀ ପଲରୁ ଗୋଟେ ଦନ୍ତା ହାତୀ ସୁନ୍ଦରଗଡ଼ ଟାଉନ ପରିସରରେ ମିସନ ଚର୍ଚ୍ଚ ଭିତର ପଶି…

ଭୋଟର ସଚେତନତା ଅଭିଯାନ ବାଟବଣା:ଉପଜିଲ୍ଲାପାଳଙ୍କୁ ଭିଏଚପିର ଦାବିପତ୍ର

ରାଉରକେଲା/Horachand Deuria)-ପାନପୋଷ ଉପଖଣ୍ଡରେ ପ୍ରଶାସନ ପକ୍ଷରୁ ଚାଲିଥିବା ଭୋଟର ସଚେତନତା ଅଭିଯାନ ବାଟବଣା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ପଶ୍ଚିମ ଓଡ଼ିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ।ତାସହିତ ଭୋଟର ସଚେତନତା…

ବେଆଇନ ଦେଶୀ ମଦ କାରବାରକୁ ରୋକିବାକୁ ଅଣ୍ଟା ଭିଡିଲା ବଡ଼ବିଲ ପୋଲିସ, ଦୁଇ ମଦ ଚାଲାଣକାରୀ ଗିରଫ 

ବଡ଼ବିଲ(ଚିତ୍ତରଞ୍ଜନ କର ) : ବଡ଼ବିଲ ପୋଲିସ ଆଜି ଏକ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡ଼ାରେ ଚଢ଼ାଉ କରି ୧ ହଜାର ଲିଟରରୁ ଉର୍ଦ୍ଧ ମହୁଲି ମଦକୁ ନଷ୍ଟ କରିଥିବାର ଜଣାପଡିଛି। ବଡ଼ବିଲ ଉପକଣ୍ଠରେ ଥିବା ସାନ୍ତବାହାଳ ଜଙ୍ଗଲ ଅଞ୍ଚଳରେ କାରୋ ନଦୀ କୂଳରେ ଦେଶୀ ମଦ ମହୁଲି ପ୍ରସ୍ତୁତ ହେଉଥିବାର…