ପ୍ରୟାସ ଗ୍ରୁପ ତରଫରୁ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

 ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ପ୍ରୟାସ ତରଫରୁ ଆଜି ଗରିବ ଜନସାଧାରଣଙ୍କ ନିମନ୍ତେ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ବଡ଼ବିଲ ସରକାରୀ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଆମ୍ବୁଲାନ୍ସକୁ…

ଉଦଳା ସିଂହାସନ, କିଏ କିଣିବ ଭୋଟରଙ୍କ ମନ !!

ଖୋଜା ଚାଲିଛି ଗୋଲକଙ୍କ ଉତ୍ତରାଧିକାରୀ  ଆଶାରେ ବିଜେଡି ହ୍ୟାଟ୍ରିକ ନେବ ମାରି  ସିଟ ହାତେଇବା ପାଇଁ ବିଜେପି କମର କଷିଛି  ଗୋଳିଆ ପାଣିରୁ ମାଛ ମାରିବାକୁ ମେଣ୍ଟ ବସିଛି  ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ଅନୁସୂଚିତ ଜନଜାତି) ବିଧାନସଭା…

ଅସନ୍ତୁଷ୍ଟ ଟାଣୁଆ ବିଜେପି ନେତା ରାଜୁ ଘିବେଲା ସ୍ୱାଧିନ ଭାବେ ଦାଖଲ କଲେ ନାମାଙ୍କନ ପତ୍ର

ପଦ୍ମପୁର- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ପ୍ରାର୍ଥୀ ଭାବେ ଆଜି ସ୍ୱାଧିନ ପ୍ରାର୍ଥୀ ରାଜୁ ଘିବେଲା ନିଜ ସମର୍ଥକଙ୍କ  ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ବିଜେପି ଦଳର ବିଭିନ୍ନ ପଦବୀରେ ରହି ସାରିଥିବା ଶ୍ରୀ ଘିବେଲା ବିଦ୍ରୋହୀ ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ…

ବଡ଼ବିଲରେ ନିଳାଦ୍ରୀ  ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ

ବଡ଼ବିଲ /ଚିତ୍ତରଞ୍ଜନ କର :ପ୍ରତିଟି ଓଡ଼ିଆ ପଖାଳ ଖାଇବାକୁ ପସନ୍ଦ କରିଥାଏ। ଆମ ରାଜ୍ୟରେ ପଖାଳ ଖାଇବା ପରମ୍ପରା ବହୁ ପ୍ରାଚୀନ କାଳରୁ ହିଁ ରହିଆସିଅଛି। ଏହା ଶରୀର ପ୍ରତି କେତେ ହିତକାରକ ତାହା ପଖାଳ ଖାଉଥିବା ଓଡ଼ିଆ ହିଁ ଅନୁଭବ କରିପାରେ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁର…

   ନିଯୁକ୍ତି ନ ଦେଲେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୁଅ

ରାଜ୍ୟ ଉନ୍ନୟନ କମିଶନରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ  ହାଜର  ନ ହେଲେ ସେମାନଙ୍କ ବିରୋଧରେ ଗିରଫ ପରୱାନା  ଭୁବନେଶ୍ୱର: : ଓଡ଼ିଶା ହାଇକୋର୍ଟ ଓ ସ୍ୟାଟଙ୍କ ନିର୍ଦ୍ଦେଶ  ପାଳନ କରି ତୁରନ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦିଅ ନ ହେଲେ ଚଳିତ ମାସ ୨୮ ତାରିଖରେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର…

ଗାଦରଗୁଡା ଲ୍ୟାଣ୍ଡମାଇନ୍ ଠାବ ଘଟଣା: ମାଓବାଦୀ ନେତା ସବ୍ୟସାଚି ପଣ୍ଡା ନିର୍ଦୋଷରେ ଖଲାସ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ର ଗାଦରଗୁଡା ଅଞ୍ଚଳ ରେ 2006 ରେ ଲ୍ୟାଣ୍ଡମାଇନ୍ ଠାବ କରାଯାଇଥିଲା । ଏହି ଘଟଣା ରେ ମାଓବାଦୀ ନେତା ସବ୍ୟସାଚି ପଣ୍ଡା ଙ୍କ ନାମ ରେ ମାମଲା ରୁଜୁ ହୋଇଥିଲା । ଏହାର ବିଚାର ଗୁଣପୁର ଏ ଡ଼ି ଜେ ଙ୍କ…

 ନିର୍ବାଚନ ମତଦାନ କରିବାକୁ ଭିନ୍ନକ୍ଷମଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

ଭୋଟ ଦାନ ପାଇଁ ପ୍ରଶାସନ ପକ୍ଷରୁ  ସ୍ୱତନ୍ତ୍ର ବ୍ୟବସ୍ଥା ଭଦ୍ରକ (ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର…

ଓଡଗାଁ ବନକର୍ମଚାରୀଙ୍କୁ ଦଳଗତ ଆକ୍ରମଣ ଘଟଣାରେ ଜଣେ ଗିରଫ 

ଓଡଗାଁ/Shrikant Mishra :  ଚଳିତ ମାସ ୨ ତାରିଖ ସନ୍ଧ୍ୟାରେ ଜଙ୍ଗଲରେ ନିଆଁଲାଗିଥିବା ଖବର ପାଇ ଓଡଗାଁ ବନବିଭାଗ କର୍ମଚାରି ଘଟଣା ସ୍ଥଳରେ ପହଁଚି ଥିଲେ । ପୁର୍ବନିର୍ଦ୍ଧାରିତ ଯୋଜନା ଅନୁସାରେ ଦଳଗତ  ଭାବରେ  ବନକର୍ମଚାରୀ ମାନଙ୍କୁ ମରଣାନ୍ତକ  ଆକ୍ରମଣ କରିଥିବା କାଠ ମାଫିଆ ଓ ସହଯୋଗୀ…

ଲଗାମଛଡ଼ା ଲୁଟେରା : ଓଡଗାଁରେ ୭ଦିନରେ ପୁଣିଏକ ରାହାଜାନୀ 

 ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ  ଠାରୁ ୮୮ହଜାରଟଙ୍କା ଲୁଟ୍  ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁରେ ୭ଦିନ ମଧ୍ୟରେ ଦେଢଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣା ପୋଲିସର ଚିନ୍ତା ବଢାଇଦେଇଛି । ନୟାଗଡ-ଭଞ୍ଜନଗର ମୁଖ୍ୟରାସ୍ତାର ପଲିଟେକନିକ୍ କଲେଜ ଠାରୁ ୪ଜଣ ଦୁର୍ବୃତ୍ତ  ୩ଟି ବାଇକରେ ଆସି ଘରୋଇ…