ରାୟଗଡ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଜେ କେ କାଗଜ କଳ ତରଫରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର

ରାୟଗଡ(ସରୋଜ କୁମାର ସାହୁ ) – ଜେ କେ କାଗଜ କଳ ତରଫରୁ ରାୟଗଡା ଜିଲ୍ଲାରା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ରାୟଗଡା ସହର ସ୍ଥିତ ସିଏଫଓ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ହୋଇଥିଲା । ଜେ କେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପ-ସଭାପତି ପି.କେ.ସୁରୀ…

ବିଜେଡିରେ ଯୋଗଦେଲେ ରାଇରଙ୍ଗପୁର କଂଗ୍ରେସର ନେତା ଓ କର୍ମୀ

ଭୁବନେଶ୍ୱର :  ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସଂପାଦକ ଦିବ୍ୟକାନ୍ତ…

‘ଇଧର ଗଧେ ଉଧର ଗଧେ ସବ ତରଫ ଗଧେ ହିଁ ଗଧେ; ଅଛେ ଘୋଡେକୁ ନେହିଁ ଘାସ, ଗଧେ ଖାଏ ଚବନପ୍ରାସ’ 

ବାରିପଦାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରି ବାରିପଦା(ଦିଲ୍ଲୀପ ମହାନ୍ତି): ଗୁରୁବାର ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ର ସଡ଼କ ଓ ପରିବନ ମନ୍ତ୍ରୀ ନୀତିନ ଗଡକରି ଯୋଗଦେଇ…

ଓଡିଶା ରେ ପରିବର୍ତନ ଆବଶ୍ୟକ : ନୀତିନ ଗଡ଼କରୀ 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ :ଓଡିଶା ଗ୍ରସ୍ତ ରେ ଆସିଛନ୍ତି ରାଷ୍ଟ୍ରୀୟ ବିଜେପି ନେତା ତଥା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ରାମବାଗ ର ବାରମାଳ ପଡିଆ ଠାରେ ଆୟୋଜିତ ସଂକଳ୍ପ ସମାବେଶ ରେ ଯୋଗଦେଇ ଯାଜପୁର ଲୋକସଭା ଓ ବିଧାନସଭା…

କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନରଙ୍କ ଦିନିକିଆ ଭଦ୍ରକ ଗସ୍ତ

 ଦିବ୍ୟାଙ୍ଗମାନଙ୍କ ଶତପ୍ରତିଶତ ଅବାଧ ମତଦାନ ଉପରେ ଦେଲେ ଗୁରୁତ୍ୱ  ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନୀ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା…

ଦମ୍ ଦେଖାଇଲେ ରଘୁନନ୍ଦନ: ଏରସମାରେ ସମାବେଶରେ ଜନସମୁଦ୍ର – ବିରୋଧି ଛାନିଆ

ଜଗତସିଂହପୁର; ରମେଶ ମହାନ୍ତି – ଏରସମା – ବାଲିକୁଦା ନିର୍ବାଚନ ମଣ୍ଡଳୀର ଏରସମା ବଜାର ସ୍ଥିତ ଉଚ୍ଚବିଦ୍ୟାଳୟ ସମ୍ମୁଖ ପଡିଆରେ ବିଜେଡିର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ  ହୋଇଯାଇଛି । ଏହି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କ ନେତୃତ୍ୱରେ…

 କହୁ କହୁ ମହାରାଜା  କହିଦେଲେ ହୃଦୟର କଥା ” ବିଜେଡ଼ିକୁ ଭୋଟ ଦିଅ”

 ଦିହ କଲିକତା ମନ ଓଡିଶା ପରି  ଶରୀର ବିଜେପି ହେଲେ ଆତ୍ମା ବିଜେଡି !!!!! ବାରିପଦା/Dillip Mohanty  : ମୋରଡା ବିଧାୟକ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ୨୦୧୯ ନିର୍ବାଚନରେ ବିଜେଡି ଟିକଟରୁ ବଞ୍ଚିତ ହେବା ପରେ ବିଜେଡିର ମୟୂରଭଞ୍ଜ ଜିଲ୍ଲା ସଭାପତି ସହ ବିଜେଡି ଦଳ ତ୍ୟାଗ କରି ବିଜେପିରେ…

ମୁଣ୍ଡ ଟିଣ ହୋଇଯିବ, ଦେଖନ୍ତୁ ଭିଡ଼ିଓ : ଯାହା ଚିପିଲେ ବି ଫୁଟୁଛି ପଦ୍ମ 

ଝାରବନ୍ଧ : ଆପଣ ଯାହାବି ଚିପନ୍ତୁ ବା ଯେଉଁ ବଟନ ଦାବନ୍ତୁ, ଭିଭିପଟରେ କିନ୍ତୁ ଫୁଟିଲା ପଦ୍ମ | ଏଭଳି ଯାନ୍ତ୍ରିକ ଗଡ଼ବଡ଼ିକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ଝାରବନ୍ଧ ବ୍ଲକରେ | ଖବର ପାଇଁ ଆମ ବ୍ୟୁରୋଚିଫ ପହଂଚିଥିଲେ ଘଟଣା ସ୍ଥଳରେ ଅର୍ଥାତ ଘଟଣା ଘଟିଥିବା ଝାରବନ୍ଧ ବ୍ଲକ ଡଭା ଗ୍ରାମର ୧୬…

ରେଲୱେ ଷ୍ଟେସନ ନାମକରଣକୁ ବିରୋଧ କରି ଭୋଟ ବର୍ଜନ

ବଲାଙ୍ଗିର ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ରେଲୱେ ଷ୍ଟେସନ ନାମକରଣକୁ ନେଇ ଭୋଟ ବହିଷ୍କାର କରିଛନ୍ତି ଗ୍ରାମବାସୀ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ଭଇଁଷା ପାଲି ଗ୍ରାମବାସୀ ସ୍ଥାନୀୟ ରେଲୱେ ଷ୍ଟେସନ ର ନାମ ପରିବର୍ତ୍ତନ କୁ ନେଇ ଭୋଟ ବହିଷ୍କାର କରିଛନ୍ତି ।…

ଯୋଉ ଚିହ୍ନରେ ମାଇଲେ ପଦ୍ମ ଦେଖେଇଲା, ପୋଲିଂ ବାତିଲ

ବରଗଡ଼ : ଆଜି ଦ୍ଵିତୀୟ ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ବରଗଡ଼ ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଚିହ୍ନରେ ଟିପିଲେ ତାହା ଭିଭିପାଟରେ ପଦ୍ମ ଚିହ୍ନକୁ ପଲାଉଛି ବୋଲି ଭୋଟର ମାନେଅଭିଯୋଗ କରିବା ପରେ ଅଭିଯୋଗର ସତ୍ୟତା କୁ ଉପଲବ୍ଧି କରି ଗୋଟାଏ ବୁଥରେ ମତଦାନକୁ…