କାମ ଛୋଟିଆ, ହେଲେ ଅନେକଙ୍କୁ ରକ୍ତ ଦାନ ପାଇଁ ପ୍ରେରଣା ଯୋଗାଇଲେ ଐଶ୍ୱର୍ଯ୍ୟl

ଭୁବନେଶ୍ୱର :-ଗତ ୩୧  ତାରିଖ ଦିନ ଜଣେ ଗରିବଲୋକ ତାଙ୍କ ସ୍ତ୍ରୀଙ୍କୁ ନୂଆପଡ଼ା ଡାକ୍ତରଖାନାରେ ପ୍ରସଵପାଇଁ ଭର୍ତ୍ତି କରିଥିଲେ । ମହିଳା ଜଣକ ପୂର୍ବରୁ ଯକ୍ଷ୍ମା ରୋଗୀ । ପ୍ରସବ ସମୟରେ ତାଙ୍କର ଶରୀରରେ ରକ୍ତର ଅଭାବ ଦେଖାଦେବାରୁ ଡାକ୍ତର ତୁରନ୍ତ ରକ୍ତ ଦେବାପାଇଁ ପରାମର୍ଶ ଦେଇଥିଲେ । ରକ୍ତ…

ଦୁଇଜଣ ଓଡ଼ିଆଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଲେ…

ଦୁଇ ମନ୍ତ୍ରୀ ନେଲେ କାଳିଆର ଆଶୀର୍ବାଦ,ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଇଲେ ଭୁବନେଶ୍ୱର/ ପୁରୀ : ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ପାଇବା ପରେ କାଳିଆର…

କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ବେଳେ ଗୁଣ୍ଡାରାଜ : ଜଗା ପ୍ରଧାନଙ୍କ ନାମରେ ଥାନାରେ ଏତଲା

ଭୁବନେଶ୍ୱର (ଏସ ପି ବ୍ୟୁରୋ)  : ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତେ ଖୁସିରେ ଅପେକ୍ଷା କରିଥିଲେ | ମନ୍ତ୍ରୀ ଦ୍ବୟ ଆସିଲେ, ହଜାର ହଜାର ସଂଖ୍ୟାରେ କର୍ମୀ ଓ ନେତା ସ୍ୱାଗତ ଜଣାଇଥିଲେ କେନ୍ଦ୍ର ମଂତ୍ରୀମଣ୍ଡଳରେ ଲଗାତାର ମାନ୍ତ୍ରୀ ହୋଇ ଗୁରୁତ୍ୱପୁର୍ଣ ମନ୍ତ୍ରାଳୟ…

“ଆୟୁଷ୍ମାନ ଭାରତ” : ଓଡ଼ିଶା ସମେତ 4ଟି ରାଜ୍ୟକୁ ଯୋଜନାରେ ସାମିଲ ପାଇଁ ନିଆଯାଉଛି ପଦକ୍ଷେପ

ରାଜ୍ୟ ଯୋଜନା ସହିତ ମିଶ୍ରଣ କରାଯାଇ କାର୍ଯ୍ୟକାରୀ ହେବ ଗୋଟିଏ ଯୋଜନା ନୂଆଦିଲ୍ଲୀ (ଏସ ପି ବ୍ୟୁରୋ) : ଓଡ଼ିଶାରେ "ଆୟୁଷ୍ମାନ ଭାରତ" ଯୋଜନା କାର୍ଯ୍ୟକାରୀ ହେବ | ରାଜ୍ୟ ଯୋଜନା ସହିତ ମିଶ୍ରଣ କରାଯାଇ କାର୍ଯ୍ୟକାରୀ ହେବ ଗୋଟିଏ ଯୋଜନା | ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର…

ନୀତି ଆୟୋଗ ପୁନର୍ଗଠିତ

 ନୂଆଦିଲ୍ଲୀ(ଏସପିବ୍ୟୁରୋ) : ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି :1. ଅଧ୍ୟକ୍ଷ                        …

ସହରରେ ବର୍ଜ୍ଜ୍ୟବସ୍ତୁର ବ୍ୟବସ୍ଥିତ ପରିଚାଳନା ପାଇଁ ଅଂଟା ଭିଡିଲା ପୌର ପରିଷଦ

 ବର୍ଜ୍ଜ୍ୟବସ୍ତୁ ସୁପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭା ଗୃହ ଠାରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମରେ ପାରଳା ସହରରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ସୁପରିଚାଳନା ନିମନ୍ତେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଷ୍ଟାଟିଷ୍ଟିକାଲ କାର୍ଯ୍ୟାଳୟର ଫିଲଡ଼ ସର୍ଭେୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

 ବାରିପଦା (ଦିଲ୍ଲୀପ ମହାନ୍ତି )-ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋରଡ଼ା ବ୍ଲକ କ୍ୟାମ୍ପସ ଅଫିସର ଭାବେ କାର୍ଯ୍ୟ କରୁଥିବା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର କର୍ମଚାରୀ ସୁମନ୍ତ କୁମାର ସାହୁଙ୍କ ମାୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବାରିଆପାଳ ପୈତୃକ   ଘର ସହ…

ଘେଁସ ଶୀତଳ ଷଷ୍ଠୀ:ସ୍ୱପ୍ନେଶ୍ୱର ବାବାଙ୍କ ଆଲୌକିକ ବିବାହ ସମ୍ପନ୍ନ

ମେଲଛାମୁଣ୍ଡା (ମନୋଜ ଭୋଇ) - ବରଗଡ ଜିଲ୍ଳା ଘେଁସ ଠାରେ ଚାଲିଥିବା ଶିତଳ ଷଷ୍ଠୀ  ଯାତ୍ରାର ମୂଖ୍ୟ ପର୍ବ ଶୁକ୍ରବାର ଅନୁଷ୍ଠିତ  ହୋଇଯାଇଛି । ହିମାଦ୍ରୀ ନଗରରେ ଶୁକ୍ରବାର ଦିବା ୧୦ଘ.ର ଶୁଭ ଲଗ୍ନ ଅବସରରେ ଦେବାଧିଦେବ ମହାଦେବ ସ୍ୱପ୍ନେଶ୍ୱର ବାବା ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ଆଲୌକିକ…

ଜ୍ଞାନ ଗ୍ରାମରେ ଅଷ୍ଟ ପ୍ରହରୀ ମାନସିକ ହରି ଯଜ୍ଞ

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମର ଉପରପଡାରେ ଅଷ୍ଟ ପ୍ରହରୀ ମାନସିକ ବିଶ୍ୱଶାନ୍ତି ହରି ଯଜ୍ଞ ଅନୁଷ୍ଠିତ  ହୋଇଯାଇଛି । ବୁଧବାର ସକାଳେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତାଙ୍କ ମନ୍ତ୍ରୋଚ୍ଚାରଣ  ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ, ହୁଲହୁଲିର…

ଓଡଗାଁରେ ବିଦ୍ୟୁତ ଯୋଗାଣରେ ବାଧାପ୍ରାପ୍ତ : ଗରମ ଓ ଗୁଳୁଗୁଳିରେ ୧୦ଘଂଟା ସଢିଲେ ଲୋକେ

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ନୟାଗଡ ଗ୍ରୀଡରୁ ଶରଣକୁଳ ଏବଂ ଓଡଗାଁକୁ ଆସିଥିବା ୩୩ କେଭି ବିଦ୍ୟୁତ ଲାଇନ ସାମାନ୍ୟ ପବନର ଆଘାତରେ ସଂଯୋଗ ବିଛିନ୍ନ ହେବା ଯୋଗୁଁ ସ୍ଥାନୀୟ ଅଂଚଳର ହଜାର ହଜାର ଉପଭୋକ୍ତା ଗୁରବାର ଦିନ ରାତିରେ ୧୦ଘଂଟା ଧରି ପ୍ରବଳ ଗରମ ଓ ଗୁଳୁଗୁଳୀରେ ଶଢିଥିବା ଜଣାଯାଇଛି ।…