ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା ।

ପଦ୍ମପୁର(ନୀଲାମ୍ବର ଦୀପ):- ଭାରତୀୟ ଜନତା ପାର୍ଟି ପଦ୍ମପୁର ଓ ଗ୍ରାମୀଣ ମଣ୍ଡଳ ତରଫରୁ ବରଗଡ଼ ଲୋକସଭାର ନବନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଥମେ ସାଂସଦ ଶ୍ରୀ ପୁଜାରୀଙ୍କୁ ସତୀଭଟା ଗ୍ରାମରେ ସମ୍ବର୍ଦ୍ଧନା କରିବା ପରେ ବାଦୀମାଲ…

କିଏ ସେ ଅମାନବୀ : ଜିଅନ୍ତା ନିଷ୍ପାପ ଶିଶୁଟାକୁ ଜଙ୍ଗଲରେ ଫିଙ୍ଗିଦେଲା !!!!

ଜଙ୍ଗଲରୁ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ନିମନ୍ତେ ପିଆରଏମ୍ ସରକାରୀ ମେଡିକାଲରେ ଭର୍ତ୍ତି ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୁରେଇଡ଼ିହି ନାହାଶୋଳ ଜଙ୍ଗଲରୁ ଆଜି ଏକ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯିବା…

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନରସିଂହଙ୍କ ଚେତାବନୀ

"ଲୋକଙ୍କ ସହିତ ଲୁଚକାଳି ନ ଖେଳୁ ବିଜୁଳି ବିଭାଗ "     ବଲାଙ୍ଗିର,(ନିରୋଜ ମିଶ୍ର)  - ଗତ କିଛି ସପ୍ତାହ ହେଲା ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଘୋର ବିଜୁଳି ବିଭ୍ରାଟ ଦେଖାଦେଉଛି । ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ସାରା ସହରରେ ବିଜୁଳି ସରବରାହ ବନ୍ଦ କରି ଦିଆଯାଉଛି । ଏପରି…

ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକ ଗିରଫ

ବଲାଙ୍ଗିର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ନିଜକୁ ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଆରପିଅଏଫ୍ ପୁଲିସ।  ଗିରଫ ଯୁବକ ଜଣକ ହେଲେ  ବଲାଙ୍ଗିର ଜିଲ୍ଲା ଲୋଇସିଂହାର ହୃଷିକେଶ ଦାସ  । ବଲାଙ୍ଗିର-ସମ୍ବଲପୁର ରେଲୱେ…

ଗଜପତି ରକ୍ତ ଦାତା ସ୍ୱେଚ୍ଚାସେବୀ ସଂଗଠନ ତରଫରୁ ବିଶ୍ୱ ରକ୍ତଦାନ ଦିବସ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ରକ୍ତ ଦାତା ସ୍ୱେଚ୍ଚାସେବୀ ସଂଗଠନ ତରଫରୁ ବିଶ୍ୱ ରକ୍ତ ଦାନ ଦିବସ ଓ ଗଜପତି ରକ୍ତଦାତା ସଂଗଠନର ପ୍ରତିଷ୍ଠାଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ପାଳିତ ହୋଇଯାଇଛି । ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ…

ବଜ୍ରପାତ ନେଲା ନିଷ୍ପାପ ଜୀବନ

ସୁନ୍ଦରଗଡ଼/( ହୋରାଚାନ୍ଦ ଦେଉରିଆ ) ସୁନ୍ଦରଗଡ ସଦର ଥାନା ସୁବଳିଆ ଗାଁ ଯାଏସରିଆ ପଡ଼ା ରେ ଏକ ଜାମୁ କୋଳି ଗଛ ତଳେ ୬ ଜଣ ପିଲା ଖେଳୁ ଥିବା ବେଳେ ହଠାତ ଘଡଘଡି ଏବଂ ଝଡ଼ ପବନ ଆରମ୍ଭ ହୋଇଥିଲା । ଗଛ ନିକଟରେ ଆହୁରି କିଛି ମହିଳା ଏବଂ ପୁରୁଷ ମଧ୍ୟ ଛିଡା ହୋଇଥିଲେ । ତେବେ ଅଚାନକ ସେହି ଜାମୁ…

ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ କ୍ରିକେଟ ଉଦଯାପିତ ; ବରିହାପାଲି ଚମ୍ପିୟାନ ।

ପଦ୍ମପୁର(ନୀଲାମ୍ବର ଦୀପ):ନେହରୁ ସ୍ଫୋର୍ଟିଙ୍ଗ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ସପ୍ତମ ୰ପ୍ରେମାନନ୍ଦ ସିଂ ବରିହା ରାତ୍ରୀ କାଲୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସଂର୍ଘଷ ପୁର୍ଣ୍ଣ ଫାଇନାଲ  ମ୍ୟାଚ ବରିହାପାଲି ଏବଂ ସତୀଭଟା…

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ ଗତକାଲି ଜିଲ୍ଲାପାଳ ଶ୍ରୀମତୀ ରଶ୍ମିତା ପଣ୍ଡା ହେମଗିର ବ୍ଲକ ପରିଦର୍ଶନ କରି ବିଭିନ୍ନ ଅଂଚଳରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପର୍ ସମୀକ୍ଷା କରିଛନ୍ତି | ବିସ୍ଥାପିତ ଲୋକମାନଙ୍କୁ ଭେଟିବା ସହ ଟପରିଆ ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା କାମର…

ଜୟ ମା ଦୁଆରସୀନି ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର

ନୂଆପଡା,(ଅମିତ ପୁରୋହିତ) ; ସଦର ବ୍ଲକ ଧରମବନ୍ଧା ପଚାଂୟତରେ ଜୟ ମା ଦୁଆରସୀନି ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି । ଧରମବନ୍ଧା ସରପଂଚ ପ୍ରକାଶ କଲାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଡ.ସ୍ମିତ ପି ପରମାର ମୁଖ୍ୟ ଅତିଥି…

ନୂଆପଡା ବଜରଙ୍ଗ ଦଳ ତରଫରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

ନୂଆପଡା,(ଅମିତ ପୁରୋହିତ); ବଜରଙ୍ଗ ଦଳ ତରଫରୁ ବିଶ୍ୱ ରକ୍ତଦାତା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ସମ୍ମୁଖରେ ପାଳିତ ହୋଇଯାଇଛି । ଏହି ଦିବସରେ ବଜରଙ୍ଗ ଦଳର ସଭାପତି ରୋହିତ ସାହୁ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେଆରମ୍ୟାନ ଧନି ସାହୁ, ରାଜୁ ଚୈାହନ, ଆଇନଜିବୀ…