ଚର୍ଚ୍ଚାରେ ଏସପି ସୌମ୍ୟାଙ୍କ ମଣିଷ ପଣିଆ 

ସୁନ୍ଦରଗଡ : କିଛି ଦିନ ତଳେ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିବା ସୁନ୍ଦରଗଡ ଡାଇନାମିକ ଏସପି ସୌମ୍ୟା ମିଶ୍ରଙ୍କ ମଣିଷ ପଣିଆକୁ ନେଇ ଏବେ ସୁନ୍ଦରଗଡରେ ଚର୍ଚା | ତାଙ୍କ କାମକୁ ନେଇ ସଭିଙ୍କ ମୁହଁରେ ପ୍ରଶଂସା | ନିଜ ଜ୍ୟାକେଟକୁ ଷ୍ଟ୍ରେଚର ଆଉ ନିଜ ଗାଡିକୁ ଆମ୍ବୁଲାନ୍ସ କରି ଦୁର୍ଘଟଣାଗ୍ରସ୍ତ…

ହାତୀପଲ  ଉଜାଡିଦେଲେ ଧାନ ଫସଲ

(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମୁଚ୍ଛପୁର ଗ୍ରାମରରେ ହାତୀପଲ ଉଜାଡି ଦେଉଛନ୍ତି ଧାନ ଫସଲ I  କିଛି ଦିନ ହେଲାଣି ଏହି ଅଞ୍ଚଳରେ ହାତୀ ମାନଙ୍କର ଉତ୍ପାତ ବଢିବାରେ ଲାଗିଛି, ସନ୍ଧ୍ୟା ହେବାକ୍ଷଣି ବାହାରକୁ ବାହାରିବା ପାଇଁ ଲୋକେ ଆତଙ୍କୀତ ହେଉଥିବା ବେଳେ, …

 ବାରିପଦା ଜଗନ୍ନାଥ ମନ୍ଦିର ଉପରେ ଆଇନ ମନ୍ତ୍ରୀ ନେଲେ ଗୁରୁତ୍ୱପୂର୍ଣ ବୈଠକ 

ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ନତ୍ତତ୍ୱ ବିଭାଗକୁ ଅନୁରୋଧ କରାଯିବ  ଦେବୋତ୍ତର ଜମିରୁ ମୁନିସିପାଲିଟି ଆଦାୟ କରୁଥିବା ଟିକସର ଆଂଶ ମନ୍ଦିରକୁ ଦେବାକୁ ପରାମର୍ଶ  ଦେବୋତ୍ତର ଜମି ଭୋଗ କରୁଥିବା ବ୍ୟକ୍ତି ଧାରା ୧୯ରେ  ନିୟମିତ କରାଇବେ  ୧  ମାସ ମଧ୍ୟରେ ମନ୍ଦିର ୱେବସାଇଟ  ଓ…

ଇନପୁଟ ସବସିଡ଼ି ଓ ଫସଲବୀମା ଦାବୀରେ ୧୨ ଘଣ୍ଟିଆ “ମହାବନ୍ଦ”

କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା,ବାମରା,ଜମନକିରା ବ୍ଲକରେ ଆଜି ମହାବନ୍ଦ କରିଛନ୍ତି l ମିଳିତ କୃଷକ ସଙ୍ଗଠନ l ଏହି ଉପଖଣ୍ଡର ଚାଷୀମାନେ ୨୦୧୮-୧୯ ମସିହାରେ ଭୟାବହ ମରୁଡ଼ି ର ସମ୍ମୁଖୀନ ହୋଇଥିବା ବେଳେ ଖେଡ଼ ମରୁଡି ଓ ଫୁଲ ମରୁଡି ଯୋଗୁଁ ହଜାର ହଜାର ଏକର ଚାଷ ଜମିରୁ…

ବଡ଼ବିଲରେ  ରୁଙ୍ଗଟା ସନସ ନିର୍ମାଣ କରିବ ୫୦ ଫୁଟ ଉଚ୍ଚର କ୍ଲକ ଟାୱାର 

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲରେ ଏକ କ୍ଲକ ଟାୱାରର ଶିଳାନ୍ୟାସ କରିଛନ୍ତି ଚମ୍ପୁଆ ଉପଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟୱାରୀ। ଏହି ଟାୱାରଟି ପିଡବ୍ଲୁଡି ଡାକ ବଙ୍ଗଳା ପରିସର ମଧ୍ୟରେ ହେବ। ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଟାୱାର ୪ ମହଲା ବିଶିଷ୍ଟ ହେବ ବୋଲି ଜଣାପଡିଛି। ରୁଙ୍ଗଟା ସନସ…

ଖୋଲିଲା ଆହାର କେନ୍ଦ୍ର :  ନିଜେ ଖାଇ ମାନ ପରଖିଲେ ବିଧାୟକ ଓ ଉପଜିଲ୍ଲାପାଳ

ପଦ୍ମପୁର/ଶାସକ ପ୍ରଶାସକ : ବରଗଡ ଜିଲ୍ଲା ପଦ୍ମପୁରଠାରେ ଆଜି ଆହାର କେନ୍ଦ୍ର ଉଦଘାଟିତ ହୋଇ ଯାଇଛି  । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆହାର କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ  ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,…

ମେଡିକାଲ କଲେଜ ପ୍ରତିଷ୍ଠା  ଦାବୀରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା. (ଅମିତ ପୁରୋହିତ) ;  ନୂଆପଡା ଜିଲ୍ଲା ସଦର ମହକୁମା ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ ନେଇ ଆଜି ଜିଲ୍ଲା ଓକିଲ ସଂଘର ଆହ୍ୱାନକ୍ରମେ ବଣିକ ସଂଘ, ନାଗରିକ ମଞ୍ଚ, ଏବଂ ସର୍ବଦଳିୟ ସହଯୋଗକ୍ରମେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି  । ଏହି ଅବସରରେ ସମସ୍ତ ଦୋକାନ ବଜାର, ଯାନବାହାନ,…

ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ  ଓଡିଶାର ଚଣ୍ଡିଖୋଲ ଠାରେ ଋଣନୈତିକ ତୈଳ ଭଣ୍ଡାର କାମରେ ୟୁଏଇ ଦ୍ୱିତୀୟବାର ଅଂଶଗ୍ରହଣ କରିବାକୁ ଅନୁରୋଧ  ତୈଳଉତ୍ପାଦନ  ଓ ରପ୍ତାନୀକୁ ସ୍ଥିର ରଖିବାକୁ ଓପେକ୍ ଅଧିକାରୀଙ୍କ ସହ ଆଲୋଚନା  ଆଗାମୀ ଦୁଇ…

ନାଁକୁ ମେଡ଼ିକାଲ କଲେଜ, ହେଲେ ସୁଧୁରିନି  ସ୍ୱାସ୍ଥ୍ୟବସ୍ଥା

ବଲାଂଗୀର/ନିରୋଜ ମିଶ୍ର  : ବଲାଙ୍ଗୀର ସହରରେ ଥିବା ସରକାରୀ ମେଡିକାଲ ହସ୍ପିପିଟାଲ ଏବେ ମାନ୍ୟତା ପାଇଛି ଭୀମଭୋଇ ମେଡିକାଲ କଲେଜ ନାମରେ ହେଲେ ଏବେ ବି ସୁଧୁରିନି ସ୍ୱାସ୍ଥ୍ୟ ସେବା । ଯାହାକୁ ନେଇ ବିଭିନ୍ନ ସମୟରେ ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ ।ତେବେ ପ୍ରଶାସନର…

ରାଜ୍ୟ-ସ୍ତରୀୟ ଭଲିବଲ  ଚମ୍ପିଆନଶିପ୍-୨୦୧୯-୨୦ : ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ 

    ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସେପ୍ଟେମ୍ବର ୨୪ ତାରିଖରୁ  ସେପ୍ଟେମ୍ବର  ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ୧୪-ବୟସ ବାଳକ ଏବଂ ୧୭-ବୟସ ବାଳକ, ବାଳିକା  ମଧ୍ୟରେ ରାଜ୍ୟ-ସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ପ୍ରତିଯୋଗିତା …