“ACF ନା ରେ ଚାଷୀ ଶୋଷଣ ବନ୍ଦ କର”

ବରଗଡ :- ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ହଜାର ହଜାର ଚାଷୀ ସ୍ଥାନୀୟ ତହସିଲ କାର୍ଯଳୟ ଓ ସ୍ଥାନୀୟ ବେଙ୍କ ଗୁଡିକରେ ତାଲା ପକାଇଛନ୍ତି । କାରଣ ହେଲା ଗତ ବର୍ଷ ଚାଷୀ ମାନେ ନିଜ ଫସଲ କୁ ବିମାଭୁକ୍ତ କରିଥିଲେ । କିନ୍ତୁ ବୀମା କମ୍ପାନୀ ACF ନାଁରେ ଚାଷୀ ମାନଙ୍କର 30 ପରସେଣ୍ଟ ରୁ ଅଧିକା…

ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ନିଆଯିବ ପଦକ୍ଷେପ :ଜିଲ୍ଲାପାଳ

 ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ୍ ୧୯୮୬ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା  ଶିଶୁର ଶୈଶବ କିପରି ସୁରକ୍ଷିତ ରହିବ ସେ ଦିଗରେ ରାଷ ସରକାର ପ୍ରୟାସ ଜାରି ରଖିଛନ୍ତି : ସନ୍ଧ୍ୟାବତୀ  ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା…

ସମସ୍ୟା ଘେରରେ କଦଳୀଗଡ ହାଇସ୍କୁଲ,ଦଧିବାମନ କୁଷକ ସଂଗଠନ ପକ୍ଷରୁ ଡିଇଓ ଙ୍କୁ ଦାବି ପତ୍ର

ଶିକ୍ଷକ ସମସ୍ୟା ଯଥା ଶୀଘ୍ର ପୁରଣ କରାଯାଉ  ଶିକ୍ଷା ଦାନ ସମସ୍ୟା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ଓ ତଦନ୍ତ  ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଶିକ୍ଷାର ବିକାଶ ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ…

ଗ୍ରାମ୍ୟ ଜଙ୍ଗଲକୁ କାଟି ଘର ତିଆରି କରି ଦେଉଥିବା ଅଭିଯୋଗ :ବାନ୍ଧନତୈଲା ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାନ୍ଧନତୈଲା ଗ୍ରାମ୍ୟ ଜଙ୍ଗଲକୁ ସେହି ଗାଁ କେତେକ ବ୍ୟକ୍ତି କାଟି ଘର କରି ଦେଉଥିବା ଏବଂ ତିଆରି କରାଯାଉଥିବା ଘରକୁ ବନ୍ଦ କରିବା ଦାବିରେ ବୁଧବାର ଗ୍ରାମ ବାସୀ ମାନେ ରେଢାଖୋଲ ଉପଜିଲ୍ଲାପାଳ ଙ୍କ…

ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ

ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ  ବିଭିନ୍ନ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ  ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି ନେଇ ମଧ୍ୟ ଆଲୋଚନା…

ରାକେଶ ମହାନ୍ତିଙ୍କୁ ନ୍ୟାସନାଲ୍ ଏକ୍ସିଲେନ୍ସି ଆୱାର୍ଡ 

ଭୁବନେଶ୍ୱର: ୨୦ତମ ନ୍ୟାସନାଲ୍ ଏକ୍ସିଲେନ୍ସି ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଇନ୍ଦୋରର  ହୋଟେଲ ମ୍ୟାରିୟଟ ଠାରେ ଅନୁଷ୍ଠିତ ହୋଇଯାଇଛି  । ୱାଲର୍ଡ ବୁକ୍ ଅଫ୍ ରେକର୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସବୁ ରାଜ୍ୟର…

ଆଜି ବି ମନେପଡନ୍ତି ଶାନ୍ତନୁ ଦା 

ବରଗଡ :- ଶାନ୍ତନୁ ବିଶ୍ୱାଳ , ସମସ୍ତଙ୍କର ପ୍ରିୟ ଶାନ୍ତନୁ ଦା ଓ ଜିଲ୍ଲା ସାରା ସବୁ ଗ୍ରାମରେ ପରିଚିତ ବରଗଡ଼ର ବିଶାଳ ବାବୁ । ଆଜି ଦାଦାଙ୍କ ପ୍ରଥମ ପୁଣ୍ୟତିଥୀ । ଚାହୁଁ ଚାହୁଁ ଗୋଟାଏ ବର୍ଷ ବିତିଗଲା ସମସ୍ତଙ୍କୁ ଛାଡି ଚାଲିଯିବାର |  ସ୍ନେହୀ ଆଉ ଦରଦୀ ମୁରବୀ ତଥା ସାଧାରଣ ମଣିଷର ସ୍ୱର…

ଆଦିବାସୀ  ବହୁଳ କେରାଣ୍ଡି ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ପାହାଡିଆ ଅଞ୍ଚଳରେ ଥିବା ଆଦିବାସୀ  ବହୁଳ କେରାଣ୍ଡି ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ  ପରିସରରେ "ରିଏଲସ" ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…

ନିରାକାରପୁର ଡିଏଭି କଲେଜକୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଅଚାନକ ଗସ୍ତ

ପରିମଳ ବ୍ୟବସ୍ଥା ଦେଖି କଲେ ମନ ଉଣା ଅଭାବ ଅସୁବିଧା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି  ନିରାକାରପୁର /ଖୋରଧା (ଶାସକ ପ୍ରଶାସକ) ଆଜି ଅପରାହ୍ନ ୩.୩୦ରେ ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗ୍ଲୋବେଦିକ ଡିଗ୍ରୀ ମହାବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ…

,ଭାରି ଦୟାଵନ୍ତ ପ୍ରଶାସନ, ପଲିଥିନ ଖଣ୍ଡେ ଦେଇ ସାରିଦେଇଛନ୍ତି କାମ !

ଲଗାଣ ବର୍ଷାରେ ଚାଳ ଛପର ଘର ଭାଙ୍ଗି ସମ୍ପତ୍ତି ନଷ୍ଟ  ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ଗ୍ରାପ ରାଣୀଡୁଙ୍ଗୁରି ଗାଁ ରେ ବାସ କରୁଥିବା ଜଗୁ ଗହୀର (65) ତାଙ୍କ ଚାଲଛପର ଘର ଲଗାଣ ବର୍ଷା ରେ ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି !ଜଗୁ ଗହୀର…