୧୩୦୦ଗ୍ରାମ ଓଜନର ଦୁଇ ଖଣ୍ଡ ହାତୀଦାନ୍ତ ଜବତ: ୫ ଗିରଫ
ବାରିପଦା,(ଦିଲ୍ଲୀପ ମହାନ୍ତି): ହାତୀଦାନ୍ତ ଚୋର ଚାଲଣ ବେଳେ ଆଜି ବାରିପଦା ବନଖଣ୍ଡ ପକ୍ଷରୁ ଦୁଇଖଣ୍ଡ ହାତୀଦାନ୍ତ ଜବତ କରିଛି। ବାରିପଦା ବନଖଣ୍ଡ ଅଧିନସ୍ତ ତିତିଆ ଛକ ନିକଟରୁ ଏହାକୁ ଜବତ କରାଯାଇଛି। ଏହାସହିତ ଏହାକୁ ଚୋରା ଚାଲଣ କରୁଥିବା ୫ଜଣ ବେପାରୀଙ୍କୁ ମଧ୍ୟ ବନବିଭାଗ ପକ୍ଷରୁ ଗିରଫ…